• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହିନ୍ଦ୍ରା ପକ୍ଷରୁ ଟିଆର୍‌ଏସ୍ ଇଞ୍ଜିନିୟରିଂରେ ନୂଆ ‘ଜି୭୫ ସ୍ମାର୍ଟ’ ମୋଟର୍ ଗ୍ରେଡର୍‌ର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
November 20, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ମହିନ୍ଦ୍ରା ପକ୍ଷରୁ ଟିଆର୍‌ଏସ୍ ଇଞ୍ଜିନିୟରିଂରେ ନୂଆ ‘ଜି୭୫ ସ୍ମାର୍ଟ’ ମୋଟର୍ ଗ୍ରେଡର୍‌ର ଶୁଭାରମ୍ଭ

Share on FacebookShare on TwitterWhatsapp

୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ମହିନ୍ଦ୍ରା ଗ୍ରୁପ୍‌ର ଏକ ଅଂଶ ତଥା ମହିନ୍ଦ୍ରାର କନ୍‌ଷ୍ଟ୍ରକ୍‌ଶନ ଇକ୍ୟୁପ୍‌ମେଂଟ୍‌ ଡିଭିଜନ (ଏମ୍‌ସିଇ) ପକ୍ଷରୁ ଆଜି ବ୍ରାଣ୍ଡ-ନ୍ୟୁ ମହିନ୍ଦ୍ରା ରୋଡ୍‌ମାଷ୍ଟର୍ ଜି୭୫ ସ୍ମାର୍ଟ- ‘ପ୍ରଫିଟ୍ କା ପାର୍ଟନର୍‌’ର ଶୁଭାରମ୍ଭ ସହିତ ଏହାର ସଡକ ନିର୍ମାଣ ଉପକରଣ ଶୃଙ୍ଖଳାର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି । ଡିଏମ୍ କନ୍‌ଭେନ୍‌ଶନ, ଆଇଗିଣିଆଠାରେ ମହିନ୍ଦ୍ରାର ଅଥୋରାଇଜ୍‌ଡ ଡିଲର୍ ଟିଆର୍‌ଏସ୍‌ ଇଞ୍ଜିନିୟରିଙ୍ଗ୍ ପକ୍ଷରୁ ଏକ ସମ୍ମିଳନୀର ଆୟୋଜନ କରାଯାଇ ଓଡିଶା ବଜାରରେ ପ୍ରବେଶ କରିବାକୁ ଥିବା କମ୍ପାନୀର ଏହି ନୂତନ ଉତ୍ପାଦର ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହେଡ୍ ଅଫ୍ କଷ୍ଟମର୍ କେୟାର ରାଜେନ୍ଦ୍ର ଆଷ୍ଟେକର, ବ୍ରାଣ୍ଡ ହେଡ୍‌- ରବି ଶର୍ମା, ଜୋନାଲ ସେଲ୍‌ସ ହେଡ୍ ଏସ୍‌. ରାଜୁ, ହେଡ୍ ଅଫ୍ ଜୋନାଲ କଷ୍ଟମର କେୟାର, ସନ୍ଦିପ୍‌ ଘୋଷ, ଟିଆର୍‌ଏସ୍ ଇଞ୍ଜିନିୟରିଂର ପରିଚାଳନା ନିର୍ଦ୍ଦେଶକ, ଦେବଦତ ରୟ ଓ ଓଡିଶାର ପୂର୍ବତନ ଡିଜିପି ସଞ୍ଜୀବ ମାରିକ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉନ୍ମୋଚନ ଅବସରରେ ମହିନ୍ଦ୍ରାର ହେଡ୍ ଅଫ୍ କଷ୍ଟମର୍ କେୟାର, ରାଜେନ୍ଦ୍ର ଆଷ୍ଟେକର କହିଛନ୍ତିଯେ, ‘ମହିନ୍ଦ୍ରାରେ ଆମେ ଆମର ଗ୍ରାହକଙ୍କୁ ଡ଼ିସରପଟିଭ୍ ପ୍ରଡ଼କ୍ଟ ଓ ସେବା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛୁ ଏବଂ ଆଜି ଆମେ ଦ୍ରୁତ ଅଭିବୃଦ୍ଧିଶୀଳ ସଡକ ନିର୍ମାଣ ଉପକରଣ ବର୍ଗରେ ଆଉ ଏକ ଉତ୍ପାଦ ଉଦ୍ଭାବନ ‘ମହିନ୍ଦ୍ରା ରୋଡ୍‌ମାଷ୍ଟର୍ ଜି୭୫ ସ୍ମାର୍ଟ ମୋଟର ଗ୍ରେଡର୍‌’ର ଶୁଭାରମ୍ଭ କରିଛୁ । ଏହାକୁ ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟର ଭାଇମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତରେ ପରିକଳ୍ପନା ଓ ବିକଶିତ କରାଯାଇଛି । ଆମର ଲକ୍ଷ୍ୟ ହେଉଛି ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟର