No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ର ସିଙ୍ଗାର ପଲ୍ଲୀ ପଞ୍ଚାୟତ ଅଧିନରେ ଥିବା ଆମ୍ବପଡ଼ା ଓ ସୁଣ୍ଡିଝୋଲା ଗ୍ରାମକୁ ଯାଇ ଲୋକମାନଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ତତ୍ ସହିତ ଲୋକ ମାନଙ୍କୁ କରୋନା ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ । ମାସ୍କ ବଣ୍ଟନ ସମୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ବିଜେଡ଼ି ସଭାପତି ସନାତନ ସାମଲ,

ବରିଷ୍ଠ ବିଜେଡ଼ି ସଂଗଠକ ତଥା ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା,ଯୁବ ସଂଗଠକ ସଞ୍ଜୟ କୁମାର ସାହୁ,ଉପ ସଭାପତି ମୁରଲୀ ଧର ଜେନା,ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,ପଞ୍ଚାୟତ ବିଜେଡ଼ି ସଭାପତି,ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ, ରତାଦେଇ ଉନ୍ନୟନ କମିଟି ସଭାପତି ସଞ୍ଜୀବ କୁମାର ଡାକୁଆ ,ବରିଷ୍ଠ ବିଜେଡ଼ି କର୍ମୀ ସୁଶାନ୍ତ କୁମାର ପଢିଆରି, ସୁଧୀର ପ୍ରଧାନ,ପ୍ରକାଶ ପ୍ରଧାନ,ଅରକ୍ଷିତ ପ୍ରଧାନ,ପାଣୁ ଚରଣ ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result