• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୧୩ ଏପ୍ରିଲ, ସୋମବାର : ଜାଣନ୍ତୁ ଆପଣଙ୍କର ରାଶିଫଳ

Proprietor Abhimanyu Maharana by Proprietor Abhimanyu Maharana
April 13, 2020
in Uncategorized, ଓଡ଼ିଶା, ଦେଶ, ରାଶିଫଳ, ହୋମ୍
0
୧୩ ଏପ୍ରିଲ, ସୋମବାର : ଜାଣନ୍ତୁ ଆପଣଙ୍କର ରାଶିଫଳ
Share on FacebookShare on TwitterWhatsapp

ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌) ସୋମବାର, ଏପ୍ରିଲ 13.4.2020 :- ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ :- କୌଣସି କାର୍ଯ୍ୟ କିମ୍ବା ପ୍ରୋଜେକ୍ଟରେ ସରକାରଙ୍କ ତରଫରୁ ଲାଭ ମିଳିବ। ଅଫିସରେ ମହତ୍ତ୍ଵପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଉଚ୍ଚ ପଦାଧିକାରୀମାନଙ୍କର ସହିତ ବିଚାର-ବିମର୍ଶ ହୋଇପାରେ । ଅଫିସ୍ କାର୍ଯ୍ୟରେ ଯାତ୍ରା କରିପାରନ୍ତି । କାର୍ଯ୍ୟଭାର ବଢ଼ିବ । ପାରିବାରିକ ମାମଲାରେ ଗଭୀର ରୁଚି ନେଇକରି ସଦସ୍ୟମାନଙ୍କ ସହିତ ବିଚାର-ବିମର୍ଶ କରିବେ ।

ବୃଷ :- ବିଦେଶ ଜଡ଼ିତ ବିଷୟଗୁଡ଼ିକ ପାଇଁ ଦିନ ଶୁଭ ରହିବ। ବ୍ୟାପାରିମାନଙ୍କୁ କାରବାରରେ ଧନ ଲାଭ ହେବ। ନୂଆ ଆୟୋଜନ ହାତକୁ ନେଇ ପାରିବେ। ଲମ୍ବା ଦୂରର ଯାତ୍ରା ହେବ, ତୀର୍ଥ ଯାତ୍ରା ମଧ୍ୟ କରିପାରନ୍ତି। ସନ୍ତାନମାନଙ୍କ ପ୍ରଗତି ହେବ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ ।

ମିଥୁନ :- କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଅତ୍ୟଧିକ ଖର୍ଚ୍ଚଯୋଗୁଁ ଆର୍ଥିକ ଅସୁବିଧା ଅନୁଭବ କରିପାରନ୍ତି। ପାରିବାରିକ ସଦସ୍ୟମାନଙ୍କ ଏବଂ ଅଫିସ୍ ରେ ସହକର୍ମିମାନଙ୍କ ସହିତ ମନମାଳିନ୍ୟ କିମ୍ବା ବିବାଦର ପ୍ରସଂଗ ହୋଇପାରେ। ଈଶ୍ଵରଙ୍କର ଆରାଧନା, ଜପ ଏବଂ ଆଧ୍ୟାତ୍ମିକତାରେ ମନକୁ ଶାନ୍ତି ମିଳିବ । ସ୍ୱାସ୍ଥ୍ୟର ଧ୍ୟାନ ରଖିବେ ।

କର୍କଟ :- ଆଜିର ଦିନ ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କପାଇଁ ଲାଭଦାୟକ ପ୍ରମାଣିତ ହେବ। ଉତ୍ତମ ଆଭୂଷଣ ଏବଂ ବାହନର ସୁଖ ମିଳିପାରେ। ମଉଜମସ୍ତି ଏବଂ ମନୋରଞ୍ଜନରେ ଆପଣଙ୍କ ସମୟ କଟିପାରେ । ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ରୋମାଞ୍ଚକ ସାକ୍ଷାତ ହୋଇପାରେ । ଭାଗିଦାରୀରେ ଲାଭ ହେବ ।

ସିଂହ :- ଉଦାସ ବୃତ୍ତି ଏବଂ ସନ୍ଦେହର ବାଦଲ ଆପଣଙ୍କ ମନ ଉପରେ ଘେରି ରହିବାରୁ ମାନସିକ ଆଘାତ ଅନୁଭବ କରିବେ। ତଥାପି ମଧ୍ୟ ଘରେ ଶାନ୍ତିର ବାତାବରଣ ହେବ। ଦୈନିକ କାର୍ଯ୍ୟଗୁଡ଼ିକରେ ସ୍ୱଳ୍ପ ଅବରୋଧ ଆସିବ । ଅଧିକ ପରିଶ୍ରମ କରିବା ପରେ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ ।

କନ୍ୟା :- କୌଣସି କାରଣରେ ମନ ଚିନ୍ତିତ ରହିବ। ପେଟରେ ଅସୁବିଧା ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ କଠିନତା ଆସିବାର ଆଶଂକା ଅଛି। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ । ଶେୟାର/ସଟ୍ଟାରୁ ଦୂରରେ ରହିବାକୁ ଉପଦେଶ। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତ ହେବ ।

