• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମନରେଗା ଯୋଜନାରେ ତଦନ୍ତ ବେଳେ ଉତ୍ତେଜନା ଅଧା ରୁ ଫେରିଗଲେ ତଦନ୍ତ କାରୀ ଦଳ ଘଟଣା ର ନିନ୍ଦା କଲା ବିଜେପି

Proprietor Abhimanyu Maharana by Proprietor Abhimanyu Maharana
July 26, 2021
in ଓଡ଼ିଶା, କଟକ, ହୋମ୍
0
ମନରେଗା ଯୋଜନାରେ ତଦନ୍ତ ବେଳେ ଉତ୍ତେଜନା ଅଧା ରୁ ଫେରିଗଲେ ତଦନ୍ତ କାରୀ ଦଳ ଘଟଣା ର ନିନ୍ଦା କଲା ବିଜେପି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ) ବାଙ୍କୀ  :- ତାଳବସ୍ତ ପଞ୍ଚାୟତ ସାମନ୍ତରାପୁର ରେ ହୋଇଥିବା ଖେଳପଡିଆ ଉନ୍ନତି କରଣ ଓ ନିର୍ମାଣ, ପାର୍କ ନିର୍ମାଣ, ପୋଖରୀ ଉନ୍ନତିକରଣ ନାଁ ରେ ହୋଇଥିବା ହରିଲୁଟ ଅଭିଯୋଗ ସମ୍ପର୍କରେ ଗଣମାଧ୍ୟମ ରେ ପ୍ରକାଶ ପାଇବା ଓ ବିଜେପି ର ବିଧାୟକ ପାର୍ଥି ଉକ୍ତ ସ୍ଥାନକୁ ଯାଇ ସରର୍ଜମିନ ତଦନ୍ତ କରି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଙ୍କୁ ଅବଗତ କରିଥିଲେ। ଆଜି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଙ୍କ ନିର୍ଦେଶ ରେ ଏକ ତିନି ଜଣିଆ ଟିମ ଉକ୍ତ ସ୍ଥାନକୁ ଆସି ତନଖି କରିଥିଲେ।ବିଜେପିଓ ଗ୍ରାମବାସୀ ଏବଂ ଆରଟିଆଇ ତଥ୍ୟ ଅନୁଯାୟୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ମନରେଗା ଯୋଜନାରେ କାର୍ଯ୍ୟ ରେ ସରପଞ୍ଚ ଓ ବିଭାଗୀୟ ଯନ୍ତ୍ରୀ ଏବଂ ଗ୍ରାମ ସାଥି ର ପ୍ରବଚନା ରେ ଶ୍ରମିକ ମାନଙ୍କ ଜବ କାର୍ଡ କୁ ଚତୁରତା ସହ ନେଇ ସେମାନଙ୍କ ଅଜ୍ଞାତ ରେ ଶ୍ରମିକଦିବସ ରେ କାର୍ଯ୍ୟ ହୋଇଥିବା ଦର୍ଶାଯାଇ ବିନା କାର୍ଯ୍ୟ ରେ ଟଙ୍କା ଉଠାଣ ହୋଇଛି ଏହା ଏକ ଦୁର୍ଭାଗ୍ୟ ଜନିତ କଥା ବୋଲି ବିଜେପି ବାରମ୍ବାର ଦାବି କରିଥିଲା ।

ଆରଟିଆଇ ତଥ୍ୟ ଅନୁଯାୟୀ ପାର୍କ ଯେଉଁ ସ୍ଥାନରେ ହେବା କଥା ସେଠାରେ ହୋଇନାହିଁ।ଗ୍ରାମବାସୀ ଓ ବିଜେପି ର କହିବା ମୁତାବକ ଗ୍ରାମ ମଶାଣି ରେ ଦୁଇ ଟ୍ରକ ମାଟି ଓ କିଛି ଗଛ କାଟି ସେଠାରେ ହୋଇଛି ବୋଲି ଦର୍ଶାଇ ୧୦,୦୦୦୦୦ଟଙ୍କା ରୁ ୬୩୩୩୬୦ଟଙ୍କା ଶ୍ରମିକ ନାମରେ ହଡପ ହୋଇଛି।ଜିଓ ଟ୍ରାକିଂ କରି କିପରି ଜିଆରଏସ, ସହକାରୀଯନ୍ତ୍ରୀ ଟଙ୍କା ମଞ୍ଜୁର କରି ଠିକା ଦାର ଓ ସରପଞ୍ଚ ହରୁଲୁଟ କରିଛନ୍ତି ତାହା କୁ ନିନ୍ଦା କରିଥିଲା ବିଜେପି ।ସେହିପରି ଇନ୍ଦିରା ପ୍ରିୟଦର୍ଶୀନି ଖେଳ ପଡିଆ ଉନ୍ନତି କରଣ ଓ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଓ ମହାଦେବ ପୋଖରୀ ଉନ୍ନତି କରଣ ପାଇଁ ୧୦ଲକ୍ଷ ଟଙ୍କା ଚଳୁ କରାଯାଇଛି।ରୁବାନ ଯୋଜନା ରେ ମହାଦେବ ପୋଖରୀ ଉନ୍ନତି କରଣ ଖୋଦ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ନାଥ ସିଂ ନିଜ ନାମରେ କାର୍ଯ୍ୟଦେଶ ଆଣି ମିସିନ ସାହାଯ୍ୟ ରେ ଅଳ୍ପ କାର୍ଯ୍ୟ କରି ଅର୍ଥ ହଡପ କରିଥିଲେ ଗ୍ରାମ ବାସୀ ଓ ବିଜେପି ତାହାର ତଦନ୍ତ ପାଇଁ ବାରମ୍ବାର ଦାବି କରି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅମ୍ବର କର ଙ୍କୁ ଅବଗତ କରିଥିଲେ।