ଭାଇମାନଙ୍କ ସବ୍‌-ଅପ୍ଟିମାଲ ଗ୍ରେଡିଙ୍ଗ୍ ପ୍ରାକ୍ଟିସ୍‌ରୁ ମୁକ୍ତ କରିବା, ସେମାନଙ୍କୁ ମେକାନାଇଜେଶନ ପାଇଁ ଅପ୍‌ଗ୍ରେଡ୍ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗ ଦେବା ପାଇଁ ସକ୍ଷମ କରିବା । ବ୍ରାଣ୍ଡ-ନ୍ୟୁ ଜି୭୫ ସ୍ମାର୍ଟ ମୋଟର୍ ଗ୍ରେଡର୍‌ ହେଉଛି କମ୍ ମାଲିକାନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ସହିତ ଏକ ଅତ୍ୟଧିକ ନିର୍ଭରଯୋଗ୍ୟ ମେଶିନ୍‌ ଏବଂ ଏହା ବାସ୍ତବରେ କଂଟ୍ରାକ୍ଟରମାନଙ୍କ ‘ପ୍ରଫିଟ୍ କା ପାର୍ଟନର୍‌’ ହୋଇପାରିବ । ଆମର ବିଦ୍ୟମାନ ରୋଡ୍‌ମାଷ୍ଟର୍ ରେଞ୍ଜର ମୋଟର ଗ୍ରେଡର୍‌ଗୁଡିକ ୨୦%ରୁ ଅଧିକ ବଜାର ଅଂଶ କ୍ୟାପ୍‌ଚର କରିଛି ଏବଂ ଆମେ ନିଶ୍ଚିତ ଯେ, ଜି୭୫ ସ୍ମାର୍ଟ ମଧ୍ୟ ଦେଶର ୬୦% ସଡକକୁ ଗଠନ କରୁଥିବା ଭାରତରେ ଛୋଟ ସଡକଗୁଡିକର ନିର୍ମାଣକୁ ରୂପାନ୍ତର କରିବା ସହ ଆମର ସ୍ଥିତିକୁ ଆହୁରି ସୁଦୃଢ କରିବ ।’ ଶ୍ରୀଯୁକ୍ତ ଆଷ୍ଟେକର ମହିନ୍ଦ୍ରା ସହ ଦୀର୍ଘ ଦିନ ହେବ ଜଡିତ ଥିବା ଗ୍ରାହକଙ୍କୁ କୃତଜ୍ଞତା ଜଣାଇଥିଲେ । ସେହିପରି ଏହି ଅବସରରେ ମହିନ୍ଦ୍ରା ଓ ଟିଆର୍‌ଏସ୍ ଇଞ୍ଜିନିୟରିଂ ସହ ଜଡିତ ଗ୍ରାହକମାନେ ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଟିଆର୍‌ଏସ୍ ଇଞ୍ଜିନିୟରିଂର ଏମ୍‌ଡି ଦେବଦତ ରାୟ ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ରୋଡ୍‌ମାଷ୍ଟର୍ ଜି୭୫ ସ୍ମାର୍ଟ ରୋଡ୍ କଂଟ୍ରାକ୍ଟରଙ୍କୁ ମାନୁଆଲ ଲେବର୍ ଓ ଫାର୍ମ- ଟ୍ରାକ୍ଟର ଆଧାରିତ ଗ୍ରେଡର୍‌ଗୁଡିକ ଭଳି ସାଲିସ୍‌ପୂର୍ଣ୍ଣ ସମାଧାନରୁ ମୁକ୍ତି ପ୍ରଦାନ କରିବ । ଏହା ଗ୍ରାମାଂଚଳ, ଅର୍ଦ୍ଧ-ଗ୍ରାମାଂଚଳ ଓ ଜିଲ୍ଲାର ସଡକ, ଜମିର ବିକାଶ, ଆଭ୍ୟନ୍ତରୀଣ ଘରୋଇ ଓ ବାଣିଜ୍ୟିକ ସଡକଗୁଡିକ ପାଇଁ ସ୍ପ୍ରେଡିଙ୍ଗ୍ ଓ ଗ୍ରେଡିଙ୍ଗ୍‌ କାର୍ଯ୍ୟ ଲାଗି ଏକ ଉପଯୁକ୍ତ ମେଶିନ୍ ଅଟେ । ଏହା ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟର ଭାଇମାନଙ୍କୁ ସ୍ମାର୍ଟସିଟି, ପିଏମ୍‌ଜିଏସ୍‌ୱାଇ ରୋଡ୍ ଭଳି ସରକାରୀ କାର୍ଯ୍ୟକ୍ରମଗୁଡିକ ପାଇଁ ଗ୍ରେଡିଙ୍ଗ୍ ଆବଶ୍ୟକତା ଥିବା ପ୍ରକଳ୍ପଗୁଡିକରେ ଅଂଶଗ୍ରହଣ କରିବାକୁ ସକ୍ଷମ କରିବ । ରୋଡ୍‌ମାଷ୍ଟର ଜି୭୫ ସ୍ମାର୍ଟ ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟର ଭାଇମାନଙ୍କୁ ସୁଲଭ ସାଲିସ୍‌ବିହୀନ ଯାନ୍ତ୍ରିକୀକରଣ ଏବଂ ପାରମ୍ପରିକ ଗ୍ରେଡର ଦ୍ୱାରା ପୂର୍ବରୁ ସମ୍ଭବ ହେଉନଥିବା ଛୋଟ ପ୍ରକଳ୍ପଗୁଡିକରେ ଏକ ପଞ୍ଜୀକୃତ ମୋଟର ଗ୍ରେଡର ନିୟୋଜିତ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ ।

