କଟକ,ରିପୋର୍ଟ / ଅଭିମନ୍ୟୁ ( ଓଡିଶା ତାଜା ନ୍ୟୁଜ୍ ),ହାଇକୋର୍ଟରରେ ଶପଥ ଗ୍ରହଣ ,୨୭ ଏପ୍ରିଲ, ସୋମବାର :- ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ଆଜି ଲୋକସେବା ଭବନ ରେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ମହମ୍ମହ ରଫିକ ।
ରାଜ୍ୟପାଳ ଗଣେଶୀଲାଲ୍ ଆଜି ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଜଷ୍ଟିସ ରଫିକ ପୂର୍ବରୁ ମେଘାଳୟ ହାଇକୋର୍ଟର ମୁଖ୍ୟବିଚାପତି ଥିଲେ । ଏହି ଶପଥ ପାଠ ଉତ୍ସବ ରେ ଓଡିଶା ହାଇ କୋର୍ଟ ର ଅନ୍ୟ ବିଚାରପତି ଙ୍କ ସହ ଆଇନି ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ରହିଥିଲେ,