• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ରେ ୭ ମାସରେ ୧୦୩୩ ପଞ୍ଜିକୃତ ହେଲେ ୪ ସ୍ବାଭାବିକ ପ୍ରସବ,ଅନ୍ୟ ପ୍ରସୂତି ମହିଳାଙ୍କୁ ଘରୋଇ ଡାକ୍ତରଖାନା ନେବା ପଛରେ ହାତ କାହାର ???

Proprietor Abhimanyu Maharana by Proprietor Abhimanyu Maharana
August 16, 2026
in ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍
0
ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ରେ ୭ ମାସରେ ୧୦୩୩ ପଞ୍ଜିକୃତ ହେଲେ ୪ ସ୍ବାଭାବିକ ପ୍ରସବ,ଅନ୍ୟ ପ୍ରସୂତି ମହିଳାଙ୍କୁ ଘରୋଇ ଡାକ୍ତରଖାନା ନେବା ପଛରେ ହାତ କାହାର ???
Share on FacebookShare on TwitterWhatsapp

ଟାଙ୍ଗୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ସ୍ବାସ୍ଥ୍ୟ ସେବା ନେଇ ସରକାର ଚିନ୍ତିତ ଥିବା ଅନୁମାନ କରାଯାଉଥିବା ବେଳେ ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରର ମୂଖ୍ୟ ନିରାପଦ ମାତୃତ୍ବ ପ୍ରତି ଯତ୍ନବାନ ହେବା ପରିବର୍ତ୍ତେ ଆଳ ଦେଖାଇ ନିଜ କର୍ତ୍ତବ୍ୟ ରେ ଅବହେଳା କରୁଥିବା ଦେଖାଦେଉଛି । ଏଥିମଧ୍ୟରେ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ କହିଲେ ଅତିରଂଜିତ ହେବ ନାହିଁ । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀ ମା,ପ୍ରସୂତି ମା,ଆସନ୍ନ ପ୍ରସବା ମା ମାନଙ୍କ ପ୍ରତି ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ନିରବରେ ସହିଯିବା କୁ ପରିସ୍ଥିତି ବାଧ୍ୟ କରୁଥିବା ପରିସଂଖ୍ୟାନ ଅନୁସନ୍ଧାନ ରୁ ସ୍ପଷ୍ଟ ଚିତ୍ର ରୁ ଜଣାପଡେ ।

ଚଳିତବର୍ଷ ଜାନୁୟାରୀ ପହିଲା ଠାରୁ ଜୁଲାଇ ୩୧ ତାରିଖ ସୁଦ୍ଧା ସମୁଦାୟ ୧୦୩୩ ଗର୍ଭବତୀ ମହିଳାଙ୍କ ପଞ୍ଜିକରଣ କରାଯାଇଥିବା ବେଳେ ମାତ୍ର ୪ ଜଣ ମହିଳା ଙ୍କ ସ୍ବାଭାବିକ ପ୍ରସବ ହୋଇଥିବା ସ୍ଥଳେ ଅସ୍ତ୍ରୋପଚାର ଶୂନ। ତେବେ ସରକାରୀ ବ୍ୟବସ୍ଥା ଉପଲବଧ ଥିବା ବେଳେ ୧୦୨୯ ଗର୍ଭବତୀ ପ୍ରସୂତି ମହିଳାଙ୍କ ପ୍ରସବ କେଉଁଠି କିପରି କାହା ସହାୟତା ଓ ଏହା ପ୍ରଛଦପଟରେ କାହାର ଲ ମ୍ବା ହାତ କାମ କରୁଛି ତାହା ନିଶ୍ଚିତ ତଦନ୍ତ ସାପେକ୍ଷ ବୁଦ୍ଧିଜୀବୀ ମହଲ ରେ ଆଲୋଚନା ର ଖୋରାକ ଯୋଗାଇ ଦେଇଛି ।

