• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ସ୍ୱାସ୍ଥ୍ୟ ବିଭାଗର ଅଣଦେଖାରୁ ଗ୍ରାମାଞ୍ଚଳ ଘରୋଇ ଡାକ୍ତରଖାନା ମାନଙ୍କରେ ଅକାରଣରେ ଯାଉଛି ନିରୀହ ରୋଗୀଙ୍କ ଜୀବନ

Proprietor Abhimanyu Maharana by Proprietor Abhimanyu Maharana
May 6, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ସ୍ୱାସ୍ଥ୍ୟ ବିଭାଗର ଅଣଦେଖାରୁ ଗ୍ରାମାଞ୍ଚଳ  ଘରୋଇ ଡାକ୍ତରଖାନା ମାନଙ୍କରେ ଅକାରଣରେ ଯାଉଛି ନିରୀହ ରୋଗୀଙ୍କ ଜୀବନ
Share on FacebookShare on TwitterWhatsapp

କଟକ,ରିପୋର୍ଟ,ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍‌ ) ଘରୋଇ ଡାକ୍ତରଖାନା ମାନଙ୍କରେ ଅକାରଣରେ ଯାଉଛି ନିରୀହ ରୋଗୀଙ୍କ ଜୀବନ ,୬ ମଇ, ବୁଧବାର : – ବୁଧବାର (ଓଡିଶା ତାଜା ନିଉଜ ) କଟକ ଜିଲ୍ଲା ଗ୍ରାମାଞ୍ଚଳ ମାନଙ୍କରେ ଏବେ ଛତୁ ଫୁଟାଇଲାଭଳି ଘରୋଇ ମେଡିକାଲ ଠାରୁ ଆରମ୍ଭ କରି ବେଆଇନ କ୍ଲିନିକ ଖୋଲା ଯାଇ ସାଧାରଣ ଗରିବ ରୋଗୀଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ଅର୍ଥ ହରିଲୁଟ ହେବା ସହ ଭୁଲ ଚିକିତ୍ସା ର ଶିକାର ହୋଇ ଜୀବନ ଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସବୁ ଜାଣି ଚୁପ ବସିଛି, ଏପରିକି ଗ୍ରାମାଞ୍ଚଳର ବିଭିନ୍ନ ସରକାରୀ ମେଡିକାଲରେ ଦଲାଲ ମାନେ ସକ୍ରିୟ ହେବାସହ ନିରୀହ ଲୋକମାନଙ୍କୁ କମ ଖର୍ଚରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ କହି ଘରୋଇ ମେଡିକାଲରେ ଭର୍ତ୍ତି କରିବା ପରେ ମନମୁଖୀ ଶକ୍ତି ଜାହିର କରି ରୋଗୀ ସେବା ନାଁରେ ଅର୍ଥ ହରିଲୁଟ କରୁଛନ୍ତି, ଗ୍ରାମାଞ୍ଚଳର ବିଭିନ୍ନ ମେଡ଼ିସିନ ଦୋକାନ ମାନଙ୍କରେ ବେଆଇନ ସୂତ୍ରେ ବିନା ସରକାରୀ ପଞ୍ଜିକରଣ ରେ ଘରୋଇ କ୍ଲିନିକ କରି ବାହାରୁ ଡାକ୍ତରଙ୍କୁ ଆଣି ରୋଗୀ ମାନଙ୍କ ଠାରୁ ମନଇଛା ଅର୍ଥ ଲୁଟ କରୁଥିଲେବି ଏଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କି ଡ୍ରଗ୍ସ ଇନିସ୍ପେକ୍ଟର ଦୃଷ୍ଟିଦେଉନାହାନ୍ତି, ଘରୋଇ ମେଡ଼ିସିନ ଦୋକାନୀ ବେଆଇନ କ୍ଲିନିକ କରି ଜଣେ ଜଣେ ରୋଗୀଙ୍କ ଠାରୁ ୫ ସହ ଟଙ୍କାରୁ ୧ ହଜାର ପର୍ଯ୍ୟନ୍ତ ଫିସ ଆଦାୟ କରି ମାଲାମାଲ ହେଉଛନ୍ତି, ଯାହାକୁ ପ୍ରଶାସନ ଜଣିକିବି ଚୁପ ହୋଇ ବସିଛି,

