No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ରବିବାର ) ଭୁବନେଶ୍ୱର :- ଗଛ ଲଗାଅ ତ୍ରିରଙ୍ଗା ଉଡାଅ । ବ୍ୟାପକ ବୃକ୍ଷ ରୋପଣ ପାଇଁ ଏପରି ଅଭିନବ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ସାହଯ୍ୟ ଅନୁଷ୍ଠାନ ପକ୍ଷରୁ ଦେଶକୁ ସମ୍ମାନ ଦେବା ପାଇଁ ଗଛ ଅଗଷ୍ଟ ୧୫ ପର୍ଯନ୍ତ ତ୍ରିରଙ୍ଗା ଉଡାଇବା ସହ ଦେଶରେ ସୁସ୍ଥ ପରିବେଶ ପାଇଁ ଗଛ ଲଗାଇବା ପାଇଁ ଆହ୍ୱାନ ଦିଆଯାଇଛି ।
ସହାଯ୍ୟ ଅନୁଷ୍ଠାନର ସଭାପତି ଡଃ ଲିଙ୍ଗରାଜ ସାହଙ୍କୁ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ କାରଗିଲ୍ ରୋଡ଼୍ ବିବେକାନନ୍ଦ ଉଚ୍ଚ ଶିକ୍ଷା କେନ୍ଦ୍ର ପରିସରରେ ସଭା ଓ ସଚେତନତା କରାଯିବା ସହ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ସ୍ୱାମୀ ମୁକ୍ତାନନ୍ଦ ଜୀ, ଅଧ୍ୟକ୍ଷା ସବିତା କୁମାରୀ ସାହୁ, ଶିକ୍ଷକ ପ୍ରତିନିଧି ତୃପ୍ତି ନନ୍ଦ, ଜୋତ୍ରୀମୟୀ ସାମନ୍ତରାୟ, ଅନିତାରାଣୀ ସାହୁ, ମନବିଣା ମହାନ୍ତି,
ଦିପିକା ଦାସ, ରଶ୍ମୀତା ପତି, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ବିନୋଦିନୀ ପରିଡ଼ା, ବ୍ରହ୍ମାନନ୍ଦ ପାଡ଼ୀ, ବିଷ୍ଣୁ ଚରଣ ପଣ୍ଡା, ନରେସ କୁମାର ସାହୁ, ଯୋସ୍ନାରାଣୀ ପଣ୍ଡା, ତାପସୀ ଦାସ, ତନୁଶ୍ରୀ ଦାସ, ସରିତା ସାହୁ, ଶରତ ଧଳ, ନରହରି ସ୍ୱାଇଁ, ସୌମ୍ୟରଞ୍ଜନ ପ୍ରଧାନ ସମେତ ବହୁ ମୁରବୀ ଛାତ୍ରଛାତ୍ରୀ ସାମିଲ


No Result
View All Result