• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କୋରାଇରେ ପ୍ରଥମ କରୋନା ରୋଗୀ ଚିହ୍ନଟ ; ସମଗ୍ର ଅଂଚଳରେ ଭୟର ଆତଙ୍କ ମକୁନ୍ଦପୁର ପଂଚାୟତର ୮ଟି ଗାଁକୁ କଂଟେନମେଂଟ ଜୋନଭାବେ ଘୋଷିଣା କଲା ପ୍ରଶାସନ କୋରାଇ,

Proprietor Abhimanyu Maharana by Proprietor Abhimanyu Maharana
April 20, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
କୋରାଇରେ ପ୍ରଥମ କରୋନା ରୋଗୀ ଚିହ୍ନଟ ; ସମଗ୍ର ଅଂଚଳରେ ଭୟର ଆତଙ୍କ ମକୁନ୍ଦପୁର ପଂଚାୟତର ୮ଟି ଗାଁକୁ କଂଟେନମେଂଟ ଜୋନଭାବେ ଘୋଷିଣା କଲା ପ୍ରଶାସନ କୋରାଇ,
Share on FacebookShare on TwitterWhatsapp

ଯାଜପୁର ଜିଲା ,କୋରାଇ, ରିପୋର୍ଟ / ରଶ୍ମିରେଖା ମଲ୍ଲିକ (ଓଡିଶା ତାଜା ନ୍ୟୁଜ୍‌ ) କରୋନା ରୋଗୀ ଚିହ୍ନଟ,ସୋମବାର ,ଏପ୍ରିଲ 20.4.2020 :- ଯାଜପୁର ଜିଲାରେ ଆଜି ତୃତୀୟ ପର୍ଯ୍ୟାୟରେ ଜିଲାରୁ ଗୋଟିଏ ଦିନରେ ଏକକାଳୀନ ୫ଜଣ କରୋନା ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ଯାଜପୁର ବ୍ଲକର ୩ଜଣ, ଦଶରଥପୁର ବ୍ଲକ ଓ କରୋଇ ବ୍ଲକ ଜଣେଲେଖାଏଁ କରୋନା ପଜେଟିଭ ଭାବେ ଚିହ୍ନଟ ହୋଇଥିବା ଜିଲାପାଳଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେ ଥିମଧ୍ୟରୁ କୋରାଇ ବ୍ଲକର ଯେଉଁ ବ୍ୟକ୍ତିଜଣଙ୍କ ଚିହ୍ନଟ ହୋଇଛନ୍ତି; ସେ ମକୁନ୍ଦପୁର ପଂଚାୟତ ତଥା ସେହି ଗ୍ରାମର ବୋଲି ବ୍ଲକ ପ୍ରଶାସନ ସୂଚନା ଦେଇଛି । ଏହା ଜଣାପଡିବା ପରେ ସଗ୍ରମ କୋରାଇ ବ୍ଲକ ସମେତ ବ୍ୟାସନଗର ପୌରାଂଚଳରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି । ଚଳିତ ମାସ ୧୪ତାରିଖରେ ଯାଜପୁର ବ୍ଲକ ସାନତ୍ରିଲୋଚନପୁର ଗ୍ରାମରୁ ଜିଲାର ୨ୟ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ସଂପୃକ୍ତ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀକୁ ଆଧାରକରି ଜିଲା ପ୍ରଶାସନ ଖୋଳତାଢ କରିଥିଲା । ଏଥିରୁ ଜଣାପଡିଥିଲାଯେ, ସଂପୃକ୍ତ କରୋନା ଆକ୍ରାନ୍ତ ଜଣଙ୍କ କଲିକତାର ବାବୁଘାଟରୁ ଏକ ଟାଟା ମ୍ୟାଜିଯୋଗେ ୨୮ତାରିଖ ରାତିରେ ଆସି ୨୯ତୋରିଖ ସକାଳୁ ପାଣିକୋଇଲି ଠାରେ ଓହ୍ଲାଇ ଥିଲେ । ଆକ୍ରାନ୍ତଙ୍କ ସହିତ ଜିଲାର ବିଭିନ୍ନ ସ୍ଥାନରୁ ୧୭ଜଣ ସହଯାତ୍ରୀ ଆସିଥିଲେ ।

