ବ୍ରହ୍ମପୁରରୁ ଆସିଥିବା ନନ୍ଦ ନନା ଓ ତାଙ୍କ ସହଯୋଗୀ ମିଶ୍ର ନନା ମିଶି ଠାକୁରଙ୍କ ପ୍ରତିଷ୍ଠା କାର୍ଯ୍ୟ ସମାପନ କରିଥିଲେ l ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏହି ଉତ୍ସବରେ ସାମିଲ ହୋଇଥିଲେ l ପୂଜା ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ l ଉକ୍ତ ଉତ୍ସବରେ କର୍ତ୍ତl ହିସାବରେ ବିଦ୍ୟାଳୟର ସମ୍ପାଦକ ଶ୍ରୀ ଦଣ୍ଡlସୀ ସାହୁ ଉପସ୍ଥିତ ରହି ପୂଜା କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l, ପରିଚାଳନା କମିଟି ସଦସ୍ୟ ଶ୍ରୀ ରବି ସାମନ୍ତରା, କୋଷାଧକ୍ଷ ଶ୍ରୀ ସୁରେନ୍ଦ୍ର ଜେନା ଉପସ୍ଥିତ ଥିଲେ l ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ପରିଚାଳନା କମିଟି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l

© 2023 Odisha Taza News.