ଭୁବନେଶ୍ୱର, ରିପୋର୍ଟ / ଅଭିମନ୍ୟୁ (ଓଡିଶା ତାଜା ନ୍ୟୁଜ୍ ) ପ୍ରବାସୀ ଓଡ଼ିଆ,୨୭ ଏପ୍ରିଲ, ସୋମବାର :- ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ନେଇ ପରିବହନ ମନ୍ତ୍ରୀଙ୍କ ସୂଚନା ,ରାଜ୍ୟରେ ଏବେ ୧୫ ହଜାର ବସ୍ ରହିଛି, ପଡ଼ୋଶୀ ରାଜ୍ୟ ମଧ୍ୟ ନିଜ ବସ୍ରେ ପଠାଇବା ନେଇ ଆଲୋଚନା ହେବ ଏ ନେଇ ପଡ଼ୋଶୀ ରାଜ୍ୟ ସହ ଆଲୋଚନା କରିବ ସମମ୍ମୟ କମିଟି, ଟ୍ରେନ ଯୋଗେ ମଧ୍ୟ ଫେରାଇ ଆଣିବାକୁ କେନ୍ଦ୍ର ସହ ଆଲୋଚନା ହେବ, ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଆମର ପ୍ରାଥମିକତା,ମନ୍ତ୍ରୀ ପଦ୍ମନାଭ ବେହେରା