No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ମଙ୍ଗଳବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଦ୍ୱାରା ରାଜଦାଣ୍ଡ ଠାରେ ଥିବା ଏକ ନୂଆ ସୋରୁମ୍ର ଉଦ୍ଘାଟିତ ହୋଇଯାଇଛି । ଏସ୍କେ ଏଣ୍ଟର ପ୍ରାଇସେସ୍ ନାମକ ସୋରୁମରେ ଏଲ୍ଜି କମ୍ପାନୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉପକରଣ ବା ସାମଗ୍ରୀ ବିକ୍ରୟ କରାଯିବ ବୋଲି ସୂଚନା ମିଳିଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପାରଳାଖେମୂଣ୍ଡି ନଗରପାଳ ନୃସିଂହ ଚରଣ ପଟ୍ଟନାୟକଙ୍କ ସହ ବହୁ ଭାଜପା କର୍ମୀ ଉପସ୍ଥିତଥିଲେ । ଏଥିରେ ଏସ୍କେ ଏଣ୍ଟର ପ୍ରାଇସେସ୍ର ମାଲିକ ସିନ୍ଧରି ମୂରଲୀ, ଶରତ କୁମାର ପ୍ରମୁଖଙ୍କ ସହଶୁଭେଚ୍ଛୁ ଗ୍ରାହକପ୍ରମୁଖ ଉପସ୍ଥିତଥିଲେ ।

No Result
View All Result