• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବୈପାରିଗୁଡା ମୁଖ୍ୟଛକରେ ସଞ୍ଜ ହେବା ମାତ୍ର ରାସ୍ତା ଉପରେ ଗାଈଗୋରୁ : ପ୍ରଶାସନର ନଜର ଥାଇ ନ ଥିଲା ପରି

Proprietor Abhimanyu Maharana by Proprietor Abhimanyu Maharana
August 27, 2022
in ଓଡ଼ିଶା, କୋରାପୁଟ, ହୋମ୍
0
ବୈପାରିଗୁଡା ମୁଖ୍ୟଛକରେ ସଞ୍ଜ ହେବା ମାତ୍ର ରାସ୍ତା ଉପରେ ଗାଈଗୋରୁ : ପ୍ରଶାସନର ନଜର ଥାଇ ନ ଥିଲା ପରି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୭ ଅଗଷ୍ଟ ଶନିବାର ) ବୈପାରିଗୁଡା – ବୈପାରିଗୁଡା ବ୍ଲକ ମୁଖ୍ୟଛକ ସହିତ ରାସ୍ତାର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଗାଈଗୋରୁଙ୍କ ରାଜୁତି ଏବେ ଚାଲିଥିବାର ଦେଖିବାକୁ ମିଳୁଛି । ସକାଳ ସମୟରେ ରାସ୍ତା ଖାଲି ରହିଥିବା ବେଳେ ସଂନ୍ଧ୍ୟା ସମୟରୁ ରାତିସାରା ଗାଈଗୋରୁ ଓ କୁକୁର ମାନଙ୍କ କବଜାରେ ରାଂଚି ବିଜୟୱାର୍ଡ ଜାତୀୟ ରାଜପଥ ବୈପାରିଗୁଡା ଗ୍ରାମ ସହିତ ଦିଗାପୁର ଯିବା ରାସ୍ତା ଓ ଗୌଡସାହି ରାସ୍ତା ରହୁଥିବା ବେଳେ ଏଥିପାଇଁ ଯାନବାହାନ ଚଳାଚଳରେ ଘୋର ବ୍ୟାଘତ ହେବା ସହ ଅନେକ ସମୟରେ ଗାଈଗୋରୁ ଙ୍କ ପାଇଁ ଛୋଟବଡ ଯାନବାହାନ ଦୁର୍ଘଟଣା ମଧ୍ୟ ଘଟୁଛି । ବେଳେ ବେଳେ ଗାଡିମଟର ଧକ୍କାରେ ଗାଈଗୋରୁ ଆହତ ହେଉଥିବା ମଧ୍ୟ ନଜିର ରହିଛି ।

କିଛି ଦିନ ତଳେ ଏମିତି କିଛି ଘଟଣା ବୈପାରିଗୁଡା ଗ୍ରାମ ସ୍ଥିତ ବିରଖମ୍ବ ପୋଲ ନିକଟରେ ଦେଖିବାକୁ ମିଳିଥିଲା ଏବଂ ସେହି ସ୍ଥାନରେ କିଛି ଗାଈ ଗୋରୁ ଶୋଇଥିବା ସମୟରେ ଅଜଣା ଗାଡି ଧକ୍କାରେ ଗୋଟିଏ ଗାଈ ମୃତ୍ୟୁବରଣ କରିଥିବାର ଜଣାପଡିଛି । ତେବେ ପରିତାପର ବିଷୟ ଯେ ଏତେ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ଗାଈ ପଡି ରହିଥିଲେ ମଧ୍ୟ ଗାଈର ମାଲିକ ମୃତ ଗାଈ କୁ ସାଙ୍ଗରେ ନେଲେ ନାହିଁ । ବର୍ତିମାନ ବୈପାରିଗୁଡା ଗ୍ରାମ ସହ ବାହାର ଗ୍ରାମଗୁଡିକ ଚାଷବାସରେ ପରିପୂର୍ଣ୍ଣ ହୋଇଥିବା ବେଳେ ବୁଲା ଗାଈଗୋରୁ ଚାଷ ବିଲରେ ପଶି ଫସଲ ନଷ୍ଟ କରୁଥିବାର ଶୁଣିବାକୁ ମିଳୁଛି ।

ସୂଚନା ଅନୁସାରେ ବୈପାରିଗୁଡା ସହରରେ ବୁଲା ଗାଈ ବଳଦଙ୍କ ପାଇଁ ସମସ୍ୟା ଅନେକ ହେଉଛି । ସହରରେ ମାଳ ମାଳ ଗାଈଗୋରୁ, ବଳଦ, ଶଣ୍ଡ, ସେମାନଙ୍କ ସଂଖ୍ୟା ଦିନ କୁ ଦିନ ରାସ୍ତା ଉପରେ ବଢିବାରେ ଲାଗିଛି । କେଉଁଠି ରାସ୍ତା କବ୍‌ଜା କଲେଣି ତ ଦୈନିକ ବଜାରରେ ପରିବାର ଦୋକାନୀଙ୍କ ପରିବା ଖାଇ ଗଲେଣି । ରାତ୍ରି ଅନ୍ଧାରରେ ଲୋକେ ଗାଈଗୋରୁ ଙ୍କୁ ଜାଣି ନ ପାରି ଦୁର୍ଘଟଣାର ଶିକାର ବି ହେଉଛନ୍ତି । ରାଜରାସ୍ତାରେ ସଞ୍ଜ ହେବା ମାତ୍ର ଗୋରୁଗାଈଙ୍କ କବ୍‌ଜାରେ ସହର ରହୁଥିବା ବେଳେ ପ୍ରଶାସନ କର୍ମଚାରୀ ସବୁ ଦେଖି ମଧ୍ୟ ନ ଦେଖିବା ନ୍ୟାୟରେ ଗାଡିମଟର ବୁଲାଇ ଚାଲି ଯାଉଛନ୍ତି ।

ପ୍ରଶାସନ ପକ୍ଷରୁ ବୈପାରିଗୁଡା ସହର ସମେତ ପାଖପାଖରେ ଅଂଚଳର ଗାଈଗୋରୁ ମାଲିକ ମାନଙ୍କୁ କୌଣସି ପ୍ରକାର ନୋଟିସ କିମ୍ବା ତାଗିଦ୍ ହେଉନଥିବାରୁ ଗାଈଗୋରୁ ମାଲିକ ମାନେ ମଧ୍ୟ ଖୁଲମଖୁଲା ଗାଈଗୋରୁ ରାସ୍ତା ଉପରେ ଛାଡୁଥିବା ଦେଖିବାକୁ ମିଳୁଛି । ତେଣୁ ବୁଲା ଗାଈଗୋରୁଙ୍କୁ ଆକଟ ପାଇଁ ତୁରନ୍ତ କାହାକୁ ଦାୟିତ୍ୱ ଦିଆଯାଉ ନଚେତ ପ୍ରଶାସନ ପକ୍ଷରୁ ଏହି ମାଲିକ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ମତ ପ୍ରକାଶ ପାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

September 12, 2026
ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

September 12, 2026
ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

September 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

September 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version