No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ଜୁଲାଇ ଗୁରୁବାର ) ନୟାଗଡ଼ :- ୭୨ତମ ବନ ମହୋତ୍ସବ ପାଳନ ଅବସରରେ ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଆମ୍ବ,ପଣସ,ପିଜୁଳି, ଲେମ୍ବୁ,ଜାମୁ ଇତ୍ୟାଦି ବିଭିନ୍ନ କିସମର ଫଳ ଚାରା ରୋପଣ କରାଯାଇଛି । ରୋଟାରିଆନ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରଥମେ ଆମ୍ବ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକ,ସମ୍ପାଦକ ମିହିର ରଞ୍ଜନ ନାୟକ,ପୂର୍ବତନ ସଭାପତି ନିରୂପମା ପଟ୍ଟନାୟକ,ମଦନ ମୋହନ ମହାପାତ୍ର,ପ୍ରକାଶ ଚନ୍ଦ୍ର ପଟ୍ଟନାୟକ,ରଣଜିତ ଦାଶ,ବ୍ରଜେନ୍ଦ୍ର ପଟ୍ଟନାୟକ,ପ୍ରବୀର ପୃଷ୍ଟି,ଲକ୍ଷ୍ମୀନାରାୟଣ ରଥ,ପ୍ରସନ୍ନ ବସନ୍ତିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । (ରିପୋଟ -ରାମକୃଷ୍ଣ ରଥ)
No Result
View All Result