ଅର୍ଥ ଖର୍ଚକରି ବି ରୋଗୀମାନେ ଠିକ ସେବା ନପାଇ ମୃତ୍ୟୁ ମୁଖରେ ପଡୁଛନ୍ତି, ଏପରି ଏକ ଘଟଣା ଆଠଗଡ ବ୍ଲକ ସମସରପୁର ପଞ୍ଚାୟତ ନଡୁଆପଡା ଗ୍ରାମରେ ଦେଖିବାକୁ ମିଳିଛି, ଏହି ଗ୍ରାମର ରାଜକିଶୋର ରଣା ଙ୍କ ଧର୍ମପତ୍ନୀ ପ୍ରିୟଦର୍ଶିନୀ ରଣା ପ୍ରସବ ପାଇଁ ଆଠଗଡ କନ୍ତୋଲ ଠାରେ ଥିବା ଘରୋଇ S.S HospitaL କୁ ଯାଇଥିବା ବେଳେ ଘରୋଇ ଡାକ୍ତରଖାନା ର ଜୈନିକ ଡାକ୍ତରଙ୍କ ଭୂଲ ଇଞ୍ଜେକସନ ତାଙ୍କର ମୃତ୍ୟୁ ହୋଇଥିବା ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି, ଭୁଲ ଚିକିତ୍ସା ଯୋଗୁ ଯୋଗୁଁ ରାଜ କିଶୋର ରଣାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ରଣାଙ୍କ ସମେତ ଦୁନିଆ ଦେଖିବାକୁ ଅପେକ୍ଷା କରିଥିବା ଶିଶୁ ମଧ୍ୟ ମୃତ୍ୟୁବରଣ କରିଥିବା ଜଣାଯାଇଛି, ଘଟଣାରୁ ପ୍ରକାଶ ଯେ ରାଜ କିଶୋର ରଣାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ଙ୍କର ଗତକାଲି ପ୍ରସବ ବେଦନା ହେବାରୁ ତାଙ୍କୁ ତାଙ୍କ ବାପ ଘର ଲୋକ ଆଠଗଡ କନ୍ତୋଲ ଠାରେ ଥିବା ଘରୋଇ ଏସ୍ଏସ ହସପିଟାଲ କୁ ଆଣିଥିଲେ । ସେଠାରେ ଥିବା ଡାକ୍ତର ତାଙ୍କୁ କୈଣସି ଏକ ଇଜେକସନ ଦେବାରୁ ଗର୍ଭ ଯନ୍ତ୍ରଣା ବଢ଼ିଯିବା ସହ ପାଟିରୁ ଫେଣ ବାହାରକରି ଗୁରୁତର ହୋଇଯିବାରୁ ଡାକ୍ତର ତାଙ୍କୁ ତୁରନ୍ତ କଟକ ବଡ ଡାକ୍ତରଖାନାକୁ ରେଫର କରିଥିଲେ । ପରିବାର ଲୋକ ପ୍ରିୟଦର୍ଶନୀ କୁ କଟକ ମେଡିକାଲ ନେଇ ଯାଉଥିବା ବେଳେ ନୂଆପାଟଣା ସେତୁ ନିକଟରେ ତାଙ୍କର ମୃତ୍ୟ ଘଟିଥିଲା ।ମୃତ୍ୟୁ ପରେ ତାଙ୍କୁ ଫେରାଇ ଆଣି ଆଠଗଡ ଡାକ୍ତରଖାନାରେ ପୋଷ୍ଟମର୍ଟମ କରିବାକୁ ନେଇ ଉକ୍ତ ଏସ୍ଏସ ହସପିଟାଲ ନାମରେ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଘଟଣା ସମ୍ପର୍କରେ ଜଣାପଡିବା ପରେ ଉକ୍ତ ଘରୋଇ ହସ୍ପିଟାଲରେ ପହଞ୍ଚିବା ବେଳକୁ ହସପିଟାଲରେ କେହି ଡାକ୍ତର କି କର୍ମଚାରୀ ନଥିଲେ ସମସ୍ତେ ଫେରାର ହୋଇ ଯାଇଥିଲେ।ପୋଲିସ ପ୍ରିୟଦର୍ଶିନୀ ଙ୍କ ସ୍ବାମୀଙ୍କ ଏତଲାକୁ ଭିତ୍ତିକରି ଏକ ମାମଲା ରୁଜୁକରି ତଦନ୍ତ ଜାରି ଆରମ୍ଭ କରି ଉକ୍ତ ଡାକ୍ତର ଘରୋଇ ହସ୍ପିଟାଲର ପରିଚାଳକ କୁ ଖୋଜୁଛି ଅନ୍ୟପଟେ ବାରମ୍ବାର ଉକ୍ତ ହସପିଟାଲରେ ଏଭଳି ଘଟଣା ଘଟୁଥିବା ବେଳେ କିଏ ଏହି ହସପିଟାଲକୁ ପରମିସନ ଦେଉଛି ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ତାକୁ ନେଇ ଉଠିଛି ବଡ ପ୍ରଶ୍ନ। ଗତ କିଛିମାସ ତଳେ ଜଣେ ବିବାହିତା ମହିଳାଙ୍କ ର ଏହି ହସ୍ପିଟାଲରେ ଜୋର ଜବରଦସ୍ତି ଗର୍ଭନଷ୍ଟ କରାଯାଇଥିବା ଅଭିଯୋଗରେ ଦୁଇଜଣ ଗିରଫ ହୋଇ ଜେଲ ଯାଇଥିବା ବେଳେ ପୁନର୍ବାର ଉକ୍ତ ଘରୋଇ ହସପିଟାଲ ଖୋଲିବାକୁ ନେଇ ଉଠିଛି ବଡ ପ୍ରଶ୍ନ, କାହା ବାହୁ ଛତ୍ର ଛାୟାତଳେ ଏହି ହସ୍ପିଟାଲ ଚାଲୁଚି ତଦନ୍ତ କରାଗଲେ ବାହୁ ଅନିୟମିତତା କାର୍ଯ୍ୟ ର ଖୁଲାସା ହେବ ବୋଲି ସାଧାରଣରେ ଦାବୀ ହୋଇଛି, ଅପର ପକ୍ଷରେ କଟକ ଜିଲ୍ଲା ର ସମସ୍ତ ବ୍ଲକ ଅଂଚଳରେ ଶହଶହ ବେଆଇନ କ୍ଲିନିକ ଚାଲୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ଆଖିବୁଜିଦେଇଛି,

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version