No Result
View All Result

ତାଜା ନ୍ୟୁଜ୍ (୨୫ ସେପ୍ଟେମ୍ୱର ଶନିବାର ) ଭୁବନେଶ୍ୱର :- ସହରାଂଚଳ ଗୁଡ଼ିକରେ ବିକାଶ ଏବଂ ନାଗରିକ ମାନଙ୍କୁ ଉତମ ସେବା ଯୋଗାଇବା କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି ।

ମ୍ୟୁନିସିପାଲ ପ୍ରିମିୟର ଲିଗ୍ ମାଧ୍ୟମରେ ପୈାର ସଂସ୍ଥା ଗୁଡ଼ିକର ରାଜସ୍ୱ ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ଖୁବ୍ ଉତ୍ସାହ ଜନକ ହୋଇପାରିଛି । ଆଶା ଓ ବିଶ୍ୱାସ ଆଜି ଆରମ୍ଭ କରାଯାଉଥିବା ମ୍ୟୁନିସିପାଲ ପ୍ରିମିୟର ଲିଗ୍-୩.୦ ଆଗାମୀ ଦିନରେ ଅଧିକ ଫଳପ୍ରଦ ହୋଇପାରିବ ଏବଂ ପୈାର ସଂସ୍ଥାଗୁଡ଼ିକ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବ ।

No Result
View All Result