ନୟାଗଡ , ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ” ଜୀବନ ବିନ୍ଦୁ ” ରବିବାର, ଏପ୍ରିଲ 18.4.2020 :- ରକ୍ତ ଦାନ ଶିବିର, ନୟାଗଡ଼ ନିର୍ବାଚନ ମଣ୍ଡଳୀ ତରଫରୁ ” ଜୀବନ ବିନ୍ଦୁ ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ନୟାଗଡ଼ ର ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କୁ କୋଭିଡି -19 ପାଈଁ ସ୍ବେଛାକୃତ ଭାବେ ରକ୍ତ ଦାନ କରିବା ପାଇଁ ଅନୁରୋଧ କରାଯାଉଛି । କିଛି କିଛି ଯୁବକ ବନ୍ଧୁ ନୟାଗଡ଼ ସ୍ଥିତ ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରୁଛନ୍ତି । ଆମେ ସମସ୍ତେ ଶପଥ ନେବା ଯେମିତି ରକ୍ତ ବିନ୍ଦୁଏ ପାଇଁ କୌଣସି ମୂଲ୍ୟବାନ ଜୀବନକୁ ନଷ୍ଟ କରିବାନି । ସମସ୍ତଙ୍କୁ ଅନୁରୋଧ ସମାଜିକ ଦୂରତା ଅବଲମ୍ବନ କରି ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଚାଲୁ ରଖିବା ।
