ଓଡିଶା ର ପ୍ରଥମ ସ୍ବାସ୍ଥ୍ୟମନ୍ତ୍ରୀ ରାଣୀ ବସନ୍ତ ମଞ୍ଜରୀ ଦେବୀ ଯକ୍ଷ୍ମା ଭଳି ଏକ ଦୂରାରୋଗ୍ୟ ର ଆଶୁ ତଥା ସ୍ବାଭାବିକ ଚିକିତ୍ସା ପାଇଁ ଯୋଗାଇ ଦେଇଥିବା ୧୧୭ ଏକର ଜାଗା ରେ ଚାନ୍ଦପୁର ଠାରେ ବସନ୍ତମଞ୍ଜରୀ ସ୍ବାସ୍ଥ୍ୟନିବାସ ଦୀର୍ଘ ଦଶନ୍ଧି ପୂର୍ବେ ଲୋକାର୍ପିତ ହୋଇଥିଲା ଯାହା ଏସିଆ ମହାଦେଶର ଦ୍ବିତୀୟ ବୃହତମ ଯକ୍ଷ୍ମା ସ୍ବାସ୍ଥ୍ୟକେନ୍ଦ୍ର ଭାବେ ପରିଚିତ ଥିଲା । ଯକ୍ଷ୍ମା ରୋଗର ନିରାକରଣ ନିମନ୍ତେ ସରକାର ଘରେ ଘରେ ଚିକିତ୍ସା କରାଇବା ଫଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ରୋଗୀ ଙ୍କ ଅନାଗ୍ରହ ଯୋଗୁ ଏହାର ରୂପାନ୍ତରିକରଣ କରିବା ମହତ ଉଦେଶ୍ୟରେ ୨୦୧୪ ମସିହାରେ ଜେନେରାଲ ହସପିଟାଲ କୁ ପରିବର୍ତନ କଲେ ।

ଫଳରେ ପ୍ରତିଦିନ ପାଞ୍ଚ ଶହ ରୁ ଅଧିକ ସ୍ବାଭାବିକ ରୋଗୀ ଆସୁଥିବା ବେଳେ ଗତ ଜାନୁୟାରୀ ପହିଲା ଠାରୁ ଜୁଲାଇ ମାସ ଶେଷ ସୁଧା ୧୦୩୩ କେବଳ ପ୍ରସୂତି ମହିଳା ଏହି ଡାକ୍ତରଖାନା ରେ ପଂଜିକୃତ ହୋଇଥିଲେ । ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ମହିଳା ଙ୍କ ଉଦ୍ୟେଶରେ ଦୁଇଜଣ ପ୍ରସୂତି,ଦୁଇଜଣ ଅସ୍ତ୍ରୋପଚାର ଜଣେ ନିଶ୍ଚେତକ ଡାକ୍ତର ଥିଲେ ମଧ୍ୟ ସାତ ମାସ ମଧ୍ୟରେ ମାତ୍ର ୪ ଜଣ ସ୍ବାଭାବିକ ପ୍ରସବ କରାଯାଇଥିବା ବେଳେ ଜଣେ ବି ମହିଳା ଅସ୍ତ୍ରୋପଚାର ର ସାମ୍ନା କରିବାକୁ ପଡିନାହିଁ ।

