• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଆଶା ଆଶଙ୍କାରେ ଦଶମ ପାଠ ପଢ଼ା – ବାଲେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
April 30, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଆଶା ଆଶଙ୍କାରେ ଦଶମ ପାଠ ପଢ଼ା – ବାଲେଶ୍ୱର
Share on FacebookShare on TwitterWhatsapp

ବାଲେଶ୍ୱର ,ରିପୋର୍ଟ / ଦୀପ୍ତିମାନ୍ ପତି ( ଓଡିଶା ତାଜା ନ୍ୟୁଜ୍‌ ) ଆଶା ଆଶଙ୍କାରେ ଦଶମ ପାଠ ପଢ଼ା ,୩୦ ଏପ୍ରିଲ, ଗୁରୁବାର :- ବାଲେଶ୍ୱର ସାରା ବିଶ୍ୱ ଏବେ ମହାମାରୀ କୋରୋନା କବଳରେ । କୋରୋନା ଯେ କେବଳ ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲି ଦେଇଛି ତା ନୁହଁ ଶିକ୍ଷା ବ୍ୟବସ୍ଥା ଉପରେ ଏହାର ପ୍ରତକ୍ଷ ପ୍ରଭାବ ପଡିଛି । ଏଥୁରୁ ବାଦ ପଡି ନାହିଁ ଆମ ଦେଶ କି ଆମ ରାଜ୍ୟ । କୋରୋନା ପାଇଁ ସ୍କୁଲ କଲେଜ ର ପରୀକ୍ଷା ସ୍ଥଗିତ ଥିବା ବେଳେ, ସୁରକ୍ଷା ଦୃଷ୍ଟିରୁ ନିର୍ଧାରିତ ସମୟ ପୂର୍ବରୁ ଜୁନ ୧୭ ଯାଏ ଛୋଟି ଘୋଷଣା କରାଯାଇଛି । ତେବେ ଏଠାରେ ସୂଚନା ଥାଉକି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନ ପାଇଁ ଦଶମ ଶ୍ରେଣୀ ପାଠପଢ଼ା, ଓ ପରୀକ୍ଷା ଫଳାଫଳ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ଏଥିପାଇଁ ଛାତ୍ରଛାତ୍ରୀ, ଶିକ୍ଷକ,ଅବିଭାବକ, ଶିକ୍ଷାବିଭାଗ ସମସ୍ତେ ଯତ୍ନବାନ ତତ୍ପର ଥାନ୍ତି । ତେବେ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ କୋରୋନାର ଅଶୁଭ ଦୃଷ୍ଟି ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିଛି । ଗୋଟାଏ ପଟେ କୋରୋନା ମୁକାବିଲା ବେଳେ ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକ ପରିଵର୍ତନ ଛାତ୍ରଛାତ୍ରୀ,ଶିକ୍ଷକ ,ଅବିଭାବକ ପାଇଁ ମୁଣ୍ଡ ବିନ୍ଧା ସାଜିଛି ।

ବର୍ତ୍ତମାନ ସୁଦ୍ଧା ନୂତନ ପାଠ୍ୟପୁସ୍ତକ ଉପଲବ୍ଧ ହୋଇ ନଥିବା ବେଳେ, ତାହା କେବେ ଛାତ୍ରଛାତ୍ରୀଙ୍କ ନିକଟରେ ଉପଲବ୍ଧ ହେବ ତାହା ମଧ୍ୟ ସଠିକ ଭାବେ କହି ହେବ ନାହିଁ । ତେବେ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଦୁରଦର୍ଶନ ମାଧ୍ୟମରେ ସୋମବାର ଠାରୁ ଶୁକ୍ରବାର ଦିବା ୧୧ରୁ ୧୨ ଟା ଏବଂ ଅପରାହ୍ଣ ୩.୩୦ ରୁ ୪.୩୦ ପର୍ୟ୍ୟନ୍ତ ବିଭିନ୍ନ ବିଷୟ ଉପରେ ପାଠପଢ଼ା ସାଙ୍ଗକୁ ଏଣ୍ଡ୍ରଏଡ଼ ମୋବାଇଲରେ ସେଡୁ ସଫ୍ଟୱେର ମାଧ୍ୟମରେ ମଧ୍ୟ ପିଲାମାନେ ଘରେ ପାଠ ପଢି ପାରିବେ ବୋଲି ବ୍ୟବସ୍ଥା କରାଯାଇଛି । ତେବେ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀ ମାନେ ଏହି ସୁବିଧାରୁ ବଂଚିତ ହେଉଛନ୍ତି । ଘନଘନ ବିଜୁଳି କାଟ ସାଙ୍ଗକୁ, ସମସ୍ତ ଛାତ୍ର ଛାତ୍ରୀ ଙ୍କ ନିକଟରେ ଏଣ୍ଡ୍ରୋଏଡ ମୋବାଇଲ ନାହିଁ କିମ୍ବା ଲକଡାଉନ କଟକଣା ପାଇଂ ନୂଆ ମୋବାଇଲ ଆଣିବାବି ସମ୍ଭବ ହେଉ ନାହିଁ। ପୁରୁଣା ପାଠ୍ୟ ପୁସ୍ତକ ହୋଇଥିଲେ ବ୍ୟବସ୍ଥା କରି ଛୁଟି ଭିତରେ ଘରେ ପାଠ ପଢିପାରିଥାନ୍ତେ ବୋଲି ଛାତ୍ରଛାତ୍ରୀ କହିଥିବା ଵେଳେ, ସେମାନଙ୍କର ଅବିଭାବକ ମାନେ କହିଛନ୍ତି କୋରୋନା ପାଇଁ ମୁଠାଏ ଖାଇବାକୁ ପାଉ ନଥିବା ବେଳେ ନୂଆ ପାଠ୍ୟ ପୁସ୍ତକ, ଗାଇଡ଼,ଟେଷ୍ଟପେପର ଆଦି କେମିତି କିଣିବୁ । ସରକାର ସହଯୋଗ ନକରିଲେ ପିଲାଙ୍କ ପାଠ ପଢା ବନ୍ଦ କରିଦେବୁ ।

