• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ବିଧାୟକ, ସାଂସଦ ହେଲେଣି ସଜବାଜ

Proprietor Abhimanyu Maharana by Proprietor Abhimanyu Maharana
September 1, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ବିଧାୟକ, ସାଂସଦ ହେଲେଣି ସଜବାଜ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ  ମଙ୍ଗଳବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ :- ରଣପୁର ବିଜୁ ଜନତା ଦଳର ପୁରୀ ସାଂସଦ ପିନାକୀ ମିଶ୍ର ରଣପୁର ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରି ଚାନ୍ଦପୁର ଥାନା ର ନୂତନ ଗୃହ ଶୁଭ ଉଦଘାଟନ କରିବା ସହ ବିଜେଡି ଦଳର କର୍ମୀ ବୈଠକ ଗୁଡିକରେ ଯୋଗ ଦେଇଥିଲେ ।  ଏହି ପରିପ୍ରେକ୍ଷୀରେ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦପୁର ଥାନା ର ନୂତନ ଗୃହ କୁ ଡିଜି ଅଭୟ ଓ ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ଗହଣରେ ସାଂସଦ ପିନାକୀ ମିଶ୍ର ଉଦଘାଟନ କରିଥିଲେ ।

ଏହା ସହ ନୂତନ ଗୃହରେ ହୋଇଥିବା ସଭାରେ ସେ ଉଦବୋଧନ ଦେଇଥିଲେ । ସେଥିରେ ସେ ସୁନାଖଳା ରେ ଗୋଟିଏ ପୋଲିସ ଷ୍ଟେସନ କରିବା ପାଇଁ ଡିଜି ଙ୍କ ସମ୍ମୁଖରେ ଦାବି ଉପସ୍ଥାପନ କରିଥିଲେ ।  ତତପରେ ଡିଜି ଏବଂ ବିଧାୟକ  ବକ୍ତବ୍ୟ ରଖିଥିଲେ ପରେ ଟାଙ୍ଗୀ ପୂର୍ତ୍ତ ବିଭାଗ  ଡାକ ବଙ୍ଗଳା ରେ ମୁଖ୍ୟ କର୍ମୀ ମାନଙ୍କ ସହ ବିଜେଡି ସଂଗଠନ ସମ୍ପର୍କରେ ବିଚାରଉଚାର କରିଥିଲେ । ଓ ଦଳ ସମ୍ପର୍କରେ ସମସ୍ତ କଥା ଶୁଣି ତାର ସମାଧାନ ର ରାସ୍ତା ମଧ୍ୟ ବୁଝାଇ ଦେଇଥିଲେ ।

ପରବର୍ତ୍ତୀ କାଳରେ ଚାନ୍ଦପୁର ଠାରୁ ଗୋପାଳପୁର ପର୍ଯ୍ୟନ୍ତ ଗ୍ରସ୍ତ କରିବା ବେଳେ ଯୁବ ପ୍ରାୟ ଶତାଧିକ ବିଜୁ ଛାତ୍ର ଜନତା ଦଳର ସଭାପତି ଆଲୋକ ଜେନା ଙ୍କ ନେତୃତ୍ୱରେ ୩୦୦  ଯୁବ ବିଜେଡି କର୍ମୀ ଯୋଗ ଦେଇଥିଲେ । ଏହାପରେ ସାଂସଦ ଙ୍କୁ ଶୋଭାଯାତ୍ରାରେ ଆମନ୍ତ୍ରଣ କରି ଗୋପାଳପୁର ପର୍ଯ୍ୟନ୍ତ ଅଣାଯାଇଥିଲା ।

ଏବଂ ଗୋପାଳପୁର ଠାରେ  ଗୋପାଳପୁର ଜୋନ ର ବିଜୁ ଛାତ୍ର ଯୁବ ଓ ମହିଳା ସଂଗଠନର କର୍ମୀ ସମ୍ମିଳନୀରେ ଯୋଗ ଦେଇ ରଣପୁର ନିର୍ବାଚନ ମଣ୍ଡଳୀର ବା ରଣପୁର ବ୍ଲକ ର ତୁଙ୍ଗ ନେତୃବୃନ୍ଦ ଙ୍କ  ସଂଗଠନ ସମ୍ପର୍କରେ ମତାମତ ଶୁଣିଥିଲେ । 

