• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଲକଡାଉନ ପାଇଁ କୋରାଇରେ ୧୧୪୩ ପ୍ରବାସୀ ଓ ଅସହାୟଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟଦୁଇଓଳି ପାଇଁ ୧୮ଟି ସ୍ଥାନରେ ହେଉଛି ରୋଷେଇ

Proprietor Abhimanyu Maharana by Proprietor Abhimanyu Maharana
April 14, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଲକଡାଉନ ପାଇଁ କୋରାଇରେ ୧୧୪୩ ପ୍ରବାସୀ ଓ ଅସହାୟଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟଦୁଇଓଳି ପାଇଁ ୧୮ଟି ସ୍ଥାନରେ ହେଉଛି ରୋଷେଇ
Share on FacebookShare on TwitterWhatsapp

କୋରାଇ / ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍‌ ) କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ / ମଙ୍ଗଳବାର, ଏପ୍ରିଲ 14.4.2020 :- ବିଶ୍ୱ ମହାମାରୀ କରୋନା ଲାଗି ସାରା ଦେଶରେ ‘ଲକ ଡାଉନ’ ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ନିୟମ ୨୧ଦିନ ଲାଗୁ କରାଯାଉଥିଲା ବେଳେ ଏବେ ଆମ ରାଜ୍ୟରେ ଏହାର ଅବଧି ୩୦ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ ଘୋଷଣା କରାଯାଇଛି । ଲକ୍‌ଡାଉନକୁ ସମସ୍ତେ କଡ଼ାକଡ଼ିଭାବେ ପାଳନ କରିଥିବାରୁ ବାହାର ରାଜ୍ୟରୁ ରହିଥିବା ଶ୍ରମିକ ବେଶ୍ ପ୍ରଭାବିତ ହେଉଛନ୍ତି ।

ଏଥି ସହିତ ସମସ୍ତ ରାଜ୍ୟର ଓ ଜିଲା ସୀମା ବନ୍ଦ କରି ଦିଆଯାଇଥିବାରୁ ବାହାର ରାଜ୍ୟ ଓ ଅନ୍ୟଜିଲାର ଜିଲାର ଶ୍ରମିକ ବିଭିନ୍ନ ଜିଲା ଏବଂ ବ୍ଲକରେ ଅଟକି ରହିଛନ୍ତି । ପ୍ରବାସୀ ଶ୍ରମିକମାନେ ଯେଉଁଠାରେ ଅଟକି ରହିଛନ୍ତି; ସଂପୃକ୍ତ ବ୍ଲକ ବା ସହରାଂଚଳ ପକ୍ଷରୁ ସେମାନଙ୍କ ନିମନ୍ତେ ଖାଦ୍ୟ ପେୟର ବନ୍ଦୋବସ୍ତ କରାଯାଇଛି । ଏହି ପ୍ରରିପେକ୍ଷିରେ କୋରାଇ ବ୍ଳକର ୨୮ପଂଚାୟତରେ ୧୧୪୩ଜଣ ଅଟକିଥିବା ପ୍ରବାସୀ ଓ ସ୍ଥାନୀୟ ଅଂଚଳର ଅଶହାୟଙ୍କୁ ଆଶ୍ରୟ ସହ ଦିଆଯାଇଛି ରନ୍ଧା ଖାଦ୍ୟ । ଏମାନଙ୍କ ଦୁଇ ଓଳି ରନ୍ଧା ଖାଦ୍ୟ ଦିଆଯିବା ପାଇଁ ବ୍ଲକର ୧୮ଟି ସ୍ଥାନରେ ହେଉଛି ରୋଷେ ହେଉ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବାହାର ରାଜ୍ୟ ଓ ଅନ୍ୟଜିଲାର ଶ୍ରମିକଙ୍କୁ ମଧ୍ୟ ପ୍ରତିଦିନ ବିଭିନ୍ନ ସ୍ଥାନରେ ରଖାଯାଇ ଦିନକୁ ଦୁଇଓଳି ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ଏଥି ପାଇଁ ବ୍ଲକର ୧୮ଟି ସ୍ଥାନରେ ରୋଷେଇ କରାଯାଇ ସେମାନଙ୍କୁ ଖାଦ୍ୟର ବ୍ୟବସ୍ଥା କରାଯିବା ସହିତ ସେମାନେ ଯେପରି କୌଣସି ସମସ୍ୟାର ସମ୍ମୁଖିନ ନହୁଅନ୍ତି ସେଥିପ୍ରତି କଡ଼ା ନଜର ରଖାଯାଇଛି । କୋରାଇ ବ୍ଲକରେ ରହିଥିବା ବାହାର ରାଜ୍ୟର ଶ୍ରମିକଙ୍କ ମଧ୍ୟରେ ସର୍ବାଧିକ ୧୬୭ ପଶ୍ଚିମବଙ୍ଗ ଓ ବିହାର ୧୧ଜଣ ଓ ଝାଡଖଣ୍ଡ ୩୫ଙ୍କୁ ମିଶାଇ ୨୧୩ଜଣ ରିହିଥିଲା ବେଳେ ୨୪୫ ଅନ୍ୟଜିଲାର ଶମିକଙ୍କ ମିଶାଇ ମୋଟ ୪୫୮ଜଣ ପ୍ରବାସୀ ଶ୍ରମିକ ଅଛନ୍ତି ।

ଏତଦ୍‌ଭିନ୍ନ ପୂର୍ବରୁ ବ୍ଳକର ୨୨ଟି ସ୍ଥାନରେ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଉଥିବା ବେଳେ ଏବେ କିଛି ଲୋକେ ନିଜେ ରୋଷେଇ କରି ଖାଇବାକୁ କହିବା ପରେ ସେମାନଙ୍କୁ ମଧ୍ୟ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଉଛି । ଏବେ ବ୍ଲକ ଅଂଚଳର ଅଶହାୟ, ରୋଗୀ ତଥା ଦୁଃସ୍ଥ ଅବସ୍ଥାରେଥିବା ୬୮୫ଜଣଙ୍କ ସମେତ ବାହାର ରାଜ୍ୟ ଓ ଅନ୍ୟ ଜିଲାର ୪୫୮ଜଣଙ୍କୁ ମିଶାଇ ମୋଟ ୧,୧୪୩ଜଣଙ୍କ ନିମନ୍ତେ ୧୮ଟି ସ୍ଥାନରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ଏଥି ମଧ୍ୟରୁ ବାହାର ରାଜ୍ୟର ପ୍ରବାସୀଙ୍କ ମଧ୍ୟରେ କେହି ମହିଳା ନଥିବା ବେଳେ କେବଳ ୫ଜଣ ନାବାଳକ ଥିବା ଜଣାପଡି । ଏସମ୍ପର୍କରେ ଏବିଡିଓ ଜ୍ଞାନଦା ନାୟକଙ୍କୁ ପଚାରିବାରୁ ସେ ଏସମସ୍ତ ସୂଚନା ଦେବା ସହିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଜିଲା ପ୍ରଶାସନର କଡ଼ା ନିର୍ଦ୍ଦେଶ ରହିବା ସହିତ ସମସ୍ତ କାର୍ଯ୍ୟକୁ ବିଡିଓ ଶ୍ୱେତା ସ୍ନିଗ୍ଧାଙ୍କ ତତ୍ୱାବଧନରେ ହେଉଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version