No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ସୋମବାର )ଭୁବନେଶ୍ୱର :- ରାଜଧାନୀ ଗଣ୍ଡମୁଣ୍ଡାସ୍ଥିତ ସତ୍ୟସାଇ ମହିଳା ମହାବିଦ୍ୟାଳୟ ୪୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ପରିସରରେ ୪୧ଟି ଔଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ମାନଷୀ କୁମାରୀ ବସ୍ତିଆ, ଡ. ଦେବଜାନୀ ସିଂ, ସ୍ମିତା ବିଶ୍ୱାଳ, ଡ. ଇତିଶ୍ରୀ ଦାଶ, ଡ ମୃନ୍ମୟୀ ରଥ,
ଶାଶ୍ୱତୀ ପତି, ମୀନା ମହାନ୍ତି, ଡ. ନିହାରିକା ଦାସ, ଡ. ବନଜା ତାଲଡ଼ି, ଅରବିନ୍ଦ ଦାସ, ଶୁଭଶ୍ରୀ ଲେଙ୍କା, ଆଇନଜୀବୀ ସରୋଜ କୁମାର ସାହୁ, ଗ୍ରୀନ୍ ୱାଲର୍ଡ ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ କୁମାର ନାୟକ । ଏହାକୁ ପରିଚାଳଣା କରିଥିଲେ ଡ. ଲିଙ୍ଗରାଜ ସାହୁ । ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
No Result
View All Result