ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ରବିବାର ) ଜଗତସିଂହପୁର :- ଜଗତସିଂହପୁର ମ୍ୟୁନିସିପାଲଟି ର ପୂର୍ବତନ ଚେୟାରମ୍ୟାନ୍ ମିନତି ରାଉତ ଙ୍କ ଏକାଦଶ ରେ ଆୟୋଜିତ ହୋଇଥିବା ସ୍ମୃତି ସଭାରେ ବିଧାୟକ ଙ୍କ ଯୋଗଦାନ । ବିଧାୟକ ପ୍ରଶାନ୍ତ ମୁଦୁଲି ଉକ୍ତ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଏବଂ ପରିବାରଙ୍କୁ ସମବେଦନା ଜଣାଇବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି ସ୍ମୃତି ସଭାରେ ଉପସଚେତକ ତଥା ଜଗତସିଂପୁର ବିଧାୟକ ପ୍ରଶାନ୍ତ ମୁଦୁଲି , ବ୍ଲକ୍ ଅଧକ୍ଷ , ଏନଏସି ଅଧକ୍ଷ, ନଗର ବିଜେଡ଼ି ସଭାପତି ପ୍ରିୟବ୍ରତ ମହାପାତ୍ର , ଜିଲ୍ଲାପରିଷଦ ମନୋଜ କୁମାର ଭୋଇ , ମ୍ୟୁନିିସପାଲିଟିର ବିଜୁ ଜନତା ଦଳ ସଭାପତି ପୂର୍ବତନ ଚେୟାରମ୍ୟାନ୍ ମଧୁସୂଦନ ସାହୁ , ପୂର୍ବତନ ଏଜ୍ଜ୍ଜୁକ୍ଟର ସରୋଜ ଷଡଙ୍ଗୀ ଙ୍କ ସମେତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଯୋଗ ଦେଇଥିଲେ ।















