• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳୀ ଅଶୋକ ପଣ୍ଡାଙ୍କର କାର୍ଯ୍ୟଶୈଳୀ ଓ ଭାଇଚାରା : ସାମ୍ବାଦିକମାନଙ୍କ ପାଇଁ ଅନୁକରଣୀୟ ହୋଇ ରହିବ

Proprietor Abhimanyu Maharana by Proprietor Abhimanyu Maharana
July 12, 2022
in ଓଡ଼ିଶା, ମହାନଗର, ହୋମ୍
0
ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳୀ ଅଶୋକ ପଣ୍ଡାଙ୍କର କାର୍ଯ୍ୟଶୈଳୀ ଓ ଭାଇଚାରା : ସାମ୍ବାଦିକମାନଙ୍କ ପାଇଁ ଅନୁକରଣୀୟ ହୋଇ ରହିବ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/ଭୂବନେଶ୍ୱର  :-  ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କର ଦକ୍ଷତା କାର୍ଯ୍ୟ କରିବାର ଶୈଳୀ ଓ ତାଙ୍କର ଭାଇଚାରା ସାମ୍ବାଦିକ ମାନଙ୍କ ପାଇଁ ଅନୁକରଣନୀୟ ହୋଇ ରହିବ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ କହିଛନ୍ତି , ସ୍ୱର୍ଗତ ପଣ୍ଡାଙ୍କର ଏକଦଶାହ ଅବସରରେ ସମୟ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ଏହା ପ୍ରକାଶ କରିଛନ୍ତି , ଏ ଅବସରରେ ଅଶୋକଙ୍କ ସ୍ମୃତିଚାରଣ କରି ସମୟ ପରିଚାଳନା ସମିତିର ଅଧ୍ୟକ୍ଷ ଚିର୍ଣଜୀବୀ ବିଶ୍ୱାଳ ଅଶୋକଙ୍କୁ ଜଣେ ଦକ୍ଷ,

ଦୃଢମନା ଓ ନିଷ୍ଠାପର ଫଟୋ ସାମ୍ବାଦିକ ଭାବେ ଅଭିହିତ କରି ତାଙ୍କ ଦ୍ୱାରା ଆୟୋଜିତ ୧୯୯୯ମହାବାତ୍ୟା ସଂପର୍କିତ ଫଟୋ ପ୍ରଦର୍ଶନୀ ତାଙ୍କ ଦକ୍ଷତାର ପ୍ରମାଣ ଦିଏ ବୋଲି କହିଥିଲେ,   ତାଙ୍କ ଅବର୍ତ୍ତର୍ନମାନରେ ସମୟ ତାଙ୍କ ପରିବାର ପଛରେ ଠିଆ ହେବ ଓ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ , ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସ୍ମୃତି ଚାରଣ କରି ସ୍ୱର୍ଗତ ଅଶୋକଙ୍କ ସହିତ କଟିଥିବା କେତେକ ଅଭୁଲା ସ୍ମୃତିକୁ ରୋମନ‘ନ କରିଥିଲେ ।

ତାଙ୍କ ପରିବାର ପାଇଁ ଯାହା ସରକାରୀ ସହାୟତାର ବ୍ୟବସ୍ଥା ରହିଛି ତାହା ନିଶ୍ଚିତ କରାଯିବ ବୋଲି କହିଥିଲେ । ମେୟର ସୁଲୋଚନା ଦାସ ବକ୍ତବ୍ୟ ରଖି ସାମ୍ବାଦିକତା ପେଶାରେ ଅଶୋକ ପଣ୍ଡାଙ୍କର ଯେଉଁ ସମର୍ପିତ ଭାବ ଥିଲା ତାହା ଅନନ୍ୟ ବୋଲି କହିବ । ସହିତ ରାଜ୍ୟରେ ଘଟୁଥିବା ସଡକ ଦୁର୍ଘଟଣା ନେଇ କ୍ଷୋଭ ପ୍ରକାଶ କରିଥିଲେ । ସରକାରୀ ସ୍ତରରେ ଥିବା ବ୍ୟବସ୍ଥା ତାଙ୍କ ପାଇଁ କରାଯିବ ବୋଲି କହିଥିଲେ ।

