ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପରମ ପୁଣ୍ୟ ଗ୍ରନ୍ଥ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ ତୁରିନ୍ତିରା ସ୍ଥିତ ହରିହର ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ବଳରାମ ଜୀଉ ଟ୍ରଷ୍ଟ ଓ ଓଡିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଗବେଷକ ହଂସନାଥ ସାହୁ, ଅବସର ପ୍ରାପ୍ତ ଅଧ୍ୟାପକ ଭବାନୀ ଶଙ୍କର ଦାଶ, ଅଧ୍ୟାପକ ମୁରଲୀଧର ସାହୁ,