ସେମାନଙ୍କ ମଧ୍ୟରୁ ପାଣିକୋଇଲି ଥାନା ଅଂଚଳର ୩ଜଣ ଓ ୬ଜଣ କୋରାଇ ଥାନ ଅନ୍ତର୍ଗତ ମକୁନ୍ଦପୁର ପଂଚାୟତର । ଏହି ତଥ୍ୟ ହସ୍ତଗତ ହେବାପରେ ମକୁନ୍ଦୁପର ପଂଚାୟତର ସଂପୃକ୍ତ ୬ଜଣଙ୍କୁ ପଂଚାୟତରେ ଖୋଲା ଯାଇଥିବା ‘କରେଂଟାନାଇ ସେଂଟର(ସଙ୍କରୋଧ କେନ୍ଦ୍ର)ରେ ରଖାଯାଇ ସେମାନଙ୍କ ସ୍ୱାବା(ରକ୍ତପରୀକ୍ଷା) ନିମନ୍ତେ ପଠାଯାଇଥିଲା । ଆଜି ପରୀକ୍ଷା ରିପୋର୍ଟ ଆସିବା ପରେ ଏମାନଙ୍କ ମଧ୍ୟରୁ ଜଣଙ୍କର କରୋନା ପଜେଟି ରହିଥିବା ସୂଚନା ମିଳିଥିଲା । ସଂପକ୍ତ ବ୍ୟକ୍ତ ଜଣଙ୍କ ୩୨ବର୍ଷର ଯୁବକ ହୋଇଥିବା ଜଣାପଡିଛି । ସଂପୃକ୍ତ ରିପୋର୍ଟକୁ ଆଧାରକରି କୋରାଇ ବ୍ଲକ ମକୁନ୍ଦପୁର ପଂଚାୟତର ୯ଟି ରାଜସ୍ୱ ଗ୍ରାମ ମଧ୍ୟରୁ କେବଳ ଜାଗୁଳେଇ ଗଡିଆ ଗ୍ରାମକୁ ଛାଡିଦେଲେ ଅନ୍ୟ ୮ଟି ରାଜସ୍ୱ ଗ୍ରାମକୁ କଂଟେନମେଂଟ ଜୋନ ଭବେ ଘୋଷଣା କରାଯାଇଛି ।

ସେଥି ମଧ୍ୟରୁ ମକୁନ୍ଦପୁର, ନିସଙ୍କପୁର ଓ ମଥୁରାପୁର ଗ୍ରାମକୁ ‘ଷ୍ଟ୍ରିଟଜୋନ ଭାବେ ଲୋଷିତ କରାଯାଇଥିଲା ବେଳେ ସମସ୍ତ ଅଧିବାସୀ ଘରେ ସଙ୍ଗରୋଧ ଭଳି ରହିବା ପାଇଁ ପ୍ରଶାସନପକ୍ଷରୁ କଡାନିର୍ଦେଶ ଦିଆଯାଇଛି । ଏଥି ସହିତ ଚିହ୍ନଟ ବ୍ୟକ୍ତିଙ୍କର ପରିବାର ସଦସ୍ୟଙ୍କୁ ହୋମ କ୍ୱରେଂଟାଇନ ରଖାଯାଇଛି । ଜିଲାପାଙ୍କ ନିର୍ଦେଶକ୍ରମେ କୋରାଇ ବିଡିଓ ଶ୍ୱେତସ୍ନେିଗ୍ଧା, ବ୍ୟାସନଗର ତହସିଲଦାର ଶରତକୁମାର ମହାପାତ୍ର, କୋରାଇ ଥାନା ଅଧିକାରୀ ରଞ୍ଜିତ କୁମାର ମହାନ୍ତି, କୋରାଇ ଗୋଷ୍ଠୀ ସ୍ୱାସ୍ଖ୍ୟକେନ୍ଦ୍ର ଅଧିକାରୀ ଡା.ହିମାଂଶୁ କୁମାରଙ୍କ ସମେତ ପୁଲିସ ଓ ଡାକ୍ତରୀ ଟିମ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟା ତଦାରଖ କରୁଥିବା ଜଣା ପଡିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

September 12, 2026
ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

September 12, 2026
ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

September 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

September 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version