• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଡ ମଧୁପୁର ରାଜ ପରିବାର ରେ ତେଜୁଛି ସମ୍ପତ୍ତିର ବିବାଦ , ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

Proprietor Abhimanyu Maharana by Proprietor Abhimanyu Maharana
July 9, 2021
in ଓଡ଼ିଶା, କଟକ, ଯାଜପୁର, ହୋମ୍
0
ଗଡ ମଧୁପୁର ରାଜ ପରିବାର ରେ ତେଜୁଛି ସମ୍ପତ୍ତିର ବିବାଦ , ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଶୁକ୍ରବାର )  ଚଣ୍ଡିଖୋଲ :- ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଡ ମଧୁପୁର ସ୍ଥିତ ମଧୁପୁର ରାଜ ପରିବାର ର ଉଭୟ ଦୁଇ ଉତ୍ତରାଧିକାରୀ ଙ୍କ ମଧ୍ୟରେ ରାଜ ସମ୍ପତ୍ତି କୁ କେନ୍ଦ୍ରକରି ବିବାଦ ବଢୁଥିବା ବେଳେ ସମ୍ପୃକ୍ତ ଘଟଣା ର ସମାଧାନ ପାଇଁ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି କ୍ରିଷ୍ଣା ନନ୍ଦିନୀ ଧୀର ସାମନ୍ତ। ମଧୁପୁରଗଡ ରାଜ ପରିବାରରେ ରାଜା ବିରବର ବୃନ୍ଦାବନ ଚନ୍ଦ୍ର ଧୀର ନରେନ୍ଦ୍ର ଏବଂ ରାଜମାତା ଲୀଳାଦେବୀ ଙ୍କ ର ଏକ ମାତ୍ର କନ୍ୟା ପାଟ ଜେମା ଯାହାଙ୍କର ନାମ କ୍ରୀଷ୍ଣା ନନ୍ଦିନୀ ଦେବୀ ଓ ପୁଅ କୃଷ୍ଣ ପ୍ରକାଶ ଧୀର ନରେନ୍ଦ୍ର ଥିଲେ । ରାଜା ବୃନ୍ଦାବନ ଚନ୍ଦ୍ର ଧୀର ନରେନ୍ଦ୍ର ଙ୍କ ମୃତ୍ୟୁ ପରେ ତାଙ୍କ ମାଆ ରାଜମାତା ଲୀଳାଦେବୀ ମୃତ୍ୟୁ ପୁର୍ବରୁ ତାଙ୍କ ଝିଅ କ୍ରୀଷ୍ଣା ନନ୍ଦିନି ଦେବି ଙ୍କ ପାଖରେ ଝାଡ଼ଖଣ୍ଡ ସ୍ଥିତ ବାସଭବନରେ ରହୁଥିଲେ ଏବଂ ସେ ମାଆ ଙ୍କର ସେଵା କରୁଥିଲେ ।

ପରବର୍ତ୍ତି ମୁହୂର୍ତ୍ତରେ ତାଙ୍କ ମାଆ ଲୀଳାଦେବୀ ତାଙ୍କ ର ମୃତ୍ୟୁ ପୁର୍ବରୁ ଝିଅ କ୍ରୀଷ୍ଣା ନନ୍ଦିନି ଦେବୀ ବା ବର୍ତ୍ତମାନ ର ବଡ଼ ଜେମାଙ୍କ ନାମରେ ରାଜମାତା ଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତି ଉଇଲ କରିଦେଇଥିଲେ । ଅନ୍ୟପକ୍ଷରେ କ୍ରିଷ୍ଣା ନନ୍ଦିନୀ ଦେବୀଙ୍କ ଅଭିଯୋଗ ରେ ଦର୍ଶାଇଛନ୍ତି କି ତାଙ୍କର ବାଲ୍ୟ ଜୀଵନ ସେ ରାଜ ଉଆସରେ କଟାଇ ଥିଲେ । କିନ୍ତୁ ତାଙ୍କର ଵିଭାଘର ପରେ ତାଙ୍କ ସାନଭାଇ କ୍ରିଷ୍ଣ ପ୍ରକାଶ ଧୀର ନରେନ୍ଦ୍ର ଙ୍କ ମୃତ୍ୟୁ ପରେ ସାନ ଝିଅ ଅପର୍ଣ୍ଣା ଧୀର ମଧୁପୁରଗଡ଼ ରାଜ ଉଆସରେ ରହୁଥିବା ବେଳେ , ସମସ୍ତ ସମ୍ପତ୍ତି ର ମାଲିକ ବୋଲି ନିଜକୁ ଦାବି କରୁଛନ୍ତି,

