• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଥଶାଳ ଅନୁକୂଳ ପରେ : ରଥ ଚକ ତିଆରୁଛନ୍ତ୍ର ନିର୍ମାଣକାରୀ – କମାର ସେବକମାନେ କଣ୍ଟା ତିଆରି ଆରମ୍ଭ କରିଛନ୍ତି

Proprietor Abhimanyu Maharana by Proprietor Abhimanyu Maharana
May 5, 2022
in ଓଡ଼ିଶା, ପୁରୀ, ହୋମ୍
0
ରଥଶାଳ ଅନୁକୂଳ ପରେ : ରଥ ଚକ ତିଆରୁଛନ୍ତ୍ର ନିର୍ମାଣକାରୀ – କମାର ସେବକମାନେ କଣ୍ଟା ତିଆରି ଆରମ୍ଭ କରିଛନ୍ତି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୦୪ ମଇ ବୁଧବାର/ ପୁରୀ :- ରଥ ଚକ ତିଆରୁଛନ୍ତ୍ର ନିର୍ମାଣକାରୀ । ସମ୍ମୁଖ ରଥଖଳାରେ ଆରମ୍ଭ ହୋଇଛି ରଥ ନିର୍ମାଣ । ଚକର ମଝି ଅଂଶ ତୁମ୍ବ । ବୁଧବାର ରଥ ତ୍ରୟର ନାହାକା ତୁମ୍ବ କାମ ଆରମ୍ଭ ହୋଇଛି । ଫାସୀ କାଠକୁ ସାଇକ କରି କାଟି କରତୀ ସେବକ ଯୋଗାଇଥିଲେ ବିଶ୍ୱକର୍ମାଙ୍କୁ ଓ ମାପ ଅନୁସାରେ ବିଶ୍ୱକର୍ମା ବାରିସିରେ କାଟି ତୁମ୍ବ ତିଆରୁଛନ୍ତି । ଶାଢ଼ୀବନ୍ଧା ନିର୍ମାଣକାରୀମାନେ ହିଁ ରଥ ନିର୍ମାଣରେ ଯୋଗ ଦେଇଛନ୍ତି ।

ଏପଟେ ଦୋଳବେଦିରେ ଶାଳ ଅନୁକୂଳ କରି କମାର ସେବକମାନେ କଣ୍ଟା ତିଆରି ଆରମ୍ଭ କରିଛନ୍ତି । ନାହାକା ତୁମ୍ବ ଉପରେ ରଥର ସମସ୍ତ ଭାର । ନନ୍ଦିଘୋଷ ଓ ତାଳଧ୍ଵଜ ରଥ ତୁମ୍ବ ଲମ୍ବ ୨ଫୁଟ ୮ଇଞ୍ଚ ରହୁଥିବା ସ୍ଥଳେ ଦେବୀ ରଥ ତୁମ୍ବ ଲମ୍ବ ୩ଟ ପ୍ରଥମେ କୁଆଉଁରେ ରାଉଣ୍ଡ କରି ଦାଗ ଦିଆଗଲା । କାଠ ଗଣ୍ଡିର ବଳକା ଅଂଶକୁ ବାରିସିରେ କାଟୁଛନ୍ତି ବିଶ୍ବକର୍ମା ।

ନାହାକା ଚକଠାରୁ କ୍ରମାନ୍ଵୟରେ ଚକ ଆକାର କମିବ । ତାଳଧ୍ଵଳର ଦୁଇଟି ନାହାକା ଚକ ରହିଥିବା କହିଛନ୍ତି ତାଳଧ୍ଵଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର । କରତି ସେବକମାନେ ତିନି ରଥ ପାଇଁ ତିନୋଟି ଲେଖା ତୁମ୍ବ କାଠ କାଟି ବିଶ୍ଵକର୍ମାଙ୍କୁ ଯୋଗାଇଛନ୍ତି । ତୁମ୍ବରେ ବିନ୍ଧ ହୋଇ ଅର ଭୁଞ୍ଚିଲା ପରେ ସେଥିରେ ପହି ଲାଗି ହୋଇ ଚକ ପ୍ରସ୍ତୁତ ହେବ ।

ଏପଟେ କମାର ସେବକମାନେ ଦୋଳବେଦିରେ ୩ ରଥ ପାଇଁ ଅଲଗା ଶାଳ ତିଆରି କଣ୍ଟା ଅନୁକୂଳ କରିଛନ୍ତି । ପ୍ରଥମେ ମହାପ୍ରସାଦ, ଶ୍ରୀଫଳ ଅଦି ଦେଇ ଅଗ୍ନିପୂଜା କରାଯାଇଥିଲା । ଅର କଷ୍ଟ ତିଆରି ଆରମ୍ଭ ହୋଇଛି । ଚକ ତିଅରିରେ ଏହି କଣ୍ଟା ଲାଗିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ITC Aashirvaad Salt delivers Iodine nutrition to 6 Lac Children Meals

August 16, 2026
ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ରେ ୭ ମାସରେ ୧୦୩୩ ପଞ୍ଜିକୃତ ହେଲେ ୪ ସ୍ବାଭାବିକ ପ୍ରସବ,ଅନ୍ୟ ପ୍ରସୂତି ମହିଳାଙ୍କୁ ଘରୋଇ ଡାକ୍ତରଖାନା ନେବା ପଛରେ ହାତ କାହାର ???

ପ୍ରିୟ ରାଜସୁନାଖଳା ଯୁବ କମିଟି ପକ୍ଷରୁ ରକ୍ତ ଦାନ ଶିବିର

ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ସମ୍ପୂର୍ଣ୍ଣ ଘର, ୧୦ ଟି ଅର୍ଦ୍ଧ ଦଗ୍ଧ ଗାଈ, ଓ ଦୁଇ ଜଣ ମଣିଷ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ITC Aashirvaad Salt delivers Iodine nutrition to 6 Lac Children Meals

ITC Aashirvaad Salt delivers Iodine nutrition to 6 Lac Children Meals

August 16, 2026
ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ରେ ୭ ମାସରେ ୧୦୩୩ ପଞ୍ଜିକୃତ ହେଲେ ୪ ସ୍ବାଭାବିକ ପ୍ରସବ,ଅନ୍ୟ ପ୍ରସୂତି ମହିଳାଙ୍କୁ ଘରୋଇ ଡାକ୍ତରଖାନା ନେବା ପଛରେ ହାତ କାହାର ???

ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ରେ ୭ ମାସରେ ୧୦୩୩ ପଞ୍ଜିକୃତ ହେଲେ ୪ ସ୍ବାଭାବିକ ପ୍ରସବ,ଅନ୍ୟ ପ୍ରସୂତି ମହିଳାଙ୍କୁ ଘରୋଇ ଡାକ୍ତରଖାନା ନେବା ପଛରେ ହାତ କାହାର ???

August 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version