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଅଶୋକ ପଣ୍ଡାଙ୍କ ସହିତ ଥିବା ତାଙ୍କର ପୁରାତନ ସଂପର୍କକୁ ବର୍ଣ୍ଣନା କରିଥିଲେ । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗଦେଇ ସାମ୍ବଦିକତା ପେଶା ପ୍ରତି ଅଶୋକ ପଣ୍ଡାଙ୍କର ସମର୍ପଣ ଭାବ ସଂପର୍କରେ କହିବା ସହିତ ତାଙ୍କର ଫଟୋସାମ୍ବାଦିକତା ନିଆରା ବୋଲି କହିଥିଲେ ।

ବିଧାୟକ ସୁରେଶ କୁମାର ରାଉତରାୟ ଅଶୋକଙ୍କ ସହାୟତ ପାଇଁ ଏକ ପାଣ୍ଠି ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ନିଜେ କିଛି ଆର୍ଥିକ ସହାୟତା ଘୋଷଣା କରିଥିଲୋ ରାଜ୍ୟର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଅଶୋକଙ୍କ ପରିବାର ପ୍ରତି ମିଳିତ ଭାବେ କିଛି କରିବା ପାଇଁପରାମର୍ଶ ଦେଇଥିଲେ ।

ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଅଶୋକ ପଣ୍ଡାଙ୍କର କାର୍ଯ୍ୟ ଶୈଳୀ ନିଆରା ଓ ସୂଦୁର ପ୍ରସାର ଥିଲା ବୋଲି ମତ ଦେଇଥିଲୋ ବିଜେପି ସଭାପତି ସମୀର ମହାନ୍ତି , ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ,କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ବିଧାୟକ ଅମର ଶତପଥୀ ,ପୂର୍ବତନ ବିଧାୟକ ପ୍ରଭାତ ତ୍ରୀପାଠି, କଳିଙ୍ଗସେନାର ମୁଖ୍ୟ ହେମନ୍ତ ରଥ, ସିପିଆଇ ଦେତା ସୁରଜେନା,

ସିପିଆଇଏମର ସୁରେଶ ପାଣିଗ୍ରାହୀ, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ ପ୍ରମୁଖ ସ୍ୱର୍ଗତ ପଣ୍ଡାଙ୍କର ନିଆରା ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପାଇଁ ଆକର୍ଷଣ ବୋଲି କହିଥିଲେ । ଉକିଳ ପ୍ରସଙ୍ଗର ମୁଖ୍ୟ ସଂପାଦକ ଲେଲିନ୍‌ ମହାନ୍ତି ଅଶୋକ ପଣ୍ଡାଙ୍କ ସହିତ ତାଙ୍କର କେତେକ ତାଜା ସ୍ମୃତିକୁ ସ୍ମରଣ କରିଥିଲୋ କଂଗ୍ରେସ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ର ଅଶୋକଙ୍କ ଛୋଟ ଝିଅର ଶିକ୍ଷାଦାନ ଦିଗରେ ବ୍ୟବସ୍ଥା କରିବାକୁ ଘୋଷଣା କରିଥିଲେ ।

ଉକିଳ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ବିଭୂତି ଭୁଷଣ କର ଓ ସାମ୍ବାଦିକ ମାନଙ୍କର ଅନୁଷ୍ଠାନ ଡଟ୍‌-କମ ପକ୍ଷରୁ ସଂଜୀବ ଦାସ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଅଶୋକଙ୍କ ପ୍ରତି ବରିଷ୍ଠ ସାମ୍ବାଦିକ ତଥା ଓଡିଶା ଭାସ୍କରର ସଂପାଦକ ପ୍ରଦୋଷ ପଟ୍ଟନାୟକ ,ପ୍ରଗତିବାଦୀର ସଂପାଦକ ବିରୁପାକ୍ଷ ତ୍ରୀପାଠି,ବରିଷ୍ଠ ସାମ୍ବାଦିକ ଭବାନୀ ତ୍ରୀପାଠି, ସଂଜୀବ ମୁଖାର୍ଜୀ, ମାଧବାନନ୍ଦ ବେଉରା ,ରମେଶ ମହାନ୍ତି,

