No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ଭୁବନେଶ୍ୱର :- “ଜର୍ଣ୍ଣାଲିଷ୍ଟ କାଉଁନସିଲ ଅଫ ଇଣ୍ଡିଆ ” ସଂସ୍ଥା ଅସୁବିଧା ର ସମ୍ମୁଖୀନ ହେଉଥିବା ସାମ୍ବାଦିକ ମାନଙ୍କର ସମ୍ମାନ, ସୁରକ୍ଷା ଓ ଅଧିକାର କୁ ନେଇ ଆଜିକୁ ଦୁଇ ବର୍ଷ ହେଲା ଏହି ସଂସ୍ଥା ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଦ୍ୱାର ମାନ୍ୟତା ପାଇଅଛି । ଏହି ସଂସ୍ଥା ସାମ୍ବାଦିକ ବନ୍ଧୁ ମାନଙ୍କୁ ସବୁ କ୍ଷେତ୍ର ରେ ପ୍ରେରଣା ଦେଉଅଛି ।
ଅଖିଳ ଭାରତ ଜର୍ଣ୍ଣାଲିଷ୍ଟ କାଉନସିଲ ଅଫ ଇଣ୍ଡିଆ ର ସଭାପତି ଶ୍ରୀ ଅନୁରାଗ ସକ୍ସସେନା ଙ୍କ ନେତୃତ୍ୱ ରେ ବିଦ୍ୟୁତ ଲତା ମହାନ୍ତି ଓଡିଶା ରାଜ୍ୟ ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି । ଶ୍ରୀମତୀ ମହାନ୍ତି କହିଛନ୍ତି ଯେ ,ଏହି ସଂଗଠନ ଓଡିଶା ରେ ସୁଦୃଢ ହେବ ଏବଂ ସାମ୍ବାଦିକ ମାନଙ୍କ ଉପକାର ନିମନ୍ତେ ସେ ସବୁବେଳେ ତାଙ୍କ ସହିତ ରହିବେ । ଏହା କେବଳ ତାଙ୍କ ଆଶା ନୁହେଁ ବିଶ୍ୱାସ ବୋଲି ସେ କହିଛନ୍ତି.।
No Result
View All Result