• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୧୨ ମଇ, ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ରାଶିଫଳ

Proprietor Abhimanyu Maharana by Proprietor Abhimanyu Maharana
May 12, 2020
in Uncategorized, ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ରାଶିଫଳ, ହୋମ୍
0
୧୨ ମଇ, ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ରାଶିଫଳ
Share on FacebookShare on TwitterWhatsapp

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ

ଭୁବନେଶ୍ୱର,(ଓଡିଶା ତାଜା ନ୍ୟୁଜ୍‌ ) ୧୨ ମଇ, ମଙ୍ଗଳବାର, ଜାଣନ୍ତୁ ଆପଣଙ୍କର ରାଶିଫଳ

ମେଷ : ଆଜିର ଦିନ ମିଶ୍ର ଫଳ ମିଳିବ। ଆଜି ଆପଣଙ୍କୁ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଏବଂ ରାଗଦ୍ଵେଷରୁ ଦୂରରେ ରହିବାକୁ ପଡ଼ିବ। ନିଜର ଲୁକ୍କାୟିତ ଶତ୍ରୁମାନଙ୍କଠାରୁ ସମ୍ଭାଳିକରି ରହିବେ। ରହସ୍ୟମୟୀ କଥାଗୁଡ଼ିକରେ ଆଜି ଆପଣଙ୍କ ରୁଚି ରହିବ ତଥା ଗୂଢ ବିଦ୍ୟା ପ୍ରତି ଆକର୍ଷଣ ଅଧିକ ରହିବ। ସମ୍ଭବତଃ ଆଜି ଯାତ୍ରା ଟାଳି ଦିଅନ୍ତୁ। ଯାତ୍ରାରେ ଅଣୋପେକ୍ଷିତ ବାଧା ଆସିପାରେ। ଆଜି କୌଣସି ମଧ୍ୟ ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ଯୋଗ ଅଛି।

ବୃଷ : ଆଜିର ଦିନ ଶୁଭଫଳଦାୟୀ ଅଟେ। ଆଜି ଆପଣ ଶାରୀରିକ ରୂପରେ ସୁସ୍ଥ ରହିବେ। ମାନସିକ ପ୍ରସନ୍ନତା ଅନୁଭବ ହେବ। ପରିବାରଜନ ତଥା ନିକଟ ଲୋକମାନଙ୍କ ସହିତ ଅଧିକ ସମୟ ବିତାଇବେ। ସାମାଜିକ ଜୀବନରେ ଆପଣ ସଫଳତା ଏବଂ ଯଶ ପ୍ରାପ୍ତ କରି ପାରିବେ। ବିଦେଶରେ କିମ୍ବା ଦୂରରୁ ଭଲ ସମାଚାର ମିଳିବାର ଯୋଗ ଅଛି। ଦାମ୍ପତ୍ୟଜୀବନରେ ମଧୁରତା ଆସିବ। ବୈବାହିକ ସୁଖ ମିଳିବ। ଆକସ୍ମିକ ଧନ ଲାଭ ହେବ।

ମିଥୁନ : ଆଜି ଆପଣଙ୍କର ଦିନ ବହୁତ ଭଲରେ ବିତିବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସୁଖମୟ ପ୍ରସଂଗ ବନିବ। ଖର୍ଚ୍ଚ ହେବ, କିନ୍ତୁ ତାହା ନିରର୍ଥକ ହେବ ନାହିଁ। ଆର୍ଥିକ ଲାଭର ସମ୍ଭାବନା ଅଛି। ସ୍ଵାସ୍ଥ୍ୟ ଭଲ ରହିବ। କାର୍ଯ୍ୟରେ ଯଶ ପ୍ରାପ୍ତି ହେବ। ମହିଳା ମିତ୍ରମାନଙ୍କ ସହିତ ଭେଟ ହେବ। ରୋକିଥିବା କାମ ସଂପନ୍ନ ହେବ। କ୍ରୋଧର ମାତ୍ରା ଅଧିକ ରହିବ। ବ୍ୟର୍ଥ ଉଗ୍ରତା ଟାଳିବାକୁ ପ୍ରୟାସ କରନ୍ତୁ, ନଚେତ କାର୍ଯ୍ୟ ବିଗିଡ଼ି ପାରେ। ସହକର୍ମିମାନଙ୍କ ସହଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।

