• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବାହାର ରାଜ୍ୟ ଫେରନ୍ତାକୁ ନେଇ ଅଚଂଳରେ ନାନା ଶଙ୍କା ଆଶଙ୍କା,ଲକଡ଼ାଉନ ପରେ ଅଚଂଳକୁ ୬ହଜାର ଲୋକ ଫେରିବା ସମ୍ଭାବନା – ପ୍ରଶାସନ ପ୍ରସ୍ତୁତ ହିଞ୍ଜିଳିକାଟୁ

Proprietor Abhimanyu Maharana by Proprietor Abhimanyu Maharana
April 25, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ବାହାର ରାଜ୍ୟ ଫେରନ୍ତାକୁ ନେଇ ଅଚଂଳରେ ନାନା ଶଙ୍କା ଆଶଙ୍କା,ଲକଡ଼ାଉନ ପରେ ଅଚଂଳକୁ ୬ହଜାର ଲୋକ ଫେରିବା ସମ୍ଭାବନା – ପ୍ରଶାସନ ପ୍ରସ୍ତୁତ ହିଞ୍ଜିଳିକାଟୁ
Share on FacebookShare on TwitterWhatsapp

ହିଞ୍ଜିଳିକାଟୁ ରିପୋର୍ଟ , ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍‌ ) ଅଚଂଳକୁ ୬ହଜାର ଲୋକ ଫେରିବା ସମ୍ଭାବନା ୨୫ ଏପ୍ରିଲ, ଶନିବାର :- କରୋନା ମହାମାରୀ ଭୂତାଣୁ ନେଇ ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଭୟର ବାତାବରଣ ସୃଷ୍ଟି ହୋଇଛି । ଜରୁରୀ କାମ ନଥିଲେ ବହୁତ ଲୋକ ଘରୁ ବାହାରକୁ ବାହାରିବା ପାଇଁ ଉଚିତ ମନେକରୁନଥିଲେ ମଧ୍ୟ କିଛି ଅମାନିଆ ଲକଡ଼ାଉନ ହେଉ କିମ୍ବା ସଟଡ଼ାଉନ ନିୟମକୁ ଫୁ କରି ସରକାରଙ୍କ ନିୟମକୁ ଫୁ କରୁଥିବା ଦେଖିବାକୁ ମିଳିଛି । ଲକଡ଼ାଉନ ଫର୍ମୁଲା ଲାଗୁ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ତେଣୁ ସମଗ୍ର ଦେଶର ଅବସ୍ଥା ସହିତ ତୁଳନାକଲେ ଓଡ଼ିଶାର କରୋନା ସଂକ୍ରମଣ ହାର ଅପେକ୍ଷାକୃତ କମ ଅଛି ତେବେ ଆସନ୍ତା ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଲୋକ ମାନଙ୍କୁ ନିଜ ନିଜ ଭିଟା ମାଟିକୁ ଆଣିବା ନିମନ୍ତେ ସରକାର ବ୍ଳୁପ୍ରିଟଂ ପ୍ରସ୍ତୁତ କରୁଛନ୍ତି ସେଠାରେ କରୋନା ସଂକ୍ରମଣ ହାର ଦେଶର ସବୁଠାରୁ ଅଧିକ ଥିବା ବେଳେ ଗତ କିଚି ଦିନ ମଧ୍ୟରେ ହିଞ୍ଜିଳିକାଟୁ ସହର ସମେତ ବ୍ଲକର ୨ଜଣଙ୍କ କରୋନାରେ ମୃତ୍ୟୁ ଘଟିବା ସହ ବ୍ଲକ ଓ ପୌରାଚଂଳର ବହୁ ଲୋକ କରୋନା ଭୂତାଣୁ ଲକ୍ଷଣ ଥିବାରୁ ଦେଶର ବିଭିନ୍ନ ସ୍ଥାନରେ ଚିକିସିôତ ହେଉଥିବା ବେଳେ ସେମାନେ ନିଜ ନିଜ ଭିଟାମାଟିରେ ପହଚିଂଲା ପରେ ସରକାରଙ୍କ ନୀତି ନିୟମକୁ କେତେ ମାତ୍ରାରେ ମାନିବେ ତାକୁ ନେଇ ଅଚଂଳର ମୂଳ ବାସିନ୍ଦାଙ୍କ ମଧ୍ୟରେ ଶଙ୍କା ଆଶଙ୍କା ଦେଖାଦେଇଛି ।