ଏପରିକି ପ୍ରତିମାସର ୯ ତାରିଖ ରେ ପ୍ରଧାନମନ୍ତ୍ରୀ ମାତୃତ୍ୟ ଅଭିଯାନ କାର୍ଯ୍ୟକ୍ରମ ଦିବସରେ ସମୁଦାୟ ୩୩୬ ମହିଳା ପଞ୍ଜିକୃତ ହୋଇଥିଲେ ମଧ୍ୟ ସେମାନଙ୍କୁ କେବଳ ବୁଝାଇ ସୁଝାଇ ଛାଡି ଦିଆଯାଇଥିବା ସନ୍ଦେହ କରାଯାଉଛି । ଏହି ସ୍ବାସ୍ଥ୍ୟକେନ୍ଦ୍ରରୁ ସେବା ପାଇବା ପାଇଁ ରଣପୁର ବ୍ଲକ ତଥା ଟାଙ୍ଗୀ ବ୍ଲକ ର ଉପାନ୍ତ ପଟିଆ, ଅର୍ଜୁନପୁର, ରଣ୍ଡା, ଗିରିଣ୍ଡା, ରାମଚନ୍ଦ୍ରପୁର,ଝରିଆ,ଚାନ୍ଦପୁର,କନ୍ଧନୟାଗଡ,ଚମ୍ପାଗଡ ,କେରଣ୍ଡାଟାଙ୍ଗୀ, ସୁନ୍ଦରପୁର, ଉଜଳାଗୋପୀନାଥପୁର, କନ୍ତଳବାଇ, ଭୁଷଣ୍ଡପୁର ଇତ୍ୟାଦି ଅଞ୍ଚଳର ନିର୍ଭର କରୁଥିବା ବେଳେ ଏ ଅଞ୍ଚଝଳରୁ ଆସୁଥିବା ପ୍ରସୂତି ମହିଳା ମାନଙ୍କୁ ଆଶାକର୍ମୀ ମାନଙ୍କ ଦ୍ବାରା ଘରୋଇ ନର୍ସିଂହୋମ ରୁ କିଛି ହାତଗୁଞ୍ଜା ହାତେଇ ଏହାକୁ ବ୍ୟବସାୟ ରେ ପରିଣତ କରାଯାଇନି ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସରକାରୀ ଡାକ୍ତରଖାନା ରେ ଅତ୍ୟାଧୁନିକ ଅସ୍ତ୍ରୋପଚାର ରେ ଅବ୍ୟବସ୍ଥା, ଅପରେସନ ଥିଏଟର ରେ ଅବ୍ୟବସ୍ଥା, ଆକସ୍ମିକ ବ୍ଳଡ ମିଳିବାରେ ପ୍ରତିବନ୍ଧକ ଭଳି ବିଭିନ୍ନ ଅସୁବିଧା ହେତୁ ଆଶାକର୍ମୀ ଏହି ସବୁ ବ୍ୟତିକ୍ରମ ର ହାତଛଡା ନକରି ଘରୋଇ ନର୍ସିଂହୋମ କୁ ଆପଣାଇନେଇଥିବା ସନ୍ଦେହମୁକ୍ତ ନୂହେଁ ବୋଲି ମଧ୍ୟ କିଛି ବୁଦ୍ଧିଜୀବୀ ମତବ୍ୟକ୍ତ କରନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ବିଭାାଗ ଦାୟିତ୍ୱ ରେ ଡାକ୍ତରମାନଙ୍କ ବ୍ୟବହାର ସନ୍ତୋଷଜନକ ନଥିବା କାରଣ ରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରୁ ପ୍ରସୂତି ମହିଳା ମୁହଁ ଫେରାଇ ନେଉଥିବା ଭିନ୍ନ ଏକ କାରଣ ନୂହେଁ ତ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିରିଡି ବ୍ଲକ ରେ 80 ତମ ସ୍ୱାଧୀନତା ଦିବସ ପାଳିତ

ବିରିଡି ବ୍ଲକ ରେ 80 ତମ ସ୍ୱାଧୀନତା ଦିବସ ପାଳିତ

August 16, 2026
ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

August 16, 2026
ITC Aashirvaad Salt delivers Iodine nutrition to 6 Lac Children Meals

ITC Aashirvaad Salt delivers Iodine nutrition to 6 Lac Children Meals

August 16, 2026
ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ରେ ୭ ମାସରେ ୧୦୩୩ ପଞ୍ଜିକୃତ ହେଲେ ୪ ସ୍ବାଭାବିକ ପ୍ରସବ,ଅନ୍ୟ ପ୍ରସୂତି ମହିଳାଙ୍କୁ ଘରୋଇ ଡାକ୍ତରଖାନା ନେବା ପଛରେ ହାତ କାହାର ???

ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ରେ ୭ ମାସରେ ୧୦୩୩ ପଞ୍ଜିକୃତ ହେଲେ ୪ ସ୍ବାଭାବିକ ପ୍ରସବ,ଅନ୍ୟ ପ୍ରସୂତି ମହିଳାଙ୍କୁ ଘରୋଇ ଡାକ୍ତରଖାନା ନେବା ପଛରେ ହାତ କାହାର ???

August 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିରିଡି ବ୍ଲକ ରେ 80 ତମ ସ୍ୱାଧୀନତା ଦିବସ ପାଳିତ

ବିରିଡି ବ୍ଲକ ରେ 80 ତମ ସ୍ୱାଧୀନତା ଦିବସ ପାଳିତ

August 16, 2026
ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

August 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version