No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ରବିବାର ) ଓଡ଼ଗାଁ :- ନୟାଗଡ ନିର୍ବାଚନ ମଣ୍ଡଳୀର ଗାଁ ଗାଁ ବୁଲି ବିକାଶ ମୂଳକ କାର୍ଯ୍ୟ ର ତଦାରଖ କରିଛନ୍ତି କୃଷି ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ। କୃଷି ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ସୁନମୁହିଁ ଗ୍ରାମ କୁ ଯାଇ ବିକାଶ ମୂଳକ କାର୍ଯ୍ୟ ର ତଦାରଖ କରିଛନ୍ତି ।

ସେହିଭଳି ଭାବେ ଗତକାଲି ମାଛିପଡ଼ା ପଞ୍ଚାୟତ ର ବିଭିନ୍ନ ଗ୍ରାମ ବୁଲି ବିକାଶ ମୂଳକ କାର୍ଯ୍ୟ ର ତଦାରଖ କରିଥିଲେ। ବିକାଶ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ କୃଷି ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ଏଭଳି ପଦକ୍ଷେପକୁ ଜନସାଧାରଣ ପ୍ରଶଂସା କରିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result