 

ଏହା କାର୍ଯ୍ୟର ଗୁଣବତା ଓ ଦୀର୍ଘକାଳିନତାକୁ ଉନ୍ନତ କରିବା ଏବଂ ପ୍ରକଳ୍ପଗୁଡିକର କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ । ରୋଡ୍‌ମାଷ୍ଟର ଜି୭୫ ସ୍ମାର୍ଟ ଏକ ୭୪ ଏଚ୍‌ପି ମହିନ୍ଦ୍ରା ସିଆର୍‌ଡିଆଇ ଇଞ୍ଜିନ୍‌ ଦ୍ୱାରା ପରିଚାଳିତ ଯାହା ଏକ ୩ ମିଟର (୧୦ ଫୁଟ୍‌) ୱାଇଡ୍ ବ୍ଲେଡ୍ ଓ ଆଇମ୍ୟାକ୍ସ ଟେଲିମାଟିକ୍ସ ସଲ୍ୟୁଶନ ସହ ଜଡିତ ରହିଛି । ଏହି ଉପକରଣକୁ ଟ୍ରାକ୍ଟର ଗ୍ରେଡର୍‌ଠାରୁ ଉଚ୍ଚ ଥିବା କିନ୍ତୁ ପାରମ୍ପରିକ ମୋଟର ଗ୍ରେଡର ତୁଳନାରେ ଭଗ୍ନାଂଶକ ବା ଫ୍ରାକ୍ସନାଲ୍‌ ଥିବା ଏକ ଉପକରଣ ଖର୍ଚ୍ଚରେ ସାଲିସ୍‌ବିହୀନ ଗ୍ରେଡିଂ ପ୍ରଦାନ କରିବା ପାଇଁ ଅପ୍ଟିମାଇଜ୍ କରାଯାଇଛି, ଯାହାକି ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟର ଭାଇଙ୍କ ପାଇଁ ‘ପ୍ରଫିଟ୍ କା ପାର୍ଟନର୍‌’ କରୁଛି । ଏହା ଏକ ବର୍ଷର ୱାରେଂଟି ସହ ଆସୁଛି ଯାହା ବ୍ୟୟବହୁଳ ମରାମତି କଥା ଆସିଲେ ଗ୍ରାହକଙ୍କ ଚିନ୍ତାକୁ ଦୂର କରିଥାଏ । ଏହା ମହିନ୍ଦ୍ରାର ଇଞ୍ଜିନିୟରିଂ ଓ ମାନୁଫ୍ୟାକ୍‌ଚରିଂ କ୍ଷମତା କାରଣରୁ ସମ୍ଭବ ଅଟେ, ଯାହା ଏକ ଉନ୍ନତ ପରୀକ୍ଷଣ ବ୍ୟବସ୍ଥ, ସର୍ବୋତମ ଉପାଦାନର ସୋର୍ସିଂ ଓ ମେଶିନ୍ ଡିଜାଇନ୍‌ର ସରଳତା ଦ୍ୱାରା ସମର୍ଥିତ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026

Recent News

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version