No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବ୍ରୁଆରୀ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ହାଇଟେକ୍ ପ୍ଲାଜା ପରିସରରେ ଥିବା ବିଜେଡ଼ି ଦଳର ଅସ୍ଥାୟୀ ବିଜେଡ଼ି କାର୍ଯ୍ୟଳୟ ଠାରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ସୋଇଥିଲା l ଏଥିରେ ବିଜେଡ଼ି ଦଳର ଗଣମାଧ୍ୟମ ବିଭାଗର ମୁଖ୍ୟ ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖେର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଉଁ ହାଇଟେକ୍ ଗ୍ରୁପର ଅଧକ୍ଷ ତଥା ବରିଷ୍ଠ ବିଜେଡି ନେତା ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବିଜେଡ଼ିର ବରିଷ୍ଠ ନେତା ବସନ୍ତ ଦାସ,

ଲକ୍ଷ୍ମୀକାନ୍ତ ପରିଚ୍ଛା, ଜିଲ୍ଲା ବିଜେଡ଼ି ଦଳରମହିଳା କାର୍ଯ୍ୟକାରୀ ସଭାପତି ସଂଯୁକ୍ତ ବେହେରା, ଜାମିନଦାର ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲାର ବରିଷ୍ଠ ବିଜେପ ନେତା ତଥା ବିଜେପିର ପୂର୍ବତନ ଜିଲ୍ଲା ବିଜେପି ସଭାପତି ଜି.

ଭେଙ୍କଟ ରାମଣା ସମେତ ତାଙ୍କର ବହୁ ସମର୍ଥକ ମଧ୍ଯ ବିଜେଡ଼ି ଛାଡ଼ି ବରିଷ୍ଠ ବିଜେଡି ନେତା ଡ. ତିରୁପତି ପାଣିଗ୍ରାହୀ ଙ୍କ ନେତୃତ୍ବକୁ ଭରସା କରିଏମାନେ ସବୁ ବିଜେପିରୁ ଇସ୍ତଫା ଦେଇ ବିଜେଡ଼ି ରେ ଯୋଗଦେଇ ଥିବା ଜଣା ପଡ଼ିଛି l

No Result
View All Result