No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୩ ଜାନୁଆରୀ ରବିବାର ) ଭୁବନେଶ୍ୱର :- ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ ନବୀନ ନିବାସ ପରିସରରେ ନେତାଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ମୁଖ୍ୟମନ୍ତ୍ରୀ ଦେଇଛନ୍ତି ।
ଏହା ସହିତବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀର ମଧ୍ୟ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଭିଡ଼ିଓ ମଧ୍ୟ ଜାରି ହୋଇଛି ।
No Result
View All Result