No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଜୁଲାଇ ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଆମ୍ବଝରୀ ଗ୍ରାମ ର ଶ୍ରୀ ଗଜାନନ କ୍ଳବ୍ ଆନୁକୁଲ୍ୟରେ ସଭାପତି ସୁଧୀର କୁମାର ପ୍ରଧାନ ଏବଂ ସମ୍ପାଦକ ବୈକୁଣ୍ଠ ପରିଡ଼ା ଙ୍କ ନେତୃତ୍ୱରେ ଏହାର ମୋଟ ୫୦ ଜଣ ସଦସ୍ୟ କୁ ନେଇ ମା ପିତାବଳୀ ଙ୍କ ମନ୍ଦିର ପ୍ରାଙ୍ଗଣ ସଫେଇ କରାଯାଇଥିଲା ।

ତତ୍ ସହିତ ନିଜସ୍ଵ ପ୍ରଚେଷ୍ଟା ରେ ୨୫୦ ଗୋଟି ବହୁମୂଲ୍ୟ ବୃକ୍ଷ ଯଥା – ଆକା ଶିଆ, ଶିରିଷ, ଲେମ୍ବୁ, ଆମ୍ବ, ନିମ୍ବ, ଅଁଳା, ପିଜୁଳି, ପଣସ ବୃକ୍ଷ ନିକଟସ୍ଥ ଜଙ୍ଗଲରେ ରୋପଣ କରାଯାଇଥିଲା । ( ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result