କିନ୍ତୁ ଝିଆରୀ ଅପର୍ଣ୍ଣା ଧୀର ଙ୍କ କୌଣସି ପାରମ୍ପରିକ ରାଜଭିଷେକ ହୋଇ ନଥିବା ବେଳେ ,ନିଜକୁ ରାଣୀ ବୋଲି ଦାବି କରିବା ଦୁର୍ଭାଗ୍ୟଜନକ ବୋଲି ପାଟ ଜେମା ଅଭିଯୋଗ କରିଛନ୍ତି, ଫଳରେ ଉଭୟଙ୍କ ମଧ୍ୟରେ ସମ୍ପତ୍ତିର ବିବାଦ ତୀବ୍ର ରୂପ ନେଉଥିବା ବେଳେ , କ୍ରିଷ୍ଣା ନନ୍ଦିନୀ ଦେବୀଙ୍କୁ ରାଜ ଉଆସରେ ପ୍ରବେଶ କରିବାକୁ ଦେଉନାହାନ୍ତି, ଯେହେତୁ କ୍ରିଷ୍ଣା ନନ୍ଦିନୀ ଦେବୀ ବାହାରେ ରହୁଥିଲେ। ସେ ପ୍ରତିକ୍ରିୟାରେ ଏହା ଦୁଃଖଦାୟକ ଘଟଣା ବୋଲି ଅଭିଯୋଗ ଆଣିଛନ୍ତି ତେବେ ଏହି ଘଟଣା ସମ୍ପର୍କରେ ପ୍ରଥମେ ଧର୍ମଶାଳା ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିଥିଲେ, ପରେ ସେ ଯାଜପୁର ଜିଲ୍ଲାପାଳ ଙ୍କ ସହିତ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରି ଆଲୋଚନା କରିଥିବା ବେଳେ , ଉଭୟ ଙ୍କ ମଧ୍ୟରେ ଚାଲିଥିବା ସମ୍ପତ୍ତି ବିବାଦର ଖୁବଶୀଘ୍ର ସମାଧାନ ହେବା ସହିତ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି ବୋଲି ସୂଚନା ମିଳିଛି । (ରିପୋର୍ଟ /ଚନ୍ଦ୍ରଶେଖର ପୃଷ୍ଟି, ଛତିଆ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଷ୍ଟ୍ରୀୟ ପତ୍ରକାର ସଂଘ, ଭାରତର ରାଷ୍ଟ୍ରୀୟ ଅଧୂବେଶନ ଝାଡ଼ଖଣ୍ଡର ଧାନବାଦ ଠାରେ ମହାସମାରୋହରେ ଅନୁଷ୍ଠିତ

ରାଷ୍ଟ୍ରୀୟ ପତ୍ରକାର ସଂଘ, ଭାରତର ରାଷ୍ଟ୍ରୀୟ ଅଧୂବେଶନ ଝାଡ଼ଖଣ୍ଡର ଧାନବାଦ ଠାରେ ମହାସମାରୋହରେ ଅନୁଷ୍ଠିତ

May 4, 2026
ବାଲିପାଟଣାର ଛାତ୍ର ଅଂଶୁମାନ ୫୭୩ ରଖି ଖୋର୍ଦ୍ଧା ଜିଲ୍ଲାର ଟପର୍

ବାଲିପାଟଣାର ଛାତ୍ର ଅଂଶୁମାନ ୫୭୩ ରଖି ଖୋର୍ଦ୍ଧା ଜିଲ୍ଲାର ଟପର୍

May 4, 2026
୫୮ ତମ ବାର୍ଷିକ ଉତ୍ସବ ଓ ପୂର୍ଣାନନ୍ଦ ଭକ୍ତ ସମ୍ମିଳନୀ

୫୮ ତମ ବାର୍ଷିକ ଉତ୍ସବ ଓ ପୂର୍ଣାନନ୍ଦ ଭକ୍ତ ସମ୍ମିଳନୀ

May 4, 2026
ଆଜି ତିନିରଥ ନାହାକା ତୁମ୍ବ ଅଖ ବିନ୍ଧରେ ପନ୍ଦାରି ଏବଂ ବଳା ପିନ୍ଧା ଅନୁକୂଳ ସମ୍ପନ୍ନ

ଆଜି ତିନିରଥ ନାହାକା ତୁମ୍ବ ଅଖ ବିନ୍ଧରେ ପନ୍ଦାରି ଏବଂ ବଳା ପିନ୍ଧା ଅନୁକୂଳ ସମ୍ପନ୍ନ

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଷ୍ଟ୍ରୀୟ ପତ୍ରକାର ସଂଘ, ଭାରତର ରାଷ୍ଟ୍ରୀୟ ଅଧୂବେଶନ ଝାଡ଼ଖଣ୍ଡର ଧାନବାଦ ଠାରେ ମହାସମାରୋହରେ ଅନୁଷ୍ଠିତ

ରାଷ୍ଟ୍ରୀୟ ପତ୍ରକାର ସଂଘ, ଭାରତର ରାଷ୍ଟ୍ରୀୟ ଅଧୂବେଶନ ଝାଡ଼ଖଣ୍ଡର ଧାନବାଦ ଠାରେ ମହାସମାରୋହରେ ଅନୁଷ୍ଠିତ

May 4, 2026
ବାଲିପାଟଣାର ଛାତ୍ର ଅଂଶୁମାନ ୫୭୩ ରଖି ଖୋର୍ଦ୍ଧା ଜିଲ୍ଲାର ଟପର୍

ବାଲିପାଟଣାର ଛାତ୍ର ଅଂଶୁମାନ ୫୭୩ ରଖି ଖୋର୍ଦ୍ଧା ଜିଲ୍ଲାର ଟପର୍

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version