ଦିଲ୍ଲୀ ,ରିପୋର୍ଟ /ମଧୁସ୍ମିତା ସ୍ୱାଇଁ ( ଓଡିଶା ତାଜା ନ୍ୟୁଜ୍ ) ଟ୍ୟାକ୍ସ ଲାଗୁ କରିଛନ୍ତି ଦିଲ୍ଲୀ ସରକାର ,୫ ମଇ, ମଙ୍ଗଳବାର, :- ବର୍ତ୍ତମାନ ଯେଉଁମାନେ ମଦ ମିଳିବାର ଖୁସି ରେ ହଜି ଯାଇଛନ୍ତି ସେମାନଙ୍କ ପାଇଁ ଖରାପ ଖବର, କାରଣ ଏବେ ଲାଗିଛି ମଦ ଉପରେ ଏକ୍ସଟ୍ରା ଫି ।
ଦିଲ୍ଲୀରେ ମଦ ବିକ୍ରି ଉପରେ ଲାଗିଲା ସ୍ୱତନ୍ତ୍ର କରୋନା ଫି । ମଦବିକ୍ରି ଉପରେ ୭୦ ପ୍ରତିଶତ ଅଧିକା ଟ୍ୟାକ୍ସ ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ସୂଚନା ଅନୁସାରେ ଆଜିଠୁ ଦିଲ୍ଲୀରେ ଲୋକେ ମଦକୁ ଅଧିକ ୭୦ ପ୍ରତିଶତ ଟ୍ୟାକ୍ସ ଦେଇ କିଣିବେ ।