ତୁଳା :- ଆଜି ଆପଣ ଅତ୍ୟଧିକ ଭାବନାଶୀଳ ବନିବେ ଏବଂ ତା’ କାରଣରୁ ମାନସିକ ଅସୁସ୍ଥତାର ଅନୁଭବ କରିବେ। ମାତାଙ୍କ ସାଥିରେ ସମ୍ବନ୍ଧ ବିଗିଡ଼ିପାରେ ଅଥବା ମାତାଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଚିନ୍ତା ହେବ । ଯାତ୍ରା ପାଇଁ ବର୍ତ୍ତମାନ ସମୟ ଅନୁକୂଳ ନୁହେଁ ବିବାଦିତ ବିଷୟଗୁଡ଼ିକରୁ ଦୂରରେ ରୁହନ୍ତୁ ।

ବିଚ୍ଛା :- ଆଜିର ଦିନ ହାରାହାରି ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟ ସାଥି ଦେବ। ବିରୋଧିମାନଙ୍କର ପକ୍ଷ କମଜୋର ହେବ ଏବଂ ପ୍ରିୟ ବ୍ୟକ୍ତିମାନଙ୍କ ସହିତ ଆପଣଙ୍କ ସାକ୍ଷାତ ହେବ । ଭାଇ-ବନ୍ଧୁମାନଙ୍କର ବ୍ୟବହାର ଆଜି ଅଧିକ ସହଯୋଗପୂର୍ଣ୍ଣ ଏବଂ ପ୍ରେମପୂର୍ଣ୍ଣ ରହିବ ।

ଧନୁ :- ପାରିବାରିକ ବାତାବରଣର କାରଣ ଆପଣ ଅସୁବିଧା ଅନୁଭବ କରିପାରନ୍ତି। ନିରର୍ଥକ ଧନ ଖର୍ଚ୍ଚ ହୋଇପାରେ । ବିଳମ୍ବରେ କାର୍ଯ୍ୟ ପୂର୍ଣ୍ଣ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ଭୁଲ ବୁଝାବଣା ଟାଳିବାକୁ ପ୍ରୟାସ କରିବାକୁ ପଡ଼ିବ । ଦୂରରେ ରହୁଥିବା ମିତ୍ର ଏବଂ ସ୍ନେହୀଜନମାନଙ୍କଠାରୁ ଲାଭ ମିଳିପାରେ ।

ମକର :- ଧାର୍ମିକ କାର୍ଯ୍ୟ ଏବଂ ପୂଜା-ପାଠରେ ରୁଚି ରହିବ। ଗୃହସ୍ଥଜୀବନରେ ଆନନ୍ଦ ଛାଇ ରହିବ। ମିତ୍ର ତଥା ବନ୍ଧୁମାନଙ୍କ ତରଫରୁ ଉପହାର ମିଳିପାରେ। ଶାରୀରିକ ଏବଂ ମାନସିକ ରୂପରେ ଆନନ୍ଦିତ ରହିବେ। ଚାକିରି ବ୍ୟବସାୟରେ ମଧ୍ୟ ଅନୁକୂଳ ପରିସ୍ଥିତି ରହିବ। ଦାମ୍ପତ୍ୟଜୀବନ ସୁଖଦ ରହିବ ।

କୁମ୍ଭ :- ଆଜି କାହାର ଗ୍ୟାରେଣ୍ଟର ନ ହେବା ତଥା ଟଙ୍କା ଦେବା ନେବା ନକରିବା ପାଇଁ ଉପଦେଶ। ଖର୍ଚ୍ଚରେ ବୃଦ୍ଧି ହେବ। ସ୍ଵାସ୍ଥ୍ୟପ୍ରତି ଧ୍ୟାନ ରଖିବେ। କାହା ସହିତ ଭୁଲ ବୁଝାବଣା ନହେଉ ନହେଲେ ବିବାଦ ହୋଇପାରେ । କ୍ରୋଧ ଉପରେ ଅଙ୍କୁଶ ରଖିବେ ।

ମୀନ :- ଆଜି ଆପଣଙ୍କପାଇଁ ଲାଭଦାୟକ ଦିନ ଅଟେ । ଚାକିରି ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ । ବୃଦ୍ଧ ବର୍ଗ ଏବଂ ମିତ୍ରମାନଙ୍କ ତରଫରୁ ଆପଣଙ୍କୁ ଲାଭ ହେବ । ନୂଆ ମିତ୍ର ବନିବେ, ଯେଉଁମାନଙ୍କ ମିତ୍ରତା ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହେବ । ମାଙ୍ଗଳିକ ମୁହୂର୍ତ୍ତରେ ଯିବାକୁ ହୋଇପାରେ । ଆକସ୍ମିକ ଧନଲାଭ ହେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ

ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ

September 10, 2026
ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ

ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ

September 10, 2026
ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି

ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି

September 10, 2026
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

September 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ

ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ

September 10, 2026
ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ

ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ

September 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version