No Result
View All Result
ସଡ଼କ ସୁରକ୍ଷା ଜୀବନ ରକ୍ଷା
ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର/ବୈପାରୀଗୁଡା :- ସଡ଼କ ସୁରକ୍ଷା ଜୀବନ ରକ୍ଷା, ସଡକ ରେ ଜୀବନ କୁ ରକ୍ଷା କରିବା ଦିଗରେ ହେଲମେଟ ଭୂମିକା ମୁଖ୍ୟ ତେଣୁ ହେଲମେଟ ପିନ୍ଧି ଜୀବନ କୁ ରକ୍ଷା କରନ୍ତୁ ଏହି ସଚେତନତା ବାର୍ତା ଲୋକ ଙ୍କୁ ନିକଟ ରେ ପଂହଁଚାଇବା ପାଈଁ ଆଜି ବୈପାରୀଗୁଡା ଥାନା ଅଧିକାରୀ ବିରଞ୍ଚି ନାରାୟଣ ଜଗତ କିଛି ଦିନ ତଳେ ବିଭିନ୍ନ ସଂଗଠନର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ କରିବା ଯୋଜନା ସଫଳ କରିବା ପାଇଁ ଏକ ପଦକ୍ଷେପ ହାତକୁ ନେଇଛନ୍ତି l ଗରୀବର ସାଥି ଓ ବୈପାରୀଗୁଡା ପୋଲିସ ର ମିଳିତ ସହଯୋଗ ରେ ବୈପାରୀଗୁଡା ଥାନା ଅନ୍ତର୍ଗତ କୋଟା ଛକ ଠାରେ ହେଲମେଟ ପିନ୍ଧି ଗାଡି ଚଳାଉଥିବା ଚାଳକ ଙ୍କୁ ଝିଲାପି ଖୁଇବା ସହ ଯିଏ ହେଲମେଟ ପିନ୍ଧି ନଥିଲେ ତାଙ୍କୁ ହେଲେମଟ ପିନ୍ଧିବା ପାଈଁ ପରାମର୍ଶ ଦେଇଥିଲେ l
ଆଗକୁ ଏମିତି ସଚେତନତା କାର୍ଯ୍ୟକ୍ରମ କରିବା ସହ ଯାନବାହାନ ଯାଞ୍ଚ କୁ ଜୋରଦାର କରାଯିବ ବୋଲି ଥାନା ଅଧିକାରୀ ଡିଏସପି ଶ୍ରୀ ବିରଂଚି ନାରାୟଣ ଜଗତ ସୂଚନା ଦେଇଛନ୍ତି l କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବୈପାରୀଗୁଡା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ବିଜେଡି ବ୍ଲକ ଆବାହକ ହେମନନ୍ତ ମହାପତ୍ର ଙ୍କ ସହିତ ଗରୀବର ସାଥି ର କେଦାର ଗୌରି ଦାସ ଓ ଅନ୍ଯ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ l ଛୋଟଛକ ଠାରୁ ଏକ ବାଇକ ରାଲି ବାହାରି ପ୍ରାୟ ୧୦ କିମି ବୈପାରିଗୁଡା ସହର ପର୍ଯ୍ଯନ୍ତ ଏକ ଶେଭାଯାତ୍ରାରେ ବାହାରି ଚାଳକ ଓ ଜନସାଧାରଣଙ୍କୁ ସଚେତନତା କରିିଥିବାର ଜଣାପଡିଛି

No Result
View All Result