ମାହାଙ୍ଗା ରିପୋର୍ଟ (ଓଡିଶା ତାଜା ନିୟୁଜ ) ଗୋକନ ପଂଚାୟତ 8/04/20 ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ :- ବୁଧବାର ଅପରାହ୍ନରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋକନ ପଂଚାୟତ ପକ୍ଷରୁ କରୋନା ଚିକତ୍ସା ନିମନ୍ତେ ପଚାଶ ହଜାର ଟଙ୍କା ମାହାଙ୍ଗା ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି, ଗୋକନ ହାଇସ୍କୁଲ ପରିସରରେ ଏହି ସହାୟତା ରାଶି ପ୍ରଦାନ ବେଳେ ମାହାଙ୍ଗା ବ୍ଲକ ଅଧକ୍ଷ ଶରତ ନାୟକ,
ମାହାଙ୍ଗା ବ୍ଲକ ବିଡିଓ ନିହାର ରଞ୍ଜନ ମଲିକ୍, ଅତିରିକ୍ତ ତହସିଲ୍ ଦାର ଦିଲୀପ ନାୟକ, ଅତିରିକ୍ତ ତହସିଲ୍ ଦାର ବାବୁ ରାମ ମୁର୍ମୁ, ସରପଞ୍ଚ ପଦ୍ମନାଭ ସେଠୀ, ସମିତି ସଭ୍ଯ ଙ୍କ ପକ୍ଷରୁ ମନୋରଞ୍ଜନ ଜେନା, “କରୋନା” ଦାୟିତ୍ୱ ରେ ଥିବା ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କେନ୍ଦ୍ରର ନୋଡ଼ାଲ ଅଧିକାରୀ ଡାକ୍ତର ସାୟଙ୍ଗ ପରିଡ଼ା, ଗୋକନ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅଜୟ ନାୟକ, ସମାଜ ସେବୀ ବଳରାମ ସାମଲ, ମାଧବ ଚନ୍ଦ୍ର ରଥ,ରଜନୀକାନ୍ତ ଦାସ, ୪0 ନମ୍ବର ଜୋନ୍ ର ଜିଲ୍ଲାପରିଷଦ ସଭ୍ଯ ହୃଷୀକେଶ ସ୍ଵାଇଁ ଙ୍କ ସମେତ ବହୁ ବରିଷ୍ଠ ଓ ବୁଦ୍ଧୀଜୀବୀ ବ୍ୟକ୍ତି ଙ୍କ ସହ ମାହାଙ୍ଗା ଥାନା ପକ୍ଷରୁ ମହମ୍ମଦ୍ ହାଫିଜ୍ ଉପସ୍ଥିତ ଥିଲେ। ମାହାଙ୍ଗା ବିଡ଼ିଓ ଓ ଶ୍ରୀ ମଲିକ୍ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫0,000/- ହଜାର ଟଙ୍କା ର ଅର୍ଥରାଶି ପ୍ରଦାନ କରାଯାଇ ଥିଲା।ମାହାଙ୍ଗାରୁ