କଡ଼ା ପେଟ୍ରୋଲିଂ ସମେତ ଗ୍ରାମ୍ୟ କମିଟିର ତୀକ୍ଷଣ ଦଅଷ୍ଟି ସତ୍ୱେ ବିଭିନ୍ନ ଦେଶ କିମ୍ବା ରାଜ୍ୟ ବାହାରୁ ଲୋକେ ଆସୁଥିଲେ ମଧ୍ୟ ସ୍ୱତପ୍ରବୃତ ଭାବେ ସମସ୍ତ ତଥ୍ୟ ଦେବାକୁ ଉଚିତ ମନେକରୁନଥିବା ସହିତ ବହୁ ତଥ୍ୟ ଲୁଚାଇବାକୁ ଚେଷ୍ଠା କରିବା ସହିତ ବାହାରୁ ଫେରୁଥିବା ଲୋକମାନେ କ୍ୱରେଟାଂଇନରେ ରହିବାକୁ କୁହାଯାଉଥିଲେ ମଧ୍ୟ ସେମାନେ ଏହି ନିୟମକୁ ମାନୁନାହାନ୍ତି । ହିଞ୍ଜିଳିକାଟୁ ଅଚଂଳର ବହୁ ଯୁବକ ଯୁବତୀ ବିଶେଷକରି ମହାରାଷ୍ଟ୍ରର ମୁମ୍ବାଇ,ଗୁଜୁରାଟର ସୁରତ ସମେତ ରାଜ୍ୟଚଲିକତା, କର୍ଣାଟକ,କେରଳ,ହାଇଦ୍ରାବାଦ ଭଳି ଦେଶର ବିଭିନ୍ନ ସ୍ଥାନରେ ବହୁ ଘୋରେଇ କମ୍ପାନୀ ଗୁଡ଼ିକରେ କାର୍ଯ୍ୟକରିଥାନ୍ତ ।ଲକଡ଼ାଉନ ପୂର୍ବରୁ କିଛି ଲୋକ ନିଜ ନିଜ ଭିଟାମାଟିକୁ ଫେରିଯାଇଥିବା ବେଳେ ବହୁଲୋକ ବର୍ତମାନ ଫେରିବାକୁ ଉତ୍କଣ୍ଠାର ସହ ଫେରିବାକୁ ଅପେକ୍ଷା କରିଛନ୍ତି । ହିଞ୍ଜିଳିକାଟୁ ବ୍ଲକ ସମେତ ପୌରାଚଂଳରୁ ମୋଟ ୬୪୧ ଜଣ ରାଜ୍ୟ ବାହାରୁ ଫେରିବାକୁ ଅନୁମାନ କରାଯାଉଥିବା ବେଳେ ଏହାର ସଂଖ୍ୟା ବଢିବାର ମଧ୍ୟ ସମ୍ଭାବନା ଅଛି ।ସେହିପରି ହିଞ୍ଜିଳିକାଟୁ ପୌରଚଂଳରେ ସ୍କୁଲ,କଲ୍ୟାଣ ମଣ୍ଡପ ସମେତ ମୋଟ ୧୮ଟି କ୍ୱରେଟାଂଇନ ସେଟଂର ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ପ୍ରାୟ ୬୦୦ ଜଣ ଲୋକ ରହିବା ନିମନ୍ତେ ବ୍ୟବସ୍ଥା ଥିବା ବେଳେ ବର୍ତମାନ ପୌରପରିଷଦ ଅଚଂଳରେ କେବଳ ୩ଜଣ ଲୋକ ହିଞ୍ଜିଳି କଲ୍ୟାଣ ମଣ୍ଡପ ରହୁଛନ୍ତି ।

