No Result
View All Result
ବର୍ଦ୍ଧିତ ଟିକସ ଜନ ବିରୋଧୀ ହେଲେ ଏହା ଲାଗୁ କରାଯିବ ନାହିଁ ବୋଲି ରାଜ୍ୟ କୃଷିମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ସୂତ୍ରରୁ ଜଣାପଡିଛି
ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର) ନୟାଗଡ଼ :- ନୟାଗଡ଼ ପୌରପରିଷଦରେ ହୋଲଡିଂ ଟ୍ୟାକ୍ସ ଲାଗୁ କରାଯାଇନାହିଁ,ପରିବର୍ତ୍ତିତ ପରିସ୍ଥିତିରେ ଏହା ଏକ ଆକଳନ ମାତ୍ର, ସେଥିପାଇଁ ଜନସାଧାରଣଙ୍କ ଲିଖିତ ଅଭିଯୋଗ ମଗାଯାଇଛି, ପରେ ପୌର କର୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପୌରବାସୀଙ୍କ ସହିତ ଏ ସମ୍ପର୍କରେ ସେ ନିଜେ ବିସ୍ତୃତ ଆଲୋଚନା କରାଯାଇ ପୌରବାସୀଙ୍କ ହିତ ଦୃଷ୍ଟିରୁ ଯାହା ଅନୁମେୟ ହେବ ତାହା କରାଯିବ
ତେବେ ବର୍ଦ୍ଧିତ ଟିକସ ଜନ ବିରୋଧୀ ହେଲେ ଏହା ଲାଗୁ କରାଯିବ ନାହିଁ ବୋଲି ରାଜ୍ୟ କୃଷିମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ସୂତ୍ରରୁ ଜଣାପଡିଛି, ଏଥିରେ ପୌରବାସୀ ଆଦୌ ଭୟଭୀତ ହେବାର କିଛି ନାହିଁ ବୋଲି ମନ୍ତ୍ରୀ ଡ଼ ସାହୁ ପ୍ରକାଶ କରିଛନ୍ତି | (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ )
No Result
View All Result