No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ଅକ୍ଟୋବର ମଙ୍ଗଳବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଏଲ ଇ ପି, ନାସ୍ , ପ୍ୟାରେଣ୍ଟସ୍ କ୍ୟାଲେଣ୍ଡର ଉପରେ ବ୍ଲକ୍ ସ୍ତରୀୟ ତାଲିମ୍ ଶିବିର ନୂଆଗାଁ ବ୍ଳକ୍ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ବି ଆର୍ ସି ସି ଜ୍ୟୋସ୍ନାରାଣୀ ସେଠୀ, ନୂଆଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଳମଣି ନାୟକ,ସମସ୍ତ ସି ଆର୍ ସିସି,ପ୍ରଶିକ୍ଷକ ଅଶୋକ ପଣ୍ଡା,
ଶ୍ରୀଧର ବେହେରା ଯୋଗ ଦେଇଥିଲେ । ଅଶୋକ ପଣ୍ଡା ଗଣିତ,ଶ୍ରୀଧର ବେହେରା ଭାଷା,ବିଜୟ କୁନାର ବେହେରା ପ୍ୟାରେଣ୍ଟସ୍ କ୍ୟାଲେଣ୍ଡର୍,ନରେନ୍ଦ୍ର କୁମାର ବେହେରା ନାସ୍ ଉପରେ ତାଲିମ୍ ପ୍ରଦାନ କରିଥିଲେ । ଆଗାମୀ ୭ ତାରିଖରେ ପ୍ରତ୍ୟେକ କ୍ଳଷ୍ଟର୍ ସ୍ତରରେ ଉକ୍ତ ତାଲିମ୍ ଶିବିର ଅନୁଷ୍ଠିତ ହେବ ।
No Result
View All Result