ଓଡ଼ିଶା ସାମ୍ବାଦିକ ୟୁନିୟନ୍‌ର ସାଧାରଣ ସଂପାଦକ ପ୍ରସନ୍ନ ମହାନ୍ତି, ବିବେକା ନନ୍ଦ ଜେନା, ସନ୍ଦୀପ ମିଶ୍ର, ବରିଷ୍ଠ ସାମ୍ବାଦିକ ତଥା କନକ ନୁ୍ୟଜ୍‌ର ଏଡିଟର ମନୋରଞ୍ଜନ ମିଶ୍ର, ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ରବି ଦାସ ,ବୈଷ୍ଣବ ଜେନା, ସତ୍ୟ ପ୍ରକାଶ ନାୟକ, ମିନତୀ ସିଂ ପ୍ରମୁଖ ସ୍ୱର୍ଗତ ପଣ୍ଡାଙ୍କର କାର୍ଯ୍ୟଧାରା ତାଙ୍କର ପେଶାଗତ ଦକ୍ଷତା ଓ ନିଜ କାର୍ଯ୍ୟ ଦକ୍ଷତା ବଳରେ ଅନ୍ୟକୁ ଆକର୍ଷିତ କରିବାର କଳା ସଂପର୍କରେ ବର୍ଣ୍ଣନା କରିଥିଲେ ।

ମୃତୁ୍ୟପରେ ନୁହେଁ ବଞ୍ଚିଥିବା ଅବସ୍ଥାରେ ପେଶାକୁ ସମ୍ମାନ ଦେବା, ଭଲ ପାଇବା ଓ ପରସ୍ପର ପ୍ରତିି କିଛି କରିବା ଉଚିତ ବୋଲି ସାମ୍ବାଦିକ ଭବାନୀ ତ୍ରୀପାଠି ମତ ଦେଇଥିଲେ । ଅନ୍ୟ ବିଶିଷ୍ଠ ବ୍ୟକ୍ତିମାନଙ୍କ ମଧ୍ୟରେ ମୟୂରଭଞ୍ଜ ସାଂସ୍କୃତିକ ପରିଷଦର ସଂପାଦକ ଗୋକୁଳ ଦାସ , ସାମ୍ବାଦିକ ତଥା ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟଦେଓ , ସମାଜ ସେବୀ ଦେବୀ ପ୍ରସାଦ ପୃଷ୍ଟି , ବିଜେପି ନେତା ଜଗନ୍ନାଥ ପ୍ରଧାନ , ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ,

ସମାଜ ସେବୀ ବନ୍ଦନା ହରିଚନ୍ଦନ , କିଟ୍‌ ର ଡାଇରେକଫର ପିଆର ଶ୍ରଦ୍ଧାଞ୍ଜଳି ନାଏକ ପ୍ରମୁଖ ଅଶୋକଙ୍କ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ହିମାଂଶୁ ସିଂ ,ଦିପକ ମହାପାତ୍ର , ଜିତେନ୍ଦ୍ର ସାହୁ , ଗଗନ ସ୍ୱାଇଁ, ଲିଙ୍ଗରାଜ ସାହୁ , ପ୍ରତାପ ପ୍ରଧାନ, ଅରବିନ୍ଦ ମିଶ୍ର, ଅଶୋକ ପ୍ରଧାନ, ସଞ୍ଜୟ ଜେନା, ଫଟୋ ସାମ୍ବାଦିକ ଅସିତ କୁମାର ତ୍ରିପାଠୀ, ପ୍ରଭାତ କୁମାର ମହାନ୍ତି, ମନୋରଞ୍ଜନ ମିଶ୍ର, ଧ୍ରୁବ ମିଶ୍ର,

ଦୀପକ ମିଶ୍ର, ଦିଲୁ ରାଉତ, ଦିଲୁ ସାହୁ, ବିଶ୍ୱ ରଞ୍ଜନ ମିଶ୍ର, ମୌସମ ନନ୍ଦ, ଲକ୍ଷ୍ମୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ଜ୍ଜଟ୍ଟ; ପ୍ରାରମ୍ଭରେ ସମୟର ମ୍ୟାନେଜର ଏଚ୍‌ ଆର ସତ୍ୟନାରାୟଣ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ । ବାର୍ତ୍ତା ସଂପାଦକ ପପୁ ମହାନ୍ତି ସଭା ପରିଚାଳନା କରିଥିଲେ । ସାମ୍ବାଦିକ ବେଣୁଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

June 29, 2026
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

June 29, 2026
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version