odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ଭୁବନେଶ୍ୱର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) କଟକ ସିଡିଏ ,୧୯ ମଇ,ମଙ୍ଗଳବାର :- ଅଭିଯୋଗ ଆସିଛି କଟକ ସିଡିଏ ସେର – ୭ ଅଞ୍ଚଳରୁ । ଘର କାମ ନକରିବାରୁ ଏବଂ ଦୁଷ୍ଟାମୀ କରୁଥିବାରୁ ଛୁରୀକୁ ତତାଇ ଶିଶୁଟିକୁ ଚେଙ୍କ ଦେଇଥିବା ସଂଗୀନ ଅଭିଯୋଗ ବି ଆସିଛି । ଚେଙ୍କ ପ୍ରଭାବରେ ଶିଶୁଟିର ମୁହଁ, ନାକ ଏବଂ ଓଠ କଳା ପଡ଼ିଯାଇଛି ।
୨ ବର୍ଷ ତଳେ ପ୍ରଥମ ପତ୍ନୀ କୁଆଡ଼େ ଚାଲିଯିବା ପରେ ସଂପୃକ୍ତ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଶିଶୁଟିର ବାପା ତାରକ ସାହୁ ଫଳ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆଜି କଟକ ସିଡବ୍ଲୁସି ପିଲାଟିକୁ ଉଦ୍ଧାର କରି ଚିକିତ୍ସା କରାଇବା ସହ ମର୍କତ ନଗର ଥାନାରେ ଏକ ଅଭିଯୋଗ ହୋଇଛି ।