• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଭୁବନେଶ୍ୱର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ ) ୧୦ ମଇ, ରବିବାର : ଜାଣନ୍ତୁ ଆପଣଙ୍କର ରାଶିଫଳ

Proprietor Abhimanyu Maharana by Proprietor Abhimanyu Maharana
May 10, 2020
in Uncategorized, ଓଡ଼ିଶା, ଦେଶ, ରାଶିଫଳ, ହୋମ୍
0
ଭୁବନେଶ୍ୱର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ ) ୧୦ ମଇ, ରବିବାର : ଜାଣନ୍ତୁ ଆପଣଙ୍କର ରାଶିଫଳ
Share on FacebookShare on TwitterWhatsapp

ଭୁବନେଶ୍ୱର,ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍‌ ) ୧୦ ମଇ,ରବିବାର odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ମେଷ – ଆଜି ଆପଣ ନିଜର ସୁବର୍ଣ୍ଣ ଭବିଷ୍ୟତର ରାସ୍ତାକୁ ଗଢ଼ିବାକୁ ଚେଷ୍ଟା କରିବେ। ଯାହାଫଳରେ ଆପଣ ଶୈକ୍ଷିକ ଏବଂ ଆର୍ଥିକ ସ୍ଥିତିକୁ ଠିକ କରିବାକୁ ସକ୍ଷମ ହେବେ। ଆଜିର ଦିନ ଆପଣଙ୍କ ଆମଦନୀ ଭଲ ହେବାର ସଂକେତ ମିଳୁଛି। ଏହା ଫଳରେ ଆପଣଙ୍କୁ ଖୁସି ମିଳିବ। ପ୍ରେମ ସମ୍ବନ୍ଧରେ ସାଥୀର ମନକୁ ଛୁଇଁଲାଭଳି କଥା ହୋଇପାରେ। କିନ୍ତୁ ପୁଞ୍ଜି ନିବେଶରେ ଅସୁବିଧା ଆସିପାରେ।

ବୃଷ – ଆଜି ଆପଣ ବ୍ୟାପାରିକ ଏବଂ କାର୍ମିକ ଜୀବନରେ ଉଚ୍ଚ ସ୍ତରୀୟ ସଫଳତାକୁ ଗଢ଼ିବାରେ ଲାଗି ରହିବେ। ଆପଣଙ୍କ କାମରେ ଭଲ ବୃଦ୍ଧି ହେବ। ସ୍ଵାସ୍ଥ୍ୟ ପାଇଁ ଆଜିର ଦିନ ଭଲ। କିନ୍ତୁ ନିଜର ସମ୍ବନ୍ଧରେ ନିଜନିଜ ମଧ୍ୟରେ ତାଳମେଳର କ୍ରମରେ ଅସୁବିଧା ଦେଖାଯାଉଛି। ଯାହା ଫଳରେ ଆପଣ ଅସୁବିଧାରେ ପଡ଼ିବେ। ପୁଞ୍ଜି ବିନିଯୋଗରେ ଆପଣଙ୍କର ବୃଦ୍ଧି ହେବା ହେତୁ ପରିଶ୍ରମ କରିବାକୁ ପଡ଼ିବ।

ମିଥୁନ – ଆଜି କିଛି ଏପରି ଲୋକମାନଙ୍କର ସହ ମିଶିକରି କାମକୁ ଲକ୍ଷ ସ୍ଥଳ ପର୍ଯ୍ୟନ୍ତ ପହଁଚାଇବା ପାଇଁ ଲାଗି ରହିବେ। ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ଅଧିକ ଭଲ ନୁହେଁ। ଯାହାଫଳରେ ଆପଣଙ୍କୁ ଅସୁବିଧା ହୋଇପାରେ। କୌଣସି ବୃଦ୍ଧ ବ୍ୟକ୍ତିଙ୍କର ସହଯୋଗ ପ୍ରାପ୍ତ ହେବ।