ଯଥାକ୍ରମେ ଚାନ୍ଦପୁର ଜୋନ ଜିଲ୍ଲାପରିଷଦ ବିଜୟ କେତନ ସାହୁ ( ଗଜୁ ଭାଇ )  କନ୍ଧନୟାଗଡ଼ ପୂର୍ବତନ ସମିତିସଭ୍ୟ ମନୋଜ ଦାସ, ଗୋପାଳପୁର ସରପଞ୍ଚ ଓ ସଭାପତି ଶରତ ଚନ୍ଦ୍ର ରଥ,ରଣପୁର ବ୍ଲକ ର ଚେୟାରମ୍ୟାନ ବା ପୂର୍ବତନ ଅଧକ୍ଷ ଦେବାଶିଷ ପଟ୍ଟନାୟକ,କାଣ୍ଡପଡା ପଞ୍ଚାୟତର ସରପଞ୍ଚ ଓ ବିଜୁ ମହିଳା ସଂଗଠନ ର ସଭାପତି ନର୍ମଦା ରାୟ , ଗୋପାଳପୁର ଜୋନ ର ସଭାପତି ଶାସ୍ତ୍ରୀ ବାବୁ, ସୁନଖଳା ଜୋନ ର ପୂର୍ବତନ ସରପଞ୍ଚ ସଚିକାନ୍ତ ଷଡ଼ଙ୍ଗୀ, ଯୁବନେତା ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ, କେରଣ୍ଡାଟାଙ୍ଗି ର ପୂର୍ବତନ ସରପଞ୍ଚ ପ୍ରତିଭା ମହାନ୍ତି,ଗୋପାଳପୁର ଜୋନ୍ ର ଯୁବନେତା ରଞ୍ଜନ ଦାଶ,

ରଣପୁର ଏନଏସି ର ନଗର ସଭାପତି ସ୍ୱରାଜ ମହାନ୍ତି, ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ସୁରେଶ ଚନ୍ଦ୍ର ମିଶ୍ର ସଂଗଠନ ସମ୍ପର୍କରେ ବଳିଷ୍ଠ ବାର୍ତା ରଖିଥିଲେ ତାହାକୁ ସନ୍ତୋଷ ଲେଙ୍କା, କିଶୋର ପଟ୍ଟନାୟକ ମଧ୍ୟ ଏଥିରେ ମତ ରଖିଥିଲେ । ଏଥିରେ ସମସ୍ତ ବକ୍ତବ୍ୟକୁ ଶୁଣିବା ପରେ ମଞ୍ଚାସିନ ନେତୃ ମଣ୍ଡଳୀ ମଧ୍ୟରୁ ରଣପୁର ବ୍ଲକ ଅଧକ୍ଷା ନିରୂପମା ପ୍ରଧାନ ଓ  ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସଂଗଠନ ର ସମସ୍ତ କାର୍ଯ୍ୟକ୍ରମ ଠିକ୍ ଥିବା ପ୍ରକାଶ କରିଥିଲେ ।

ସର୍ବଶେଷରେ ମାନ୍ୟବର ସାଂସଦ କର୍ମୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ କି ସେ  ସବୁବେଳେ କର୍ମୀ ମାନଙ୍କ ସହ ଅଛନ୍ତି ଓ ଯେତେବେଳେ ବି କର୍ମୀଙ୍କର କାର୍ଯ୍ୟ ଆସିବ ତାକୁ ସେ ଦୃଷ୍ଟି ଦେବାକୁ ପଛାଇବେ ନାହିଁ । ସେ କର୍ମୀ ଙ୍କ ସହ ଅଛନ୍ତି ଥିବେ ଆଉ ରହିବେ ବୋଲି ଉଦବୋଧନ ଦେଇଥିଲେ । ସାଂସଦ ଙ୍କ ଉଦବୋଧନ ରେ ବହୁ ଲୋକଙ୍କ ଭାବାବେଗ ପ୍ରକାଶ ପାଇଥିବା ବେଳେ କରତାଳି ରେ ସ୍ୱାଗତ ସମ୍ବର୍ଦ୍ଧନା ଛୁଟି ଆସୁଥିଲା ।

ଛାତ୍ର ସଂଗଠନ ର କାର୍ଯ୍ୟକର୍ତ୍ତା ମାନଙ୍କୁ  ସାନ ପୁଅ ହିସାବରେ ଗ୍ରହଣ କରି କହିଥିଲେ ଯେ ସାନ ପୁଅ ର କଥା ପରିବାର ରେ ସବୁବେଳେ ଆଗ ରଖାଯାଏ  । ଓ ସେମାନଙ୍କ କଥା କୁ  ସର୍ବପ୍ରଥମ ସ୍ଥାନ ଦେବା ସହ କାର୍ଯ୍ୟକାରୀ କରିବା ପାଇଁ ମତ ରଖିଥିଲେ ସାଂସଦ  । ଦଳୀୟ ଗୋଷ୍ଠୀ କନ୍ଦୋଳ ରୁ ଦୂରରେ ରହି ବିଜେଡି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ୱାର୍ଡ ମେମ୍ବର ଠାରୁ ଜିଲ୍ଲାପରିଷଦ ପର୍ଯ୍ୟନ୍ତ ସମସ୍ତେ ଚେଷ୍ଟା କରିବା ବୋଲି ଆହ୍ୱାନ ଦେଇ ବକ୍ତବ୍ୟ ଶେଷ କରିଥିଲେ  ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version