• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୁଖ୍ୟମନ୍ତ୍ରୀ ତୁରନ୍ତ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏପରି ଦାୟିତ୍ୱହୀନ ମନ୍ତବ୍ୟରୁ କ୍ଷାନ୍ତ ରହିବାକୁ ତାଗିଦ କରନ୍ତୁ ଓ ମୁଖ୍ୟମନ୍ତ୍ରୀ କାଯ୍ୟଳୟ ଆଗକୁ ଏପରି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ବିବୃତି ଦେଉ : ଓଡିଶା ଅଭିଭାବକ ମହାସଂଘ

Proprietor Abhimanyu Maharana by Proprietor Abhimanyu Maharana
August 11, 2022
in ଓଡ଼ିଶା, କଟକ, ଖୋର୍ଦ୍ଧା, ମହାନଗର, ହୋମ୍
0
ମୁଖ୍ୟମନ୍ତ୍ରୀ ତୁରନ୍ତ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏପରି ଦାୟିତ୍ୱହୀନ ମନ୍ତବ୍ୟରୁ କ୍ଷାନ୍ତ ରହିବାକୁ ତାଗିଦ କରନ୍ତୁ ଓ ମୁଖ୍ୟମନ୍ତ୍ରୀ କାଯ୍ୟଳୟ ଆଗକୁ ଏପରି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ବିବୃତି ଦେଉ : ଓଡିଶା ଅଭିଭାବକ ମହାସଂଘ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଓଡ଼ିଶାରେ 75 ଲକ୍ଷ ପରିବାର ଗଣଶିକ୍ଷା ବିଭାଗ ସହ ଜଡିତ l ସେମାନେ ଗଣଶିକ୍ଷା ମନ୍ତ୍ରୀଙ୍କ ବାଚାଳାମି ବିବୃତି ଉପରେ ଘୋର ଅସନ୍ତୋଷ ପ୍ରକାଶ କରିବାସହ ଆଉ ବିଶ୍ୱାସ କରୁନାହାନ୍ତି l ସାରା ଦେଶ ସ୍ୱାଧୀନତାର 75 ବର୍ଷରେ ଅମୃତ ମହୋତ୍ସବ ପାଳନ କରୁଛି l ଆସନ୍ତା ଅଗଷ୍ଟ 15 ତାରିଖ ସ୍ୱାଧୀନତା ଦିବସ ପାଳନକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଗତକାଲି ରାତିରେ ପୁନର୍ବାର ପୁଣି ଏକ ଦାୟିତ୍ୱ ହୀନ ଓ ବିବାଦୀୟ ମନ୍ତବ୍ୟ ଦେଇଥିଲେ l ସ୍କୁଲରେ ପିଲାମାନେ ସ୍ୱାଧୀନତା ଦିବସ ପାଳନରେ ଅଂଶ ଗ୍ରହଣ କରିବାକୁ ବାରଣ କରିଥିଲେ l ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ତୁରନ୍ତ ଏହି ନିଷ୍ପତ୍ତିକୁ ପୁନଃ ବିଚାର କରି ପିଲାମାନଙ୍କୁ ଅଂଶ ଗ୍ରହଣ କରିବାକୁ ଅନୁମତି ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ l