କର୍କଟ – ଆଜି ଆପଣ କୌଣସି ସମ୍ପତ୍ତି ବିକ୍ରୀର କାମକୁ ଅନ୍ତିମ ରୂପ ଦେବାକୁ ଲାଗିପାରନ୍ତି। ଏହି କାମରେ ଆପଣଙ୍କୁ ନିଜର ଘରର ଲୋକମାନଙ୍କର ମଧ୍ୟ ସାଥି ମିଳିବ। ଯାହାଫଳରେ ଆପଣ ଖୁସି ହେବେ। ଅବଶ୍ୟ ସମ୍ବନ୍ଧରେ ତାଙ୍କ ସହିତ କିଛିଟା ପରିବର୍ତ୍ତନ ଆସିପାରେ। ଯାହା ଫଳରେ ଆପଣ ଚିନ୍ତିତ ହେବେ। ଆଜି ଚାକିରି ବିଷୟରେ ଆପଣଙ୍କୁ ବାହାରକୁ ଯିବାକୁ ପଡ଼ିପାରେ।

ସିଂହ – ଆଜି ଆପଣ ନିଜର କାମର ଭଲ କରିବା ପାଇଁ ତଥା ବୃଦ୍ଧି କରିବା ଉପରେ ଧ୍ୟାନ ଦେବେ। ଯେପରିକି ଆସୁଥିବା ସମୟରେ ଆପଣଙ୍କୁ ଭଲ ଲାଭ ହେବ। ଆପଣ ଗୋଟିଏ ପରେ ଗୋଟିଏ କାମ ସମ୍ପୂର୍ଣ୍ଣ କରିବାକୁ ଲାଗିବେ। ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ଭଲ। ଘର ପରିବାରରେ ହସଖୁସିର ସମୟ ଆସିବ। କିନ୍ତୁ ଋଣ ପଇଠ କରିବାରେ ଆପଣ ଚିନ୍ତିତ ହେବେ।

କନ୍ୟା – ଆଜି ଆପଣ ନିଜର କଥାକୁ ପ୍ରମୁଖ ରୂପେ କହିବାକୁ ଲାଗିବେ। ଯାହାଫଳରେ ସବୁ ଲୋକ ତାକୁ ବୁଝିପାରିବେ। ସେ ପ୍ରବନ୍ଧନର କଥା ହେଉ କିମ୍ବା ରାଜନୈତିକ ବା ସାମାଜିକ ମଂଚର କଥା ହେଉ। ଏହା ଫଳରେ ଆପଣଙ୍କୁ ଭଲ ଲାଭ ହେବ। ଶ୍ୱଶୁରଘର ସହିତ ଆପଣଙ୍କ ସଂମ୍ପର୍କ ବଢ଼ିବ। ଯାହାଫଳରେ ଆପଣ ଖୁସି ହେବେ। ସ୍ଵାସ୍ଥ୍ୟରେ କିଛି ଅସୁବିଧା ଆସିପାରେ।

ତୁଳା – ଆଜି ଆପଣ ନିଜର ସେବାକୁ ବିସ୍ତାର କରିବା ପାଇଁ ଚେଷ୍ଟା କରିବେ। ଅର୍ଥାତ୍ ଆପଣଙ୍କ ଜ୍ଞାନରେ ବୃଦ୍ଧି ହେବ। ଯାହା ଫଳରେ ଆପଣ ନିଜର ଗତ ଦିନରେ ହୋଇଥିବା କ୍ଷତିକୁ ରୋକିବାରେ ସକ୍ଷମ ହେବେ। କିନ୍ତୁ ଶରୀର ସୁସ୍ଥ ରଖିବା ପାଇଁ କଷ୍ଟ ହୋଇପାରେ। ପ୍ରେମ ସମ୍ବନ୍ଧରେ ସାଥୀ ସହିତ ମଧୁର ସମ୍ପର୍କ ହେବ। ବାହନ ମାମଲାରେ ଚିନ୍ତିତ ହେବେ।

ବିଚ୍ଛା – ଆଜି ଆପଣ ଗୋଟିଏ ପରେ ଗୋଟିଏ ଅନେକ କାମ ସମ୍ପୂର୍ଣ୍ଣ କରିବା ଉପରେ ଜୋର ଦେବେ। ଆପଣଙ୍କ ଏହି ଚେଷ୍ଟା ଦ୍ୱାରା ଧୀରେ-ଧୀରେ ଆଗକୁ ପ୍ରଗତି ହେବ। ଚାକିରି କ୍ଷେତ୍ରରେ ଆଜି ଅଧିକାରୀମାନଙ୍କ ସହିତ ସେମାନଙ୍କ ଦାୟୀତ୍ତ୍ୱକୁ ନିଶ୍ଚିତ କରିବାରେ ଲାଗିବେ। ଯାହାଫଳରେ ସେମାନେ ନିଜର କାମରେ ବ୍ୟତିକ୍ରମ ନକରିପାରନ୍ତି। କିନ୍ତୁ ବଡ଼ ଭାଇ ସହିତ କୌଣସି କଥାରେ ଝଗଡ଼ା ହୋଇପାରେ।

