• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଭାରତୀୟ ଷ୍ଟେଟ ବ୍ୟାଙ୍କ,

Proprietor Abhimanyu Maharana by Proprietor Abhimanyu Maharana
April 28, 2020
in Uncategorized, ଓଡ଼ିଶା, ହୋମ୍
0
ଭାରତୀୟ ଷ୍ଟେଟ ବ୍ୟାଙ୍କ,
Share on FacebookShare on TwitterWhatsapp

ଭୁବନେଶ୍ୱର /ରିପୋର୍ଟ / ( ଓଡିଶା ତାଜା ନ୍ୟୁଜ୍‌ ) ଭାରତୀୟ ଷ୍ଟେଟ ବ୍ୟାଙ୍କ , ମଙ୍ଗଳବାର, ୨୮ଏପ୍ରିଲ :- ଭାରତୀୟ ଷ୍ଟେଟ ବ୍ୟାଙ୍କ, ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ତଥା ଏସବିଆଇ ଲେଡିଜ କ୍ଲବର ଅଧ୍ୟକ୍ଷା ଶ୍ରୀମତୀ ପ୍ରବୀଣା କାଲା ଏବଂ କ୍ଲବର ଉପାଧ୍ୟକ୍ଷା ଶ୍ରୀମତୀ ମାଧୁରୀ ଚାର‌୍ୟୁଲୁଙ୍କ ନେତୃତ୍ୱରେ ଏସବିଆଇ ଲେଡିଜ କ୍ଲବ ଗରିବ ମାନଙ୍କର ଉତ୍ଥାନ ଏବଂ ସେମାନଙ୍କୁ ଆତ୍ମବିଶ୍ୱାସର ମୂଲ୍ୟ ବୁଝାଇବା ପାଇଁ ବିଭିନ୍ନ ଦାନଶୀଳ କାର୍ଯ୍ୟକଳାପ କରୁଅଛି । ଏହି କ୍ଲବ ଫଣି ବାତ୍ୟା ପରି ବିପତ୍ତି ସମୟରେ ନିଜର ଦକ୍ଷତା ପ୍ରଦର୍ଶନ କରିଛି ଏବଂ ଫଳପ୍ରଦ କାର୍ଯ୍ୟ କରିଛି । କୋଭିଡ଼-୧୯ ଭାରତ ବର୍ଷ ପାଇଁ ଏକ ଅସାଧାରଣ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଏହି ସମୟରେ ସଂକ୍ରମିତ ରୋଗକୁ ନିୟନ୍ତ୍ରଣ କରିବା ସହିତ ଖାଦ୍ୟ, ସୁରକ୍ଷା ତଥା ଜୀବନଜୀବିକାକୁ ବଜାୟ ରଖିବା ଏକ ଚ୍ୟାଲେଞ୍ଜ ହୋଇଛି । ଏହି ଅଦୃଷ୍ଟପୂର୍ବ ସଙ୍କଟ ସମୟରେ ଅଭାବ ଗ୍ରସ୍ତ ମାନଙ୍କୁ ସାହାଯ୍ୟ କରିବା ପାଇଁ ଲେଡିଜ୍ କ୍ଳବ୍‌ର ସଦସ୍ୟା ମାନେ ସ୍ୱତଃପୂର୍ତ୍ତ୍ ଭାବରେ ନିଜର ସାହାଯ୍ୟ କରିଛନ୍ତି । ପ୍ରତିଦିନ ୧୦୦ ଲୋକ ମାନଙ୍କୁ ଖାଦ୍ୟ ବ ଭାରତୀୟ ଷ୍ଟେଟ ବ୍ୟାଙ୍କ, କରାଯାଉଛି । ଗତ ତା୨୫.୦୪.୨୦୨୦ରିଖ ଦିନ ଏସ. ବି. ଆଇ ଲେଡିଜ କ୍ଲବ ଓ ଏସ.ବି .ଆଇ , ସ୍ଥାନୀୟ ପ୍ରଧାନ କାର୍ଯ୍ୟ ।

ଲୟର ମିଳିତ ସହଯୋଗରେ ଖାଦ୍ୟ ସାମଗ୍ରୀ ବଟନ କରାଯାଇଛି । ସ୍ଥାନୀୟ ଙ୍କଦ୍ଭସଗ୍ଧ ୮ ସ୍ଥିତ ନାରାୟଣ ସାହି ଓ ଦେହୁରି ସାହିର ପ୍ରାୟ ୧୧୦ରୁ ଉର୍ଦ୍ଧ ପରିବାରକୁ କ୍ଲବ ସଦସ୍ୟା ମାନେ ଚାଉଳ, ଡାଲି, ତେଲ, ଅଟା, ବିସ୍କୁଟ, ଚୁଡା, ଚିନି, ପିଆଜ, ଆଳୁ, ମାସ୍କ୍‌, ସାବୁନ୍ ପ୍ରଭୃତି ବିତରଣ କରିଥିଲେ । ଖାଦ୍ୟ ସାମଗ୍ରୀ ବିତରଣ ସମୟରେ କ୍ଲବର ସଭ୍ୟା ମାନେ ବିଭିନ୍ନ ପରିବାରର ସଦସ୍ୟ ମାନଙ୍କୁ ସାମାଜିକ ଦୁରତ୍ୱ ସମ୍ପର୍କରେ ସଚେତନ କରିବା ସଙ୍ଗେ ସଙ୍ଗେ ମାସ୍କର ବ୍ୟବହାରିତା ତଥା ଉପକାରିତା ସଂପର୍କରେ ବୁଝାଇଥିଲେ । ଏସବିଆଇ ଲେଡିଜ କ୍ଲବର ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ମହଲରେ ପ୍ରଶଂସା କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 16, 2026
ଜୟ ମହାବୀର ବରିଷ୍ଠ ନାଗରିକ ମଞ୍ଚ ଦଶପଲ୍ଲା ନୂତନ କର୍ମକର୍ତ୍ତା ନିର୍ବାଚନ ଚୟନ ବୈଠକ

ଜୟ ମହାବୀର ବରିଷ୍ଠ ନାଗରିକ ମଞ୍ଚ ଦଶପଲ୍ଲା ନୂତନ କର୍ମକର୍ତ୍ତା ନିର୍ବାଚନ ଚୟନ ବୈଠକ

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version