ଯେହେତୁ କୋଭିଡ ମହାମାରୀ ପରେ ପିଲାମାନେ ମାନସିକ ଦୂଷିନ୍ତାରୁ ଦୁରେଇ ପାଠ ପଢିଲେଣି ଓ ଏକ ସୁଯୋଗ ସୃଷ୍ଟି ହୋଇଛି ସେମାନଙ୍କୁ ସ୍ୱାଧୀନତା ଦିବସକୁ ଆଡମ୍ବର ରେ ପାଳନ କରିବାକୁ l ରଥଯାତ୍ରା ହେଲା, ସ୍କୁଲରେ ପାଠ ପଢ଼ାହେଉଛି, ଦଶ ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କଳିଙ୍ଗ ଷ୍ଟାଡିଅମରେ ସଭା କରି ନିଯୁକ୍ତି ପତ୍ର ବାଣ୍ଟିଲେ କିଂନ୍ତୁ ପିଲାଙ୍କୁ ସ୍ୱାଧୀନତା ଦିବସ ପାଳନ ପାଇଁ କାହିଁକି ରୋକିବେ l ବାର ଘଣ୍ଟା ନ ପୂରୁଣୁ ଆଜି ସକାଳୁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଲୋକ ସମ୍ପର୍କ ଅଧିକାରୀ ପିଲାମାନେ ସ୍ୱାଧୀନତା ଦିବସରେ ଅଂଶ ଗ୍ରହଣ କରିପାରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ l ପ୍ରକାଶ ଥାଉ କି ଗଣଶିକ୍ଷା ମନ୍ତ୍ରୀ ବହୁବାର ଏପରି ବାଚାଳ ଓ ଦାୟିତ୍ୱ ହୀନ ମନ୍ତବ୍ୟ ଦେଇସାରିଛନ୍ତି l ସେ ସ୍କୁଲ ଖୋଲିବା ପ୍ରସଙ୍ଗ ହେଉ,କି ପରୀକ୍ଷା କରିବା ପ୍ରସଙ୍ଗ ହେଉ ବା ସାମ୍ବାଦିକ ମାନଙ୍କୁ ସ୍କୁଲ ମନା ପ୍ରସଙ୍ଗ ହେଉ, ସକାଳେ ମନ୍ତବ୍ୟ ଦେବେ ସନ୍ଧ୍ୟାରେ ପରିବର୍ତ୍ତନ l

ରାତିରେ ମନ୍ତବ୍ୟ ତାକୁ ସକାଳେ ପରିବର୍ତ୍ତନ ବା ଦ୍ବିପ୍ରହରରେ ମନ୍ତବ୍ୟ ଦେଇ ରାତିରେ ପରିବର୍ତ୍ତନ କରିବାର ନଜିର ଅଛି l ପଞ୍ଚସ୍ତରୀ ଲକ୍ଷ ଅଭିଭାବକ ଓ ସବୁ ଛାତ୍ର ଛାତ୍ରୀଙ୍କ ଭାବାବେଗ ସହ ଖେଳ ଖେଳିବା ସହିତ ବିଭିନ୍ନ ସମୟରେ ଅଯଥା ମାନସିକ ଚାପ ଦେଉଛନ୍ତି l ଯଦି ସ୍କୁଲରେ ସବୁ କାର୍ଯ୍ୟକ୍ରମ ଯଥାବିଧି ପାଳନ ହେଉଛି ତେବେ ସ୍ୱାଧୀନତା ଦିବସ ଭଳି ଜାତୀୟତା ଭାବlବୋଧ ସମ୍ପର୍କିତ କାର୍ଯ୍ୟକ୍ରମ ରେ କିପରି ପିଲାମାନେ ଭାଗ ନେବେନି l ସେମାନେ 75 ବର୍ଷ ପାଳନ ଭଳି ଗୁରୁତ୍ୱପୂର୍ଣ ମୁହୂର୍ତ୍ତକୁ କିପରି ହାତ ଛଡା କରିବେ ତାଙ୍କୁ ଜାତୀୟତା ଭାବରୁ କ୍ଷାନ୍ତ ରଖିବା ମଧ୍ୟ ଏକ ଗୁରୁତର ଅପରାଧ ବୋଲି ସହ ଅଧକ୍ଷ ପ୍ରସନ୍ନ ବିଶୋଇ କହିଛନ୍ତି l ଏହିପରି ମନ୍ତବ୍ୟ ପାଇଁ ମନ୍ତ୍ରୀଙ୍କୁ ବାରଣ କରାଯାଉ, ସେ ବିଶ୍ୱାସ ହରେଇଥିବାରୁ, ମୁଖ୍ୟମନ୍ତ୍ରୀ ଙ୍କ କାଯ୍ୟଳୟ ଏସବୁ ଗୁରୁତ୍ୱପୂର୍ଣ କଥା ପ୍ରେସ୍ର ବିଜ୍ଞପ୍ତି ମାଧ୍ୟମରେ ଦେଉ l ଅଭିଭାବକ ମାନେ ଏଭଳି ମନ୍ତୀଙ୍କ ଅଯଥା ହସ୍ତକ୍ଷେପରେ ଭିତପ୍ରସ୍ତ ହୋଇ ସାରିଲେଣି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

September 20, 2026
ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

September 20, 2026
ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ

ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ

September 20, 2026
ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ

ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ

September 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

September 20, 2026
ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

September 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version