କର୍କଟ : ଆଜିର ଦିନ ଆପଣଙ୍କପାଇଁ ଟିକେ ସାବଧାନ ରହିବାକୁ ପଡ଼ିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ବିଗଡି ପାରେ। କୌଣସି ମଧ୍ୟ ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜିର ଦିନ ଉଚିତ ନୁହେଁ। ମାନସିକ ଅଶାନ୍ତି ଏବଂ ଉଦ୍ଵେଗ ଆପଣଙ୍କ ମନରେ ଛାଇ ରହିବ। ଖିନ୍ନତା ରହିବ। ପେଟର ଯନ୍ତ୍ରଣା, ବିଶେଷକରି ମନ୍ଦାଗ୍ନି, ଅଜୀର୍ଣ୍ଣ ପରି ଯନ୍ତ୍ରଣାଗୁଡ଼ିକରେ ଆପଣ ଚିନ୍ତିତ ରହିବେ। ଆକସ୍ମିକ ଧନଖର୍ଚ୍ଚ ହେବ। ପ୍ରିୟପାତ୍ର ଆପଣଙ୍କର ହୃଦୟକୁ ଦୁଃଖ ପହଁଚାଇବା ପାରନ୍ତି କିମ୍ବା କଥା ନହୋଇ ପାରନ୍ତି। ଅଧିକ କାମୁକତା ଆପଣଙ୍କ ମାନଭଙ୍ଗର କାରଣ ନବନୁ ଏହାର ବିଶେଷ ଧ୍ୟାନ ରଖିବେ। ସମ୍ଭବତଃ ଯାତ୍ରା ଟାଳିବାକୁ ଚେଷ୍ଟା କରନ୍ତୁ।

ସିଂହ : ଆପଣଙ୍କର ଦିନ ଶୁଭ ଫଳଦାୟୀ ନୁହେଁ। ଘରେ ବାଦ-ବିବାଦର ବାତାବରଣ ରହିବ। ପରିବାରଜନମାନଙ୍କ ସହିତ ଏପରି ଘଟଣା ହୋଇପାରେ ଯାହା ଆପଣଙ୍କ ହୃଦୟକୁ ଅସୁବିଧା ହେବ। ଆପଣ ଶାରୀରିକ ଏବଂ ମାନସିକ ରୁପରେ ସୁସ୍ଥ ରହିବେ। ମନ କିଛି ଅଧିକ ବ୍ୟଗ୍ର ରହିବ। ନକାରାତ୍ମକ ବିଚାର ଆପଣଙ୍କୁ ଚିନ୍ତିତ କରିବ। ମାତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବ। ସୁସ୍ଥ ମନରେ ନିଦ୍ରା ଆସିବ ନାହିଁ। ଆପଣ କିଛି ଅଧିକ ସମ୍ବେଦନଶୀଳତା ଅନୁଭବ କରିବେ। ପାଣି ତଥା ମହିଳାମାନଙ୍କ ଠାରୁ ସମ୍ଭାଳିକରି ଚାଲିବେ। ସମୟାନୁସାରେ ଭୋଜନର ବ୍ୟବସ୍ଥା ହୋଇପାରିବ ନାହିଁ। ଚାକିରି କରୁଥିବା ଲୋକଙ୍କୁ ଚାକିରିରେ ଚିନ୍ତା ରହିବ। ଜମି, ସମ୍ପତ୍ତିର କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ।