ଆସନ୍ତା ଦିନରେ ଯଦି ଅଧିକ ଲୋକ ଆସନ୍ତି ତେବେ ସେମାନଙ୍କ ନିମନ୍ତେ ପୌରପ୍ରଶାସନ ପୁରାପୁରି ପ୍ରସ୍ତତ ଥିବା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ମନୋରଞ୍ଜନ ସାହୁ କହିଛନ୍ତି । ସେହିପରି ହିଞ୍ଜିଳି ବ୍ଲକର ବଡ଼ଖଣ୍ଡି ପଚାଂୟତରୁ ୨୬୭,ଭାବନ୍ଦ ପଚାଂୟତରୁ ୨୧୯,ଧୋବାଡ଼ି ପଚାଂୟତରୁ ୨୧୧,ସାହାପୁର ପଚାଂୟତରୁ ୨୫୭,ବୁରୁପଡ଼ା ପଚାଂୟତରୁ ୪୧୦, ଚାନ୍ଦୁଲି ପଚାଂୟତରୁ ୨୧୬,କରିଡ଼ା ପଚାଂୟତରୁ ୩୪୩,ଦୟାପଲ୍ଲୀ ପଚାଂୟତରୁ ୪୫,ଦୁର୍ବନ୍ଧ ପଚାଂୟତରୁ ୨୧୫, ବେଲଗାଁ ପଚାଂୟତରୁ ୧୩୮,ଗଣ୍ଡଳା ପଚାଂୟତରୁ ୧୩୧,ଦାରୁଭଦ୍ରା ପଚାଂୟତରୁ ୩୩୮,କଚୁଂରୁ ପଚାଂୟତରୁ ୧୮୫ମକରଝୋଳ ସ୍ଥାନୀୟ ଅଂଚଳରେ ୪୯୫,ପୋଚିଲିମା ପଚାଂୟତରୁ ୩୨୯,ସାରୁ ପଚାଂୟତରୁ ୧୯୫,ଆମ୍ବଗାଁ ପଚାଂୟତରୁ ୩୧୫,ସିକିରି ପଚାଂୟତରୁ ୩୯୫ ଜଣ ଏପରି ମୋଟ ସମସ୍ତ ପଚାଂୟତରୁ ୫ହଜାର ୪ଶହ ୯୧ ଓ ପୌରପରିଷଦରୁ ୬୪୧ ଜଣ ଲୋକ ରାଜ୍ୟ ବାହାରେ ଥିବା ଏକ ପ୍ରାକ ସର୍ଭେରୁ ଜଣାପଡ଼ିଛି ତେବେ ଚଳିତ ମାସ ୨୪ ଠାରୁ ଘରକୁ ଫେରିବା ନିମନ୍ତେ ରେଜିଷ୍ଟ୍ରେସନ ଆରମ୍ଭ ହେବାକୁ ଥିବା ବେଳେ ପ୍ରକୃତରେ କେତେ ଲୋକ ଆସିବେ ପ୍ରକୃତ ତଥ୍ୟ ଜଣା ପଡ଼ିବ ବୋଲି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର କହିଛନ୍ତି । ଅପରପକ୍ଷରେ ବ୍ଲକର ୨୧ ଗୋଟି ପଚାଂୟତରେ ସ୍କୁଲ,କଳ୍ୟାଣ ମଣ୍ଡପ,ବାତ୍ୟା ଆଶ୍ରୟ ସ୍ଥଳ ସହିତ ଅନ୍ୟାନ୍ୟ ବ୍ୟବସ୍ଥାରେ ୧୬୭ଟି କ୍ୱରେଟାଂଇନ ସେଟଂର ପ୍ରସ୍ତୁତ କରି ରଖାଯାଇଛି ।

ଏହି କ୍ୱରେଟାଂଇନ ସେଟଂର ଗୁଡ଼ିକରେ ପ୍ରାୟ ୪ହଜାର ଲୋକ ମାନଙ୍କ ପାଇଁ ରହିବା ବ୍ୟବସ୍ଥା ବର୍ତମାନ ଉପଲବ୍ଧ ଅଛି ଆଗାମୀ ଦିନରେ ଯଦି ଅଧିକ ଲୋକ ଗ୍ରାମକୁ ଫେରିବାକୁ ରେଜିଷ୍ଟେସନ କରନ୍ତି ତେବେ ସେଥି ନିମନ୍ତେ ବ୍ଲକ ପ୍ରଶାସନ ସମ୍ପୁର୍ଣ ରୁପେ ପ୍ରସ୍ତୁତ ବୋଲି ବିଡ଼ିଓ ପାତ୍ର କହିଛନ୍ତି । ତେବେ ଗତକାଲି ବ୍ଲକର ସମସ୍ତ ସରପଚଂ ମାନେ ପଚାଂୟତକୁ ଦେଶ,ରାଜ୍ୟ କିମ୍ବା ଜିଲା ବାହାରୁ ଆସୁଥିବା ଲୋକଙ୍କ ସଗଂରୋଧରେ ରଖିବା ସହ ସେମାନଙ୍କର ରହିବା ,ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରାଯିବା ସହିତ କରୋନାକୁ ରୋକିବା ନିମନ୍ତେ ସବୁ ପ୍ରକାର ପଦକ୍ଷେପ ନେବା ସହ କଡ଼ାକଡ଼ି ପାଳନ କରିବା ସହ ଏହି ମହାମାରୀ ଭୂତାଣୁକୁ ରୋକିବା ନିମନ୍ତେ ଦିଆଯାଇଥିବା ଦାୟିତ୍ୱକୁ ସରପଚଂ ମାନେ ନିଷ୍ଠାର ସହ ପାଳନ କରିବେ ବୋଲି ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଶପଥ ନେଇଛନ୍ତି । ତେବେ ଆଗାମୀ ଦିନରେ ନିଜ ନିଜ ଗ୍ରାମକୁ ଫେରିବା ନିମନ୍ତେ କେତେ ଲୋକ ଆବେଦନ କରୁଛନ୍ତି ଓ ସେମାନେ ଫେରିବା ପରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗାଇଡ଼ଲାଇନକୁ ପାଳନ କରୁଛନ୍ତି ଓ ସେମାନଙ୍କୁ ମୁକାବିଲା ସ୍ଥାନୀୟ ପ୍ରଶାସନ କିପରି କରିବ ଆଗାମୀ ଦିନରେ ଜଣାପଡ଼ିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

March 11, 2026
ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

March 11, 2026
ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

March 11, 2026
ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version