ବାଲେଶ୍ୱର ଜିଲ୍ଲା ,ଦୀପ୍ତିମାନ୍ ପତ/ ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ବସ୍ତା, ରବିବାର, ଏପ୍ରିଲ 18.4.2020 :- ବାଲେଶ୍ୱର ଜିଲ୍ଲା ବସ୍ତାା ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ବହୁତ କ୍ଷୟ କ୍ଷତି ହୋଇଛି । ବଡ଼ ବଡ଼ ଗଛ ଉପୁଡି ଯାଇ ରୋଡ ବ୍ଲକ ହୋଇଛି । ଆଜ୍ବେଷ୍ଟ ଓ ଟିଣ ଉଡି ଯାଇଛି । ବିଭିନ୍ନ ଅଞ୍ଚଳରେ ପ୍ରବଳ ପଵନ ବହିବା ସଙ୍ଗେ ସଙ୍ଗେ ବର୍ଷାର ତାଣ୍ଡବ ମଧ୍ୟ ଦେଖିବାକୁ ମିଳିଛି । ଯାହା ଫଳରେ ବିଭିନ୍ନ ପଞ୍ଚାୟତ ଗ୍ରାମ ରାସ୍ତାରେ ଗଛ ପଡିବ । ସଙ୍ଗେ ସଙ୍ଗେ ପନିପରିବା ଚାଷ କ୍ଷତି ହେବାର ମଧ୍ୟ୍ୟ ଆଶଙ୍କା ରହିଛି । ବିଭିନ୍ନ ଜାଗାରେ ଇଲେକ୍ଟ୍ରିକ ଖୁଣ୍ଟିରେ ଗଛ ପଡିବା ଦ୍ୱାରା ବିଦ୍ୟୁତ ସରବରହ ପ୍ରଭାବିତ ହବାର ମଧ୍ୟ ଆଶଙ୍କା ରହିଛ ।