କନ୍ୟା : ଆଜି ଆପଣଙ୍କୁ କୌଣସି ମଧ୍ୟ କାର୍ଯ୍ୟରେ ବିନା ବୁଝି ବିଚାରି ଭାଗ ନେବାକୁ ମନା କରାଯାଉଛି। ସାଥିମାନଙ୍କ ସହିତ ଭଲ ଭାବରେ ସମୟ କଟିବ। ଭାବନାତ୍ମକ ସମ୍ବନ୍ଧରେ ଆପଣ ନରମ ହେବେ। ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ଭେଟ ହେବ। ଭାଇ-ଭଉଣୀମାନଙ୍କଠାରୁ ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହ ଆପଣ ସାମନା କରି ପାରିବେ। ଗୂଢ ତଥା ରହସ୍ୟମୟ ଆଧ୍ୟାତ୍ମିକ କଥାଗୁଡ଼ିକରେ ସିଦ୍ଧି ମିଳିବ।

ତୁଳା : ଆଜି ଆପଣଙ୍କ ମନ ଦ୍ୱନ୍ଦ୍ୱରେ ରହିବ। ନିର୍ଣ୍ଣୟ ନ ନେଇପାରିବାରୁ ପରିଣାମ ସ୍ଵରୂପ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିବା ଆପଣଙ୍କପାଇଁ ହିତକର ନୁହେଁ। ଆଜି ଆପଣ ସମ୍ବନ୍ଧରେ ଔପଚାରିକତା ରଖିବେ, ନ ହେଲେ ମନମାଳିନ୍ୟ ହେବାର ସମ୍ଭାବନା ଅଛି। ବ୍ୟବହାରରେ ସମ୍ଭବତଃ ଜିଦ୍ଦୀ ଭାବ ଛାଡ଼ି ଦେବେ। ଯାତ୍ରା ନ କରିବା ହିତକର। ଆର୍ଥିକ ଲାଭ ହେବ। ପରିବାରଜନମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁନାହିଁ। କୌଣସି ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟରେ ଆଜି ନିର୍ଣ୍ଣୟ ନିଅନ୍ତୁ ନାହିଁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବେ।

ବିଚ୍ଛା : ଆଜିର ଦିନ ସାଧାରଣତଃ ବିତିବ। ହୃଦୟ ଏବଂ ମନରେ ପ୍ରସନ୍ନତା ରହିବ ତଥା ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। ପରିବାରଜନମାନଙ୍କ ସହିତ ଆନନ୍ଦ-ଉଲ୍ଲାସରେ ସମୟ କଟିବ। ମିତ୍ର ତଥା ସ୍ନେହୀଜନମାନଙ୍କଠାରୁ ଉପହାର ମିଳିବାରେ ମନ ଅତି ପ୍ରସନ୍ନ ହେବ। ପ୍ରିୟଜନମାନଙ୍କ ସହିତ ହୋଇଥିବା ଭେଟ ସଫଳ ରହିବ। ଶୁଭ ସମାଚାର ପ୍ରାପ୍ତି ହେବ। ଆନନ୍ଦଦାୟକ ଯାତ୍ରାର ସମ୍ଭାବନା ଅଛି। ଉତ୍ତମ ବୈବାହିକ ସୁଖ ଅନୁଭୂତି ହେବ।

ଧନୁ : ଆଜିର ଦିନ କିଛି କଷ୍ଟଦାୟକ ହେବ। ଟିକେ ସମ୍ଭାଳିକରି ଚାଲିବାକୁ ପଡ଼ିବ। ପରିବାରଜନମାନଙ୍କ ସହିତ ମନମାଳିନ୍ୟର ପ୍ରସଙ୍ଗ ଉପସ୍ଥିତ ହେବ। ସ୍ଵଭାବରେ ଉଗ୍ରତା ତଥା ଆବେଶ ହେବାର କାରଣରୁ କୌଣସି ବିବାଦ ନ ହେଉ ଏହାର ବିଶେଷରୂପରେ ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ବାଣୀ ଏବଂ ଆଚରଣରେ ନିୟନ୍ତ୍ରଣ ରଖିବେ। ଦୁର୍ଘଟଣା ପ୍ରତି ଧ୍ୟାନ ରଖିବେ। ଧନର କିଛି ଅଧିକ ବ୍ୟୟ ହେବ। କୋର୍ଟ-କଚେରୀ କାର୍ଯ୍ୟରେ ସାବଧାନ ପୂର୍ବକ ପଦକ୍ଷେପ ଉଠାଇବେ। ବ୍ୟର୍ଥ କାର୍ଯ୍ୟଗୁଡ଼ିକରେ ଶାନ୍ତି ନଷ୍ଟ ହୋଇପାରେ।