ଧନୁ – ଆଜି ଆପଣ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆଶାତୀତ ପରିଣାମକୁ ଅର୍ଜନ କରିବାକୁ ଧ୍ୟାନ ଦେବେ। ଯାହାଫଳରେ ଭଲ ପରିଣାମ ଆପଣଙ୍କୁ ପ୍ରାପ୍ତ ହେବ। ଯଦି ଆପଣ କୌଣସି ବୃଦ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କ ଅଛି, ତେବେ ତାଙ୍କୁ ସହଯୋଗ କରିବାକୁ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବେ। ଆଜି ଆପଣ କୌଣସି ଧର୍ମ ଲାଭର କାମକୁ କରିବା ପାଇଁ ମନ ବଳାଇବେ। ଧନ ନିବେଶ ଏବଂ ବିଦେଶ କାମରେ ବୃଦ୍ଧି ହେବ।

ମକର – ଆଜି ଆପଣ ପୁଞ୍ଜି ମାମଲାକୁ ଠିକ କରିବା ପାଇଁ ଅଧିକ ସକ୍ରିୟ ହେବେ। ଅବଶ୍ୟ ବିରୋଧୀ ପକ୍ଷରୁ କିଛି ନା କିଛି ଅସୁବଧା ଆସିବ। ଯାହା ଆପଣଙ୍କୁ ଅସୁବିଧା ହେବ। ଚାକିରିରେ ଆପଣଙ୍କୁ ଯାତ୍ରା କରିବାକୁ ହେବ। ଧନ ନିବେଶ ଏବଂ ବିଦେଶ କ୍ଷେତ୍ରରେ ଭଲ ପ୍ରଗତିର ଆଶା ଅଛି।

କୁମ୍ଭ – ଆଜି ଆପଣ ନିଜର ଘରର ଖୁସି ବୃଦ୍ଧି ପାଇଁ ଅଧିକ ଧ୍ୟାନ ଦେବେ। ଆପଣଙ୍କ ଏହି ଚେଷ୍ଟା ବହୁତ ସଫଳ ହେବ। ଯାହାଫଳରେ ଆପଣ ଖୁସି ହେବେ। ଯଦି ଆପଣ ବିବାହର ଯୋଗ୍ୟ, ତେବେ ଆଜି ଆପଣଙ୍କୁ ଅନୁକୂଳ ଜୀବନ ସାଥୀ ପ୍ରାପ୍ତ ହେବାର ସ୍ଥିତି ବନୁଛି। ବ୍ୟାପାର କରିବା ପାଇଁ ଆପଣଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ହେବ।

ମୀନ – ଆଜି ଆପଣ ଦେଶ ହିଁ ନୁହେଁ ବିଦେଶରେ ମଧ୍ୟ ନିଜର କାର୍ମିକ ଯୋଗ୍ୟତାକୁ ବୃଦ୍ଧି କରିବା ପାଇଁ ଧ୍ୟାନ ଦେବେ। ଯାହାଫଳରେ ଆସୁଥିବା ସମୟରେ ଆପଣଙ୍କୁ ଭଲ ଲାଭ ହେବ। ଯଦ୍ୟପି କିଛି ମାମଲାରେ ଅଧିକ ଧନ ବ୍ୟୟର ସ୍ଥିତି ହେବ। କିନ୍ତୁ ପ୍ରେମ ସମ୍ବନ୍ଧରେ ସାଥୀ ସହିତ ଚିନ୍ତା ହେବ। ଧୈର୍ଯ୍ୟ ଜରୁରୀ ଅଟେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra

July 28, 2026

Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra

July 28, 2026
ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି ଟିପିସିଓଡିଏଲ୍‌

July 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version