No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ରେ ସ୍ଥାପିତ ହୋଇଥିବା ମହାପୁରୁଷ ବିଜୁ ପଟ୍ଟନାୟକ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ରାମଚନ୍ଦ୍ର ମିଶ୍ର ଙ୍କ ପ୍ରତିମୂର୍ତ୍ତି ରେ ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମାଲ୍ୟାର୍ପଣ କରିଥିଲେ । ତତ୍ ସହିତ ଅଧିକାରୀ ବୃଦ୍ଧା ଶ୍ରମରେ ବୃଦ୍ଧ, ବୃଦ୍ଧା ମାନଙ୍କୁ ଫଳ ବଣ୍ଟନ କରିଥିଲେ ।

ବୃଦ୍ଧ, ବୃଦ୍ଧା ଙ୍କ ପ୍ରତି ଦଶପଲ୍ଲା ବିଧାୟକ ଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଜନସାଧାରଣ ଙ୍କ ସହିତ ନିବିଡ଼ ବନ୍ଧୁତ୍ୱ ର ସମ୍ପର୍କ ରଖି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ପ୍ରିୟ ହୋଇପାରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )


No Result
View All Result