ଏହାପରେ ମୁଖ୍ୟ ପୂଜାରୀ ଶ୍ରୀ ବିଜୟ ପଣ୍ଡା, ବେଦ ଓ ମନ୍ତ୍ରଚାର ପାଠ କରିବା ସହ ତିନି ଠାକୁରଙ୍କୁ ସ୍ନାନ କରାଇଥିଲେ ଓ ଏହା ପରେ ତିନି ଠାକୁରଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଇଥିଲା । ସିରିପେଟା ଦୟଣା କ୍ଷେତ୍ରର ସମସ୍ତ ପୂଜକ, ଗଜପତି ସାହେବ ବାରୀକ, ମନୋଜ କୁମାର ମିଶ୍ର,
ବିଦେଶୀ ପ୍ରହରାଜ,ସ୍ଥାନୀୟ ସହଦେବ ଶିଷା, ଭଗବାନ ସାହୁ, ଜଗବନ୍ଧୁ ବାରୀକ,ସମନ୍ଧ ମାଢୀ, ସନାତନ ମାଢୀ, ଗୋପୀ ଭୂମୀଆ ଓ ହରି ମାଢୀ ପ୍ରମୁଖ ଉପସ୍ଥିତ ରହି ଦେବସ୍ନାନ ପୁର୍ଣ୍ଣୀମା କୁ ଦିବ୍ୟ ଓ ଭବ୍ୟତା ସହିତ ପାଳନ କରିଛନ୍ତି ।
© 2023 Odisha Taza News.