ଅନ୍ୟପକ୍ଷରେ ଓସ୍ତାର ପୂର୍ବତନ ରାଜ୍ୟ ସଭାପତି ତଥା ପ୍ରାକ୍ତନ ଶିକ୍ଷାବିତ ଇନ୍ଦୁମାଧବ ମହାନ୍ତି ଓ ଓସ୍ତାର ଜଲେଶ୍ୱର ବ୍ଲକ ସଭାପତି ଅଜିତ କୁମାର ମହାନ୍ତି କହିଛନ୍ତି ଯେ ଆଧୁନିକ ଶିକ୍ଷା ବ୍ୟବସ୍ଥା ଭିତରେ ପାଠ୍ୟପୁସ୍ତକ ପରିବର୍ତନର ଆଵଶ୍ୟକତା ରହିଛି । ବର୍ତ୍ତମାନ ପରିସ୍ଥିତି କୁ ଅନୁଧ୍ୟାନ କଲେ ହୁଏତ ଦୁରଦର୍ଶନ ବା ଏଣ୍ଡ୍ରୋଏଡ ମୋବାଇଲ ରେ ପାଠ ପଢା କିଛି ମାତ୍ରାରେ ସମସ୍ୟା ର ସମାଧାନ କରିପାରେ ,ତେବେ ଏହା ସ୍ଥାୟୀ ସମାଧାନ ନୁହେଁ । ଟେଲିଭିଜନ ଓ ଅନଲାଇନ ପାଠପଢ଼ା ପାଇଁ ଆବଶ୍ୟକ ହେଉଥିବା ଭିତ୍ତିଭୂମି ଓଡିଶାରେ, ଖାସ କରି ଗ୍ରାମାଞ୍ଚଳ ରେ ଆଦୌ ନାହିଁ । ଗ୍ରାମାଞ୍ଚଳ ରେ ଘନଘନ ବିଜୁଳି କାଟ ହେଉଥିବା ବେଳେ ଅନେକ ଲୋକଙ୍କ ଘରେ ଛୋଟ ମୋବାଇଲ ଟିଏ ମଧ୍ୟ ନାହିଁ । ଗ୍ରାମାଞ୍ଚଳରେ ଉପଯୁକ୍ତ ନେଟୱର୍କ ବା ନେଟ ସର୍ଭିସ ଠିକ ଭାବେ ଉପଲବ୍ଧ ହେଉନାହିଁ । ଶିକ୍ଷକଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଶ୍ରେଣୀ ଗୃହ ଓ ଅନଲାଇନ ପାଠ ପଢା ଭିତରେ ବହୁତ ପାର୍ଥକ୍ୟ ରହିଛି । ଏହା ଦ୍ୱାରା ଗ୍ରାମଞ୍ଚଳର ଗରିବ ଛାତ୍ର ଛାତ୍ରୀ ମାନେ ଅଧିକ ପ୍ରଭାବିତ ହେବେ । ଶିକ୍ଷାବିଭାଗ ଓ ରାଜ୍ୟ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍କୁଲ ଦେୟ ଛାଡ଼ କରିବା ସହିତ ଯଥା ଶୀଘ୍ର ମାଗଣାରେ ପାଠ୍ୟପୁସ୍ତକ ଯୋଗାଇବା ଏବଂ ଚଳିତ ବର୍ଷ ପାଇଁ କିଛି ବିଷୟକୁ ବାଦ ଦେଇ ସିଲାବସ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ରାଜ୍ୟ ସରକାର ଓ ଶିକ୍ଷା ବିଭାଗ କେବେ କି ପ୍ରକାର ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version