No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ଗୁରୁବାର ) ଭୁବନେଶ୍ୱର :- ଘର ତିଆରି ପାଇଁ ବୋହୂକୁ ଟଙ୍କା ଦାବି କଲେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ । ଏକ ଯୌତୁକ ମାମଲାର ଶୁଣାଣି କରି ଏକଥା କହିଛନ୍ତି ସୁପ୍ରିମକୋର୍ଟ ।
ପ୍ରଧାନ ବିଚାରପତି ଏନ.ଭି ରମଣ, ଜଷ୍ଟିସ ଏଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ୩ ଜଣିଆ ବେଞ୍ଚ ଶୁଣାଣି ଯୌତୁକ ଶବ୍ଦକୁ ବ୍ୟାପକ ଅର୍ଥରେ ନିଆଯିବା ଉଚିତ୍ ବୋଲି କହିଛନ୍ତି । ସମ୍ପତ୍ତି ସମ୍ବନ୍ଧୀୟ ଯେକୌଣସି ମୁଲଚାଲ ଯୌତୁକ ଶ୍ରେଣୀରେ ଅର୍ଥାତ ଆଇପିସି ଧାରା 304-Bରେ ଅନ୍ତର୍ଭୃକ୍ତ ହେବ ବୋଲି କୋର୍ଟ କହିଛନ୍ତି ।
No Result
View All Result