ଏ ସମ୍ପର୍କରେ ମଧ୍ୟ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରସାରଣ ପରେ ଆଜି ପ୍ରତିନିଧି ମଣ୍ଡଳୀ ସାମନ୍ତରାପୁର ର ତିନି ଗୋଟି ପ୍ରକଳ୍ପ କୁ ବୁଲି ଦେଖିବାକୁ ଆସିଲା ବେଳେ ହରିଲୁଟ ରେ ସମ୍ପୃକ୍ତ ବ୍ୟକ୍ତି ମାନେ ଅଭିଯୋଗ କାରୀ ଙ୍କ ସହ ବଚସା କରିଥିଲେ ପରିସ୍ଥିତି ନିୟନ୍ତ୍ରଣ ବାହାର କୁ ଯିବା ପରେ ବାଧ୍ଯ ହୋଇ ତଦନ୍ତ କାରୀ ଦଳ ଅଧାରୁ ବିନା ତଦନ୍ତ ରେ ଫେରି ଯାଇ ଥିଲେ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ପଞ୍ଚୟତ କାର୍ଯ୍ୟ ନିର୍ବାହି ଅଧିକାରୀ , ଗ୍ରାମ ସାଥି ଓ ଯେଉଁ ଅଫିସର ଙ୍କ ନାମରେ ଦୁର୍ନୀତି ଅଛିଏବଂ ସରପଞ୍ଚ ଉକ୍ତ ସ୍ଥାନରେ କାହିଁକି ଉପସ୍ଥିତ ଥିଲେ ଓ ତଦନ୍ତ କାରୀ ଦଳ ସହ କେଉଁ ମସୁଧା କରୁଥିଲେ ତାହା ବାସ୍ତବିକ ତଦନ୍ତ ସାପେକ୍ଷ ବୋଲି ଗ୍ରାମବାସୀ ବାସୀ ଓ ବିଜେପି ବିରୋଧୀ କରିଥିଲା ସେମାନଙ୍କ ଉପସ୍ଥିତି ରେ ତଦନ୍ତ ର ସ୍ୱଚ୍ଛତା ରେ ବାଧା ଆଶଙ୍କା ର ଯଥେଷ୍ଟ ସମ୍ଭାବନା ଅଛି ବୋଲି ବିଜେପି କର୍ମୀ ହେମନ୍ତ ଜେନା ପ୍ରକାଶ କରିଥିଲେ।ତଦନ୍ତ କାରୀଦଳ ଅଧାରୁ ଫେରିଯିବା ଓ ଯେଉଁ ମାନଙ୍କ ନାମ ରେ ଅଭିଯୋଗ ଅଛି ସେମାନେ ଉକ୍ତ ସ୍ଥାନରେ ଉପସ୍ଥିତ ରହିବା ତଦନ୍ତ ର ସାଧୁତା ଉପରେ ପ୍ରଶ୍ନ ଉଠୁଛି।ବିଜେପି ଏହାର ନିନ୍ଦା କରିଛି ବିଜେପିବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରକାଶ କରିଛନ୍ତି ସରକାରୀ ଦଳ ର ଛତ୍ର ଛାୟା ରେ ଥିବା

ଜିଲ୍ଲା ପ୍ରଶାସନ କେତେଦୂର ତଦନ୍ତ ରେ ସ୍ୱଚ୍ଛତା ଆଣିବ ତାହା ଚିନ୍ତା ର ବିଷୟ ତେଣୁ ଏହି ମହା ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ବିଜେପି ବିଧାୟକ ପାର୍ଥି ଶ୍ରୀ ପାଢ଼ୀ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।ଡମପଡା ବିଜେପି ମଣ୍ଡଳ ସଭାପତି ବିନୋଦ ଦାସ ପ୍ରକାଶ କରିଛନ୍ତି ବ୍ଳକ ପ୍ରଶାସନ , ଜିଲ୍ଲାପ୍ରକଳ୍ପ ଅଧିକାରୀ ଓ ଡମପଡା ବ୍ଳକ ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତ ଏକ ଗୁପ୍ତ ବୈଠକ କରି ଏହି ମହା ଦୁର୍ନୀତି କୁ କିପରି ଜିଲ୍ଲା ପ୍ରକଳ୍ପ ଅଧିକାରୀ କ୍ଲିନଚିଟ ଦେବେ ସେଥିପାଇଁ ମସୁଧା ଚାଲିଛି ଓ ଅଭିଯୋଗକାରି ଓକିଲ ମାନଙ୍କ ସହ ମସୁଧା କରୁଛନ୍ତି କିପରି ଏହି ଦୁର୍ନୀତି କୁ ରଫା ଦଫା କରିବାକୁ ଚେଷ୍ଟା କରିବା ସହ କିଛି ଗଣମାଧ୍ୟମ କୁ ମଧ୍ୟ ଏହି ଦୁର୍ନୀତି କୁ ସ୍ୱଚ୍ଛ କିପରି ପ୍ରସାରଣ କରିହେବ ସେଥିପାଇଁ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି ତେଣୁ ଏହି ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।ବାଙ୍କୀ ବିଜେପି ରାଜ୍ୟ ସରକାର ଓ ୫ଟି କୁ ଏ ଦୁର୍ନୀତି ସମ୍ପର୍କରେ ବିଶେଷ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

May 10, 2026
ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version