୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ୍ ଅନ୍ତର୍ଗତଃ ସତ୍ରାଜ୍ ପୁର୍ ଗ୍ରାମରେ ବଡ ଦିନ ପର୍ବ ପାଳନ କରୁଥିଲେ । ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନର ବଡ ପର୍ବ ପର୍ବାଣୀ ଗ୍ରାମରେ ପାଳନ କରୁଥିଲେ । ଘରେ ଘରେ ପିଠା ପଣା ଜନ୍ମ ଦିବସରେ ଚେକ୍ ମଧ୍ୟ କାଟୁଥିଲେ ରଙ୍ଗ ବେରଙ୍ଗର ପୋଷାକ କରି ଆନନ୍ଦ ଉପଭୋଗ କଲେ ।
ପୁଷ୍ପ ଗୋଚ୍ଚ ପୂର୍ବ ପୁରୁଷମାନେ ଯେପରି ଯୀଶୁଙ୍କ ଜନ୍ମରେ ଗୁହାଳଖୁଣ୍ଡରେ ଜନ୍ମିଛନ୍ତି ଜାଣି ପଣ୍ଡିତମାନେ ସୂନା, କୁଣ୍ଡୁର,ରୂପା ନେଇ ଭେଟିବା କ୍ଷଣି ପଣ୍ଡିତମାନେ ଭୂମିଷ୍ଟ ପ୍ରଣାମ କଲେ ।
କିନ୍ତୁ ଆଜି ଅବଶ୍ୟ ଯୀଶୁ ଖ୍ରୀଷ୍ଟଙ୍କ ବାକ୍ୟ ଶୁଣିବା କ୍ଷଣି, ନାଚ,ଗୀତ, ସ୍ରୋତ ମହାନନ୍ଦରେ ହୃଦୟଙ୍ଗମ କରୁଥିଲେ । ସୁନ୍ଧ୍ରୁରୁ କାର୍ଯୀ,ଅଫିସ୍ ଭୂୟାଁ,ଅନନ୍ତ ଭୂୟାଁ,କୌଳାସ ମଣ୍ଡଳ,ମୁକେଶ ମଣ୍ଡଳ ଉପସ୍ଥିତ ଥିଲେ ।


© 2023 Odisha Taza News.