ମକର : ସାମାଜିକ କାର୍ଯ୍ୟଗୁଡ଼ିକରେ ଆପଣଙ୍କୁ ଲାଭ ହେବ। କାରଣ ବିବିଧ କ୍ଷେତ୍ରରୁ ଲାଭ ହେବାର ଆଜିର ଯୋଗ ଅଛି। ମିତ୍ର ତଥା ବନ୍ଧୁମାନଙ୍କ ସହିତ ହୋଇଥିବା ଭେଟ ଆପଣଙ୍କପାଇଁ ଲାଭଦାୟୀ ସିଦ୍ଧ ହେବ। ବିବାହୋତ୍ସୁକମାନଙ୍କର ବିବାହର ପ୍ରଶ୍ନ ଉପରେ ଆଜି କମ ପ୍ରୟାସରେ ସଫଳତା ମିଳିପାରେ। ଶୁଭ ପ୍ରସଙ୍ଗର ଆୟୋଜନ ହେବ। ସ୍ତ୍ରୀ ଏବଂ ପୁତ୍ରର ସହଯୋଗ ପ୍ରାପ୍ତ ହେବ। କୌଣସି ମଧ୍ୟ ବସ୍ତୁକୁ କିଣିବା ପାଇଁ ଆଜିର ଦିନ ଶୁଭ ଅଟେ। ଶେୟାର-ସଟ୍ଟାରେ ଆର୍ଥିକ ଲାଭ ହେବ। ପତ୍ନୀଙ୍କର ସ୍ଵାସ୍ଥ୍ୟ ବିଷୟରେ କିଛି ଚିନ୍ତା ରହିବ।

କୁମ୍ଭ : ଆଜି ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥତି ଭଲ ରହିବ। ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ। ଯାହା କି ଆପଣଙ୍କପାଇଁ ଆନନ୍ଦଦାୟୀ ରହିବ। କାର୍ଯ୍ୟାଳୟରେ ସହକର୍ମଚାରୀ ମଧ୍ୟ ଆପଣଙ୍କୁ ସହଯୋଗ କରିବେ। ସାମାଜିକରୁପରେ ମାନ-ସମ୍ମାନ ପ୍ରାପ୍ତ ହେବ। ମିତ୍ରମାନଙ୍କ ଏବଂ ପରିବାରଜନମାନଙ୍କ ସହିତ ଆନନ୍ଦ ପୂର୍ବକ ଯାତ୍ରା କରି ପାରିବେ। ଆଜି ଦିନର କାର୍ଯ୍ୟ ସଂପନ୍ନ ହେବାରୁ ସରଳତା ଅନୁଭବ ହେବ ଏବଂ ସେହି କାର୍ଯ୍ୟରେ ଲାଭ ମଧ୍ୟ ହେବ।

ମୀନ : ଆଜି ଉଚ୍ଚ ଅଧିକାରୀମାନଙ୍କ ସହିତ ସମ୍ବନ୍ଧରେ ପାଟ ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ ଶିଥିଲତା ଏବଂ ମାନସିକ ଚିନ୍ତା ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦକୁ ସମ୍ଭବତଃ ଟାଳନ୍ତୁ। ବୈଚାରିକ ସ୍ତରରେ ନକାରାତ୍ମକତାକୁ ଦୂର କରି ମାନସିକ ରୁପରେ ସୁସ୍ଥ ହେବାକୁ ପ୍ରୟାସ କରନ୍ତୁ। ଯାତ୍ରା ସଫଳ ମଧ୍ୟ ହେବ। ବ୍ୟାପାରୀବର୍ଗଙ୍କୁ ବ୍ୟାପାରରେ ଅବରୋଧ ଆସିବାର ସମ୍ଭାବନା ଅଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version