ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ଆର.ଉଦୟଗିରି :- ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁଙ୍କ ସହଯୋଗ ଏବଂ ଅନୁପ ସାମାଜିକ ସଂସ୍ଥା(ନୂଆଦିଲ୍ଲି) ଆନୁକୁଲ୍ୟରେ ଶୁକ୍ରବାର ଆର,ଉଦୟଗିରି ସହର କଲ୍ୟାଣ ମଣ୍ଡପ ଠାରେ ମାଗଣା ସ୍ବାସ୍ଥ୍ୟା ଚିକିତ୍ସା ହହ ସଚେତନତା ଶିବିର ଅନୁଷ୍ଠିତ ହୋଇଥି୍ଲା । ଆର,ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀଣୀ ନିବେଦିତା ପଣ୍ଡା , ସୁଧାଶୁଁ ସେଖର ପଣ୍ଡା,
ଚକ୍ଷୁ ସହୟକ ଜେନା ବାବୁ, ଫାର୍ମାସିଷ୍ଟ, ସ୍ବାସ୍ଥ୍ୟା ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମିନାୟଣ ଶବର , ସାସଂଦ ପ୍ରତିନିଧି ଜଗବନ୍ଧୁ ଦାସ , ବିଜୁଜନ୍ତାଦଳ ବ୍ଲକ ସଭାପତି ଭୀମରାମ ପାଇକ ଓ ଛାତ୍ର ସଭାପତି ଦିପକ ପାଣି ଉପସ୍ଥିତ ଥିଲେ ।


© 2023 Odisha Taza News.