• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବୈପାରିଗୁଡାରେ ପଞ୍ଚମ ଦିନରେ ସପରଞ୍ଚ, ସମିତିସଭ୍ଯ,ଓ୍ବାର୍ଡମେମ୍ବର ପାଇଁ ୫୩୧ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

Abhimanyu Maharana by Abhimanyu Maharana
January 22, 2022
in ଓଡ଼ିଶା, କୋରାପୁଟ, ହୋମ୍
0
ବୈପାରିଗୁଡାରେ ପଞ୍ଚମ ଦିନରେ ସପରଞ୍ଚ, ସମିତିସଭ୍ଯ,ଓ୍ବାର୍ଡମେମ୍ବର ପାଇଁ ୫୩୧ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଜାନୁଆରୀ ଶୁକ୍ରବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଲକର ୨୦ ଟି ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରିବାଥିଲା ଆଜି ଶେଷ ଦିନ ।ଆଜି ବୈପାରିଗୁଡା ଜୋନ୍ ୧ରେ ସରପଞ୍ଚ ପଦ ପାଇଁ ୧୮ ଜଣ,ସମିତିସଭ୍ୟ ପଦ ପାଇଁ ୨୫ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୧୦୭ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜୋନ୍ -୨ ରେ ସପରଞ୍ଚ ପଦ ପାଇଁ ୧୦ ଜଣ,ସମିତିସଭ୍ଯ ପଦ ପାଇଁ ୧୨ ଜଣ ଏବଂ ଓ୍ବାର୍ଡମେମ୍ବର ପଦ ପାଇଁ ୬୫ ଜଣ  ପ୍ରାର୍ଥୀପତ୍ର ପଞ୍ଚାୟତ ସମିତି କାର୍ଯ୍ଯାଳୟରେ ଦାଖଲ କରିଛନ୍ତି ! ଆଜି ସୁଦ୍ଧା ୫୩୧ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ରେ ଦାଖଲ କରିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ବୈପାରିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ଯୁ କବି ଶତପଥି ।

ପ୍ରଥମ ଦିନରେ ବୈପାରିଗୁଡା ବ୍ଲକର ୨୦ ଟି ପଞ୍ଚାୟତ ରେ ସରପଞ୍ଚ ପଦ ପାଇଁ ୧ ଜଣ ,ସମିତି ସଭ୍ୟ ପାଇଁ କେହିଁ ମଧ୍ଯ ନୁହେିଁ ଏବଂ ୱାର୍ଡ ସଭ୍ୟ ପାଇଁ ୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଦ୍ୱିତୀୟ ଦିନରେ ସରପଞ୍ଚ ପାଇଁ ୬ ଜଣ,ସମିତି ସଭ୍ୟ ପାଇଁ ୬ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୨୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତୃତୀୟ ଦିନରେ ସରପଞ୍ଚ ପାଇଁ ୨୦ ଜଣ ,ସମିତି ସଭ୍ୟ ପାଇଁ ୨୪ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୮୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଚତୁର୍ଥ ଦିନ
ରେ ୨୨ ଜଣ ସରପଞ୍ଚ ,ସମିତିସଭ୍ୟ ୧୬ ଜଣ ଏବଂ ୱାର୍ଡ ସଭ୍ୟ ପଦ ୮୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପଞ୍ଚମ ଦିନ ଅର୍ଥାତ ଶେଷ ଦିନ ରେ ସରପଞ୍ଚ ପାଇଁ ୨୯ ଜଣ ,ସମିତିସଭ୍ଯ ପାଇଁ ୩୭ ଜଣ ଓ ଓ୍ବାର୍ଡମେମ୍ବର ୧୭୨ ଜଣ ପ୍ରାର୍ଥୀ ସେମାନଙ୍କ ର ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି !

ସେହି ପରି ଭାବେ ବୈପାରିଗୁଡା ବ୍ଲକରୁ ବିଜେପି ଦଳ ପକ୍ଷରୁ ଜିଲ୍ଲାପରିଷଦ ସଭ୍ୟ ଭାବେ ଜୋନ୍-୧ ରୁ ସୁରେଶ ହରିଜନ ,ଜୋନ୍-୨ ରୁ ସନାଇ ନାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ଜୋନ୍-୧ ରୁ ଧନିଆ ହରିଜନ ,ଜୋନ୍-୨ ରୁ ମଣି ଜାନୀ ପ୍ରାର୍ଥୀ ହୋଇଛନ୍ତି !ସେହି ପରି ଭାବେ ଶେଷ ଦିନ ରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଜୋନ୍-୧ ରୁ ରାଜେଶ ମହୁରିଆ, ଜୋନ୍-୨ ରୁ କମଳା ନାୟକଙ୍କୁ ପ୍ରାର୍ଥୀ କରିଥିବାରୁ ଆଜି ସେମାନେ ମଧ୍ଯ ଜୟପୁର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ! ରିପୋର୍ଟ ବିକ୍ରାନ୍ତ କୁମାର ବେବର୍ତ୍ତା,

Abhimanyu Maharana

Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

February 24, 2020
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

0
ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

0
ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

0
ଦୁର୍ନୀତିମୁକ୍ତ ହେବ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ – ରଙ୍ଗୀନ୍ ମହାନ୍ତି

ଦୁର୍ନୀତିମୁକ୍ତ ହେବ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ – ରଙ୍ଗୀନ୍ ମହାନ୍ତି

May 26, 2022
ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସହଯୋଗ ପ୍ରଦାନ

ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସହଯୋଗ ପ୍ରଦାନ

May 25, 2022
ଅତୀତ କୀର୍ତ୍ତି ଓ ବର୍ତ୍ତମାନର ପରିସ୍ଥିତିକୁ ନେଇ : ବ୍ରଜରାଜନଗର ରେ ଲଢେଇ କୁ ଓହ୍ଲାଇଛି କଂଗ୍ରେସ – ଆରମ୍ଭ ହେବ ପରିବର୍ତ୍ତନ ର ସ୍ୱର

ଅତୀତ କୀର୍ତ୍ତି ଓ ବର୍ତ୍ତମାନର ପରିସ୍ଥିତିକୁ ନେଇ : ବ୍ରଜରାଜନଗର ରେ ଲଢେଇ କୁ ଓହ୍ଲାଇଛି କଂଗ୍ରେସ – ଆରମ୍ଭ ହେବ ପରିବର୍ତ୍ତନ ର ସ୍ୱର

May 25, 2022
ଦୁର୍ନୀତିର ଗନ୍ତାଘର ପାଲଟିଛି ଗଜପତି ଜିଲ୍ଲା ମୋହନା ବ୍ଲକର : ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଭିଜିଲାନ୍ସ ତଦନ୍ତ ଦାବୀ

ଦୁର୍ନୀତିର ଗନ୍ତାଘର ପାଲଟିଛି ଗଜପତି ଜିଲ୍ଲା ମୋହନା ବ୍ଲକର : ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଭିଜିଲାନ୍ସ ତଦନ୍ତ ଦାବୀ

May 25, 2022

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦୁର୍ନୀତିମୁକ୍ତ ହେବ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ – ରଙ୍ଗୀନ୍ ମହାନ୍ତି

ଦୁର୍ନୀତିମୁକ୍ତ ହେବ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ – ରଙ୍ଗୀନ୍ ମହାନ୍ତି

May 26, 2022
ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସହଯୋଗ ପ୍ରଦାନ

ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସହଯୋଗ ପ୍ରଦାନ

May 25, 2022
  • About
  • Advertise
  • Privacy & Policy
  • Contact

© 2020 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2020 Odisha Taza News.