No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୭ ଜୁଲାଇ ୨୦୨୧, ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସମ୍ମୁଖରେ ନୂଆଗାଁ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଧାରଣା ଦିଆଯାଇଥିଲା । ସାରା ଦେଶରେ ପେଟ୍ରୋଲ,ଡିଜେଲ୍,ରନ୍ଧନ ଖାଦ୍ୟ,ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଅହେତୁକ ମୂଲ୍ୟ ବୃଦ୍ଧି,
ଧାନ କ୍ଵିଣ୍ଟାଲ ପ୍ରତି ଏମ୍ ଏସ ପି ୨୯୩୦ ଟଙ୍କା କୁ ବୃଦ୍ଧି କରିବା ଆଦି ଦାବି ନେଇ ନୂଆଗାଁ ବ୍ଲକ୍ କଂଗ୍ରେସ ସଭାପତି ଅଶୋକ ନାୟକ ଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା । ଏହି ଧାରଣାରେ ନୂଆଗାଁ ବ୍ଲକ୍ କଂଗ୍ରେସ କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result