• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ୬ଟି ଜୋନ ର ଜିଲ୍ଲାପରିଷଦ ପ୍ରାର୍ଥୀ, ନାମାଙ୍କନ ପତ୍ର ଦାଖଲ , ଚାପ ମୁକ୍ତ ହେଲେ ବିଧାୟକ

Proprietor Abhimanyu Maharana by Proprietor Abhimanyu Maharana
January 22, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ରଣପୁର ୬ଟି ଜୋନ ର ଜିଲ୍ଲାପରିଷଦ ପ୍ରାର୍ଥୀ, ନାମାଙ୍କନ ପତ୍ର ଦାଖଲ , ଚାପ ମୁକ୍ତ ହେଲେ ବିଧାୟକ
Share on FacebookShare on TwitterWhatsapp

୬ ଟି ଜୋନ ରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଚୟନ କରି ନାମ ଘୋଷଣା କରିଛନ୍ତି ବିଧାୟକ ହେଲେ କର୍ମୀ ଅସନ୍ତୁଷ୍ଟ …. ଦେଖାଯାଉ ଆଗକୁ କିଏ କରୁଛି ବାଜିମାର ଓ କିଏ ହେଉଛି ଧରାଶାୟୀ ।

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଜାନୁଆରୀ ଶୁକ୍ରବାର ) ରଣପୁର :- ଓଡ଼ିଶାରେ ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହି ତ୍ରିସ୍ତରୀୟ ନିର୍ବାଚନ ରେ ଓଡ଼ିଶାର ୩୦ ଗୋଟି ଜିଲ୍ଲା ଭାଗ ନେବେ ଏବଂ ଏଥିରେ ସରପଞ୍ଚ , ସମିତିସଭ୍ୟ , ଜିଲ୍ଲାପରିଷଦ ଏହିଭଳି ତିନି ଗୋଟି ପଦବୀ ପାଇଁ ଆଗକୁ ନିର୍ବାଚନ ଆସୁଛି । ତେବେ ରାଜ୍ୟର ସମସ୍ତ ଜିଲ୍ଲା ଭଳି ନୟାଗଡ଼ ଜିଲ୍ଲାରେ ମଧ୍ୟ ନିର୍ବାଚନ ର ବିଗୁଲ ବାଜୁଛି …. ତେବେ ନୟାଗଡ଼ ଜିଲ୍ଲା ର ଚାରୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ନୟାଗଡ଼ , ରଣପୁର , ଦଶପଲ୍ଲା ଓ ଖଣ୍ଡପଡା ରେ ପଞ୍ଚାୟତନିର୍ବାଚନ ପାଇଁ ଜୋରଦାର ଭାବେ ଚାଲିଛି ପ୍ରାର୍ଥୀ ଚୟନ । ସବୁ ନିର୍ବାଚନ ମଣ୍ଡଳୀ ଅପେକ୍ଷା ରଣପୁର ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ଚୟନକୁ ନେଇ ବହୁ ଚାପ ରେ ଥିଲେ ବିଧାୟକ । ରଣପୁର ୬ଟି ଜୋନ ର ଜିଲ୍ଲାପରିଷଦ ପ୍ରାର୍ଥୀ, ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ରଣପୁର ନିର୍ବାଚନ ମଣ୍ଡଳୀ ରେ ୬ ଟି ଜିଲ୍ଲା ପରିଷଦ ଜୋନ । ଗୋଡିପଡା , ଶରଣକୁଳ , ରଣପୁର , ସୁନାଖଳା , ଚାନ୍ଦପୁର , ଗୋପାଳପୁର ଜୋନ ଗୁଡ଼ିକ ରେ ଜିଲ୍ଲାପରିଷଦ ଆସନ ପାଇଁ ଦେଖିବାକୁ ମିଳିଥିଲା ଜୋରଦାର ଲଢେଇ । ଦଳ ସୁପ୍ରିମୋ ସମସ୍ତ ବିଧାୟକ ମାନଙ୍କ ହାତରେ ଏହି ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସେହିଭଳି ବିଜେଡ଼ି ଦଳର ପ୍ରାର୍ଥୀ ଚୟନ ପାଇଁ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏହି ଦାୟିତ୍ୱ ମଧ୍ୟ ଦିଆଯାଇଛି । ରଣପୁର ନିର୍ବାଚନ ମଣ୍ଡଳୀ ର ୬ ଟି ଜୋନ ରୁ କେଉଁମାନେ ପ୍ରତିନିଧିତ୍ୱ କରିବେ ସେମାନଙ୍କ ନାମ ଘୋଷଣା କରିଛନ୍ତି ବିଧାୟକ ।

ଚାନ୍ଦପୁରରୁ ଜୋଛ୍ଛନାମୟୀ ଦଳ ବେହେରା , ସୁନାଖଳା ରୁ ଦେବାଶିଷ ପଟ୍ଟନାୟକ , ରଣପୁର ଜୋନ ରୁ ରଜନୀରାଣୀ ପଟ୍ଟନାୟକ , ଗୋପାଳପୁର ରୁ ନର୍ମଦା ରାୟ ଏବଂ ଶରଣକୂଳ ରୁ ଚିନ୍ମୟୀ ଦାଶ , ଗୋଡିପଡା ଜୋନ ରୁ ସଂଯୁକ୍ତା ପଢ଼ିଆରୀ ଙ୍କୁ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚନ ମଇଦାନକୁ ପଠାଇଛନ୍ତି । ବିଗତ ଥର ଏହି ତ୍ରିସ୍ତରୀୟ ନିର୍ବାଚନ ରେ ଶାସକ ଦଳ ୨ଟି ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଥିବା ବେଳେ ଶରଣକୁଳ, ଗୋଡିପଡା , ଗୋପାଳପୁର , ସୁନାଖଳା ଭଳି ୪ଟି ଜିଲ୍ଲାପରିଷଦ ଆସନ ବିଜେପି ଦଳ ହାତକୁ ଯାଇଥିଲା ।

ଯାହାକି ଜନସାଧାରଣ ଶାସକ ଦଳର ଟାଣୁଆ ସାଙ୍ଗଠନିକ ବିଚାରଧାରାକୁ ଦେଖିଥିଲେ । ଗତ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ନେତୃତ୍ୱରେ ଥିବା ବିଧାୟକ ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ରେ ଅଛନ୍ତି । ଏବେ ଦେଖିବାକୁ ବାକି ରହିଲା ଚଳିତ ଥର ବିଜେଡି ଦଳ ୬ ଟି ଜୋନ ରୁ କେତୋଟି ଆସନ ବାଜିମାର କରୁଛି … ନା ବିରୋଧୀ ଙ୍କ ଠାରେ ଧରାଶାୟୀ ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ : ଶୋକ ପ୍ରସ୍ତାବ ଆଗତ

ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା

September 23, 2026
୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

September 23, 2026
Odisha named among India’s most pronounced drought hotspots as extremes spread along the eastern coast: 52-year study

ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ : ଶୋକ ପ୍ରସ୍ତାବ ଆଗତ

ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା

September 